ଶାଳୀକୁ ଧରି ଫେ-ରାର ହୋଇଗଲା ସ୍ୱାମୀ, ରି-ପୋ-ର୍ଟ ନେଇ ଥା-ନାରେ ପହଞ୍ଚିଲା ସ୍ତ୍ରୀ,କିନ୍ତୁ ଥା-ନାରୁ ବିଦା କରିଦେଲା ପୋ-ଲିସ,ପୁରା ଘ-ଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବି-ଷ ଦେଇ ବିଶ୍ୱାସ ଘା-ତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ତ୍ରୀକୁ ଏକୁଟିଆ ଛାଡି ଦେଇ ଶାଳୀକୁ ସାଙ୍ଗରେ ଧରି ଫେ-ରାର ହୋଇଗଲା ସ୍ୱାମୀ। ସ୍ୱାମୀକୁ ଫେରି ପାଇବା ପାଇଁ ସ୍ତ୍ରୀ ରି-ପୋର୍ଟ ନେଇ ଥା-ନାରେ ପହଞ୍ଚିଲା।

ଅନେକ ସମୟରେ ବିଭିନ୍ନ ମାମ-ଲା ସାମ୍ନାକୁ ଆସିଥାଏ। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ତେବେ ସ୍ତ୍ରୀ ଥାଉ ଥାଉ ସ୍ୱାମୀକୁ ଶାଳୀକୁ ଧରି ଫେ-ରାର ହୋଇଯିବା ଘ-ଟଣା ସାମ୍ନାକୁ ଆସିବା ପରେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଏହି ଘ-ଟଣା ମଧ୍ୟପ୍ରଦେଶର ସାଗର ଜିଲ୍ଲାର ବେରଖଡ଼ି ଗ୍ରାମରୁ ଆସିଛି। ତେବେ ଏଠାରେ ଏକ ଜିଜା ଶାଳୀ ପ୍ରେମରେ ପଡିଗଲା। ଶାଳୀ ମଧ୍ୟ ଜିଜାର ପ୍ରେମରେ ଏତେ ବୁଦିଗଲା ଯେ ସେ ଫେ-ରାର ହେବା ପାଇଁ ନିଷ୍ପତ୍ତି ମଧ୍ୟ ନେଲା। ତେବେ ନ୍ୟା-ୟ ପାଇବା ଆଶାରେ ସ୍ତ୍ରୀ ଥା-ନା ଆଗରେ ପହଞ୍ଚିଲା।

ଚଳିତ ବର୍ଷ ଦୁଇ ମାସ ପୂର୍ବେ ବିବେକ ଶୁକ୍ଳା ନାମକ ବ୍ୟକ୍ତି ଜଣକ ଶିବାନୀ ଶର୍ମାକୁ ବିବାହ କରିଥିଲେ। କିନ୍ତୁ ବିବେକର ନଜର ଶିବାନୀର ସାନ ଭଉଣୀ ଉପରେ ଥିଲା। ମାତ୍ର ଦୁଇ ମାସ ମଧ୍ୟ ଦୁହେଁ ପରସ୍ପରକୁ ପ୍ରେମ କରି ବସିଲେ। ପ୍ରେମ ଏତେ ଗଭୀର ଥିଲା ଯେ ଦୁହେଁ ଫେ-ରାର ହେବାର ନିଷ୍ପତ୍ତି ମଧ୍ୟ ନେଇଗଲେ। ତେବେ ଏହି ଘଟ-ଣାରେ ଶିବାନୀ ଅଧିକ ମାତ୍ରାରେ ମର୍ମା-ହତ ହୋଇଥିବା ଜଣା ପଡ଼ିଛି।

ତେବେ ଶିବାନୀ ସହ ଏଭଳି ଘ-ଟଣା ଘ-ଟିବା ପରେ ସେ ସମ୍ପୂର୍ଣ୍ଣ ରୂପେ ଭା-ଙ୍ଗି ପଡିଛି। କାରଣ ସ୍ୱାମୀ ଠାରୁ ଅଧିକ ଧୋ-କା ନିଜ ଭଉଣୀ ନିକିତା ମିଶ୍ରା ଠାରୁ ମିଳିଛି। ଯାହାକୁ ସେ ଛୋଟ ବେଳୁ ବଡ଼ ହୋଇଥିଲେ ଆଜି ସେ ତାଙ୍କ ସଂସାର ଭା-ଙ୍ଗି ଦେଇଛି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହି ଘ-ଟଣା ମେ ମାସର ଅଟେ। କିନ୍ତୁ ବର୍ତ୍ତମାନ ଏବେ ସାମ୍ନାକୁ ଆସିଛି। ବାହାଘରର ମାତ୍ର ଦୁଇ ମାସ ମଧ୍ୟ ସ୍ୱାମୀର ମନ ବଦଳି ଯାଇଥିଲା। ମେ ମାସ ୮ ତାରିଖରେ ସେ ଶାଳୀକୁ ଧରି ଫେ-ରାର ହୋଇଗଲା।

ତେବେ ସ୍ୱାମୀ ଓ ନିଜ ସାନ ଭଉଣୀ ସହ ପର-କୀୟା ପ୍ରୀ-ତି ବିଷୟରେ ଜାଣିବା ପରେ ଶିବାନୀ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ତେବେ ସେ ନ୍ୟା-ୟ ଆଶାରେ ବହେରିୟା ଥା-ନରେ ଅଭି-ଯୋଗ ଦା-ଖଲ କରିବା ପାଇଁ ପହଁଚିଲା। ମାତ୍ର ସେଠାରେ କେହି ପୀଡି-ତାଙ୍କ କଥା ଶୁଣିଲେ ନାହିଁ। ବରଂ ପୀଡି-ତାଙ୍କୁ ଧ-କା ମା-ରି ଥା-ନରୁ ବାହାର କରିଦେଇଥିବା ଖବର ସାମ୍ନାକୁ ଆସିଛି।

ଶିବାନୀଙ୍କ କହିବାନୁଯାୟୀ, ତାଙ୍କ ସ୍ୱାମୀ ଓ ସାନ ଭଉଣୀ ଦୁହେଁ ବିବାହ କରି ସାରିଲେଣି। ତେବେ ଛାଡ-ପତ୍ର ନ ଦେଇ ବିବାହ କରିଥିବାରୁ ସେ ଅଭି-ଯୋଗ ନେଇ ଥା-ନାରେ ପହଞ୍ଚି ଥିଲେ। କିନ୍ତୁ ସେଠାରେ କେହି ତାଙ୍କର ଅଭି-ଯୋଗ ଶୁଣି ନଥିଲେ ବରଂ ତାଙ୍କୁ ସେଠାରୁ ବାହାର କରି ଦିଆଯାଇଥିଲା। ବର୍ତ୍ତମାନ ସେ ବହେରିୟା ଏସ୍ପିଙ୍କ କାର୍ଯ୍ୟାଳୟ ରେ ଅଭି-ଯୋଗ କରିଛନ୍ତି। ଆଶା ଅଛି କି ସେଠାରେ ତାଙ୍କ ଅଭି-ଯୋଗ କୁ ଶୁଣିବେ।

Leave a Reply

Your email address will not be published. Required fields are marked *