ନବରାତ୍ରିର ଯେଉଁ ଗୋଟିଏ ଦିନରେ ହେଲେ ବି ଏହି ଜାଗାରେ ହଳଦି ରଖି ଦିଅନ୍ତୁ,ତା ପରେ ଦେଖିବେ ଏତେ ଟଙ୍କା ଆସିବ ଯେ ୭ ପୁରୁଷ ପର୍ଯ୍ୟନ୍ତ ଟଙ୍କାରେ ରାଜ କରିବେ।

ବନ୍ଧୁମାନେ ନବରାତ୍ରି ଦିନ ମଧ୍ୟରେ କରି ନିଅନ୍ତୁ କିଛି ଏପରି କାମ ଯାହା ଆମ ପାଇଁ ଧନର ବର୍ଷା ଆଣି ଦେଇଥାଏ। ମାତା ରାଣୀଙ୍କୁ ଯେଉଁ ଜିନିଷ ପସନ୍ଦ ଅଛି ତାଙ୍କୁ ସେହି ଜିନିଷ ଶୁଦ୍ଧ ବା ପବିତ୍ର ମନରେ ଦେବା ଦ୍ଵାରା ସେ ପ୍ରସନ୍ନ ହୁଅନ୍ତି ଓ ଆଶୀର୍ବାଦ କରନ୍ତି। ମାତାଙ୍କର ପଦ୍ମ ଫୁଲ ସହିତ ହଳଦୀ ଖଣ୍ଡ ଆଦି ପ୍ରିୟ ବସ୍ତୁ ଅଟେ। ଏହି ବସ୍ତୁ ଆପଣଙ୍କ ସବୁ ମନୋକାମନାକୁ ପୁରା କରିଥାଏ। ଏହି ସବୁ ଜିନିଷ ମାତାଙ୍କୁ ପ୍ରସନ୍ନ କରିଥାଏ। ତେଣୁ ଏହି ସବୁ ବସ୍ତୁ କିପରି ଅର୍ପିତ କରିବେ ଏହାର ବିଧି ଆସନ୍ତୁ ଜାଣିବା।

ଯଦି ଆପଣ ଜଣେ ବିଦ୍ୟାର୍ଥୀ ତେବେ ଆପଣ ଗୋଟିଏ ଉପାୟ କରନ୍ତୁ କି ଆପଣଙ୍କର ଯଦି ପାଠ ପଢ଼ିବା କ୍ଷେତ୍ରରେ ସଫଳତା ପ୍ରାପ୍ତି ଚାହାନ୍ତି। ତେବେ କରି ନିଅନ୍ତୁ ଏହି ଉପାୟ ମାନ। ତେବେ ମାତା ଭଗବତୀ ଯଦି ଚାହିଁବେ ତେବେ ଆପଣଙ୍କୁ ସମସ୍ତ ସଫଳତା ପ୍ରାପ୍ତି ହେବ। ଚାକିରି,ରୋଜଗାର ଅବା ପାଠ ପଢା ପାଇଁ ଆପଣ ଏହି ଉପାୟ କରନ୍ତୁ। ମାତାଙ୍କ ବହୁତ୍ ରୂପ ଅଛି ଯେଉଁଥିରେ ଅଲାଗା ଅଲଗା ପୂଜା ବା ବିଧି ରହିଛି। ହେଲେ ଆପଣ ଏହି ହଳଦୀର ପ୍ରୟୋଗ ଯେ କୌଣସି ନବ ରାତ୍ରିରେ ହିଁ କରି ପାରିବେ।

ହଳଦିର ଛୋଟ ପ୍ରୟୋଗ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ଦେବ। ଆପଣ ଏକ ଷ୍ଟିଲ ଅବା ଚାନ୍ଦିର ପାତ୍ର ନିଅନ୍ତୁ। ୫ଟି ଗୁଜୁରାତି, ୫ଟି ହଳଦୀ ଖଣ୍ଡ ଆଣି ମାତାଙ୍କ ଆଗରେ ଏହି ସବୁ ରଖି ଦିଅନ୍ତୁ। ଆପଣ ଏହି ସବୁ ଜିନିଷ ନବରାତ୍ରି ପୂଜା ସରିବା ପର୍ଯ୍ୟନ୍ତ ରଖି ପାରିବେ ଓ ଆପଣଙ୍କ ମନୋକମାନା ପୂର୍ଣ୍ଣ ନହୋଇଛି। ଭଗବତୀ ମାତା ଆପଣଙ୍କ ସବୁ ଇଚ୍ଛା କୁ ପୂର୍ଣ୍ଣ କରନ୍ତି। ଆପଣ ଓମ୍ ଇଙ୍ଗ ଇଙ୍ଗ ଏପରି ମନ୍ତ୍ର ଜପ କରି ପାରିବେ।

ଯେତେ ବଡ଼ ବାଧା ଆସୁନା କାହିଁକି ଆପଣ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ସମୟରେ ଚୁଟକି ହଳଦୀ ଗୁଣ୍ଡ ପକେଇ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କ ସବୁ ମନୋକମାନା ପୂର୍ଣ୍ଣ ହେବ। ଏପରି କଲେ ବିବାହ ଜନିତ ବାଧା ଦୂର ହୋଇଥାଏ। ଯଦି ଆପଣଙ୍କ ଜୀବନରେ କିଛି ବି ଅସୁବିଧା ଥାଏ ତେବେ ମାତା ଦୁର୍ଗାଙ୍କୁ ହଳଦୀ ଖଣ୍ଡ ଅର୍ପଣ କରନ୍ତୁ। ଏହି ହଳଦୀ ଖଣ୍ଡକୁ ହଳଦିଆ କପଡା ଅବା ଲାଲ କପଡ଼ାରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖନ୍ତୁ। ଧନର ଅଭାବ ରୁହେନି ବା
ଧନର ବର୍ଷା ହେବାକୁ ଲାଗେ।

ନବରାତ୍ରିରେ ବ୍ରତ ରଖୁ ଥିଲେ ହଳଦୀ ଖାଇବା ଅନୁଚିତ୍। ହଳଦୀ ବୃହସ୍ପତିଙ୍କ ପ୍ରିୟ ମଧ୍ୟ ହୋଇଥାଏ। ଏହା ଦେହ ସୁସ୍ଥ ରଖିବା ସହ ନକରାତ୍ମକତା ଦୂର କରିଥାଏ। ଲାଲ ହଳଦୀର ସମ୍ବନ୍ଧ ମଙ୍ଗଳ ଏବଂ ହଳଦିଆ ରଙ୍ଗର ହଳଦୀର ସମ୍ବନ୍ଧ ଗୁରୁ ବା ବୃହସ୍ପତିଙ୍କର ହୋଇଥାଏ। ସେହି ହଳଦିଆ ରଙ୍ଗର ହଳଦୀ ନେଇ ନିଜର ଅନାମିକା ଆଙ୍ଗୁଠିରେ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ। ଏହାପରେ ନିଜ ବେକରେ ଲଗାନ୍ତୁ। ଏହାଦ୍ବାରା ଗୁରୁ ମଜବୁତ୍ ହୋଇଥାଏ।

ଯଦି ବହୁତ୍ ଦିନ ଯାଏଁ ଆପଣଙ୍କ କାର୍ଯ୍ୟରେ ସଫଳତା ମିଲୁ ନାହିଁ। ତେବେ ଆପଣ ଘର ପାଖରେ ଥିବା ଓସ୍ତ ଗଛ ମୂଳରେ ଚୁଟକି ହଳଦୀ ପକେଇ ଗୋଟେ ପାତ୍ରରେ ବା ଲୋଟାରେ ପାଣି ନିଅନ୍ତୁ। ସେଠି ଗଛ ମୂଳରେ ନିଜର ନାମର ପ୍ରଥମ ଅକ୍ଷର ସେହି ପାଣି ପକେଇ ଲେଖାନ୍ତୁ। ଅବା ଓଁ ବୋଲି ଲେଖି ଦିଅନ୍ତୁ ଅବା ଗୋଟେ ପାତ୍ରରେ ହଳଦୀ ପାଣି କରି ସେହି ପାଣିରେ ଏକ ଛୋଟ କାଠି ସାହାଯ୍ୟରେ ସେହି ଗଛ ମୂଳରେ ନିଜର ସମସ୍ୟା ଲେଖନ୍ତୁ। ଏହା ପରେ ଓଁ ନମୋ ଭଗବତେ ବାସୁ ଦେବାୟ ଲେଖନ୍ତୁ।

ଯଦି ୨ଟି ହଳଦୀ ଖଣ୍ଡ ଆପଣ ଲାଲ କପଡ଼ାରେ ମାତା ଲକ୍ଷ୍ମୀଙ୍କୁ ଏହି ନବରାତ୍ରିରେ ଅର୍ପଣ କରୁଛନ୍ତି। ତେବେ ଆପଣଙ୍କ ଧନ ବଢ଼ିବାକୁ ଲାଗିବ। ଯଦି ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ଦେଖାଯାଏ ତେବେ ଘରର ମୁଖ୍ୟ ଦ୍ଵାରରେ ହଳଦୀ ରେଖା ବନାନ୍ତୁ। ଏହାଦ୍ବାରା ଖରାପ ଶକ୍ତି ପ୍ରବେଶ କରେ ନାହିଁ। ଯଦି ଜିବନରେ ବହୁ ବାଧା ଆସୁଛି ତେବେ ହଳଦୀ ଖଣ୍ଡ ଏକ ଲାଲ କପଡ଼ାରେ ଗୁଡେ଼ଇ ନିଅନ୍ତୁ ଏବଂ କିଛି ଦୁବ ମଧ୍ୟ ରଖନ୍ତୁ ଓ ସାଙ୍ଗରେ କିଛି ଚାଉଳ ରଖନ୍ତୁ ଏକ ଲୋଟା ସହିତ। ଏହାକୁ ନିଜ ରୋଷେଇ ଶାଳରେ ଲୁଚାଇ ରଖନ୍ତୁ। ପୁରା ବର୍ଷ ଆପଣଙ୍କ ମାତା ଅନ୍ନପୂର୍ଣ୍ଣାଙ୍କ ଆଶିଷ ରହିବ।

ଯଦି ଖରାପ ସ୍ଵପ୍ନ ଆସୁଛି ତେବେ ହଳଦୀ ଖଣ୍ଡ ଆପଣ ନିଜ ତକିଆ ତଳେ ରଖି ଶୁଅନ୍ତୁ। ସକାରାତ୍ମକ ଆସିବାକୁ ଲାଗିବ। ଯଦି ଗଣେଶଙ୍କୁ ଏକ ଚୁଟକୀ ହଳଦୀ ଯଦି ଆପଣ ଅର୍ପଣ କରନ୍ତି। ତେବେ ବିବାହରେ ଥିବା ବାଧା ଦୂର ହୋଇଥାଏ। ଯଦି ଆପଣଙ୍କର ସନ୍ତାନ ପ୍ରାପ୍ତି ଅବା ବିବାହ ଯୋଗ ଏପରି କିଛି ମନୋକମାନା ରହିଛି। ତେବେ ଗୋଟେ କାଗଜରେ ଅଳ୍ପ ହଳଦୀ ରଖି ମାତା ଲକ୍ଷ୍ମୀଙ୍କ ପାଦ ତଳେ ରଖି ଦିଅନ୍ତୁ। ଦେଖିବେ ସମସ୍ତ ମନୋକମାନା ପୂର୍ଣ୍ଣ ହେବ।

ନବରାତ୍ରିରେ ଆପଣ ସ୍ନାନ ସାରି ଘର ଭିତରେ ଚାରିପଟେ ହଳଦୀ ଅଳ୍ପ ପାଣିରେ ରଖି ସେହି ହଳଦୀ ପାଣି ଘର ସାରା ଛିଞ୍ଚନ୍ତୁ। ପୂଜା ପାଠରେ ମନ ଲାଗିବା ସହିତ ଘରେ କୌଣସି କର୍ଯ୍ୟରେ ବାଧା ଆସେ ନାହିଁ। ଏହି ନବରାତ୍ରିରେ ଚାଉଳ ଗୁଣ୍ଡ କରି ସେଥିରେ ହଳଦୀ ଗୁଣ୍ଡ ମିଶେଇ ଏଥିରେ ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ ବନେଇବେ। ଦେଖିବେ ଘରକୁ ଲକ୍ଷ୍ମୀ ଆସିବେ ଏହା ସହ ସୁଖ ଶାନ୍ତି ଏବଂ ବୈଭବ ମଧ୍ୟ ଆସିବ। ଏହି ଉପାୟ ନିଶ୍ଚୟ କରି ଦେଖନ୍ତୁ।

Leave a Reply

Your email address will not be published. Required fields are marked *