ଅଫିସ ର ସିନିୟର କରୁଛନ୍ତି ଖରାପ ବ୍ୟବହାର , ଘରକୁ ଡ଼ାକି ନେଇ ବାଧ୍ୟ କରୁଛନ୍ତି ଏପରି କରିବାକୁ

ଯୁଗ କେତେ ଆଗକୁ ଗଲାନି , ତଥାପି ଆଜିର ନାରୀ ମାନେ କେଉଁଠି ବି ସୁର-କ୍ଷିତ ନୁହଁନ୍ତି । ସବୁଆଡେ ସେମାନଙ୍କୁ ଅସୁରକ୍ଷିତ ମନେ ହେଉଛି । ଆଉ ସବୁଆଡେ ସେମାନେ ଯିବାକୁ ଚାହୁଁ ନାହାଁନ୍ତି । ଦୁନିଆଁ ଯେତେ ଆଗକୁ ଆଗକୁ ବଢି ଚାଲିଛି , ନାରୀ ଜାତି ଯେତେ ଖରାପ ଅବସ୍ଥା ଆଡ଼କୁ ଗତି କରୁଛନ୍ତି ଆଉ କେଉଁଠି ବି ଠିକ୍ ରହି ପାରୁ ନାହାଁନ୍ତି । ତେବେ କେବେ ଏହି ପରିସ୍ଥିତି ସୁଧୁରିବ , ସେ କଥା କହିବା ଅସମ୍ଭବ । ସେ ରାସ୍ତା ଘାଟରେ ହେଉ କି ଅଫିସରେ ହେଉ , କି ସପିଂ ମଲ୍ ରେ ହେଉ , ସବୁଠି ନାରୀ ଅସୁ-ରକ୍ଷିତ ଅଛନ୍ତି । ତେଣୁ ଦିନକୁ ଦିନ ସେ ଦୁଷ୍କ-ର୍ମ ମାମ-ଲା ବଢ଼ି ବଢି ଚାଲିଛି ।

ଏହି ବ୍ୟବସ୍ଥା କେବେ ଯେ ସୁଧୁରିବ , ସେ କଥା କହି ହେବ ନାହିଁ । କାହିଁକି ନା ଆମର ଆ-ଇନ କାନୁନ୍ ଠିକ୍ ନାହିଁ । ଯାହା ଫଳରେ କେହି କାହାକୁ ଭ-ୟ ନ କରି , ନିଜ ମନ ମୁତାବକ କାମ କରି ଚାଲିଛନ୍ତି । ତେବେ ଏପରି ଏକ କଥା ବର୍ତ୍ତମାନ ସମୟରେ ରାଜଧାନୀ ଭୁବନେଶ୍ବରରୁ ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ଅଫିସ ର ସିନିୟର ଅଫିସର ନାମରେ ଆଣିଛନ୍ତି ଅଭି-ଯୋଗ । ଆଉ ଏହାପରେ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ , ମହିଳା ଜଣକ ଅଏଲ ଏଣ୍ଡ କ୍ୟାମିକାଲ କର୍ପୋରେଶନ ରେ କାମ କରନ୍ତି । କିନ୍ତୁ ଏଠାରେ ସେ ସୁର-କ୍ଷିତ ନୁହଁନ୍ତି । କାହିଁକି ନା ସିନିୟର ଜଣକ ତାଙ୍କ ଉପରେ ନଜର ପକାଇଛନ୍ତି ।

ସେହି ସିନିୟର ଜଣକ ହେଉଛନ୍ତି ସୁନିଲ କୁମାର ମହାନ୍ତି । ସେ ତାଙ୍କୁ ଅନେକ ଖରାପ କ-ମେଣ୍ଟ କରିଥାନ୍ତି ଆଉ ତାଙ୍କୁ କହିଥାନ୍ତି କି , ତାଙ୍କ ଦେହ ଶୁଖି ଗଲାଣି । ଖିଆ ପିଆ ଟିକିଏ ଭଲ ଭାବରେ କର । ଯାହା କି ତାଙ୍କୁ ବହୁତ ଖରାପ ଲାଗିଥାଏ । ଆଉ ଏ ବାବଦରେ ସେ ଅଫିସରେ ଥିବା ଚେୟାରମ୍ୟାନଙ୍କ ନିକଟରେ ଅନେକ ଥର ଅଭି-ଯୋଗ କରିଛନ୍ତି କିନ୍ତୁ କେହି ଶୁଣି ନାହାଁନ୍ତି । ସମସ୍ତେ ସୁନିଲ ମହାନ୍ତିଙ୍କୁ ସ-ପୋର୍ଟ କରିଥାନ୍ତି । ଆଉ ତାଙ୍କ ପଛରେ ସମସ୍ତ ବଡ ବଡ଼ ଅଫିସର ରହିଥିବା କଥା କହିଛନ୍ତି । ତେବେ ଖାଲି ଏତିକି ନୁହେଁ , ଗତ ଥର ସେ ଏ ବାବ-ଦରେ ଏକ ମିଟିଂ ମଧ୍ୟ କରାଇ ଥିଲେ ।

କିନ୍ତୁ ଏହାପରେ ବି ତାଙ୍କ କଥା କେହି ଶୁଣିଲେ ନାହିଁ । ତେଣୁ ମହିଳା ଜଣକ ବାଧ୍ୟ ହୋଇ ଥା-ନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ଏପର୍ଯ୍ୟନ୍ତ ଥା-ନା ବାଲା ମଧ୍ୟ ଖାଲି ଆସି ବୁଲି ଲେଖା ଲେଖି କରି ଯାଇଥିବା କଥା ମହିଳା କହିଛନ୍ତି । ସେମାନେ ବି ଏ କଥାରେ କିଛି ମୁଣ୍ଡ ପୁରାଉ ନାହାଁନ୍ତି । ତାଙ୍କ ଜୀବନ ପ୍ରତି ବି-ପଦ ରହିଛି । ତାଙ୍କୁ ସିନିୟର ଧ-ମକ ମଧ୍ୟ ଦେଇଛନ୍ତି କି , ତାଙ୍କ ଜୀବନ ପ୍ରତି ବି-ପଦ ରହିଛି । ସେ ଏକୁଟିଆ ମହିଳା । ବାହାରେ ଘର ଭଡା ନେଇ ରହୁଛନ୍ତି , ଯଦି ତାଙ୍କର କିଛି ହୋଇ ଯାଏ , ତେବେ କିଏ ଦାୟୀ ହେବ ସେ କଥା କହିଛନ୍ତି । ଅଫିସ ରେ କେବଳ ସେ ନୁହେଁ , ଅନେକ ଝିଅ କାମ କରୁଛନ୍ତି , କେହି ମଧ୍ୟ ସୁର-କ୍ଷିତ ନାହାଁନ୍ତି ବୋଲି ମହିଳା ଜଣକ କହିଛନ୍ତି ।

Leave a Reply

Your email address will not be published. Required fields are marked *