ସୁନ୍ଦରତା ନ-ଷ୍ଟ ହୋଇଯିବ ବୋଲି ବାରମ୍ବାର ଗ-ର୍ଭ ନ-ଷ୍ଟ କରୁଥିଲେ ଶୁଭଲକ୍ଷ୍ମୀ

ଜଣେ ବିବାହିତା ମହିଳାଙ୍କ ନାମରେ ନିଜ ସ୍ଵାମୀ ଆଣିଛନ୍ତି ସାଂଘା-ତିକ ଅଭି-ଯୋଗ । ଏହି ଖବର କିଛି ଦିନ ପୂର୍ବରୁ ସାମ୍ନାକୁ ଆସିଥିଲା କି , ଜଣେ ମହିଳା ପ୍ରଥମ ସ୍ଵାମୀ ଆଉ ପିଲା ଥାଉ ଥାଉ ମଧ୍ୟ ଦ୍ଵିତୀୟ ବିବାହ କରି ଦେଇଥିଲେ ଆଉ ବର୍ତ୍ତମାନ ତାଙ୍କ ମନ ବଦଳି ଯାଇଛି ଆଉ ସେ ଆସି ନିଜ ପ୍ରଥମ ସ୍ଵାମୀଙ୍କ ଘର ଆଗରେ ବସି ଯାଇଛନ୍ତି ।

ସେପଟେ ଦ୍ଵିତୀୟ ସ୍ଵାମୀ ପାଗଳ ଭଳି ହେଉଛନ୍ତି ଆଉ ନିଜ ସ୍ତ୍ରୀଙ୍କୁ ଫେରି ପାଇବା ପାଇଁ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ସ୍ତ୍ରୀ ନିଜ ସ୍ଵାମୀଙ୍କ ପାଖକୁ ଫେରିବା ପାଇଁ ପୁରାପୁରି ନାରାଜ । ତେବେ ଏ ବାବ-ଦରେ ମୁଁହ ଖୋଲିଛନ୍ତି ତାଙ୍କ ଦ୍ଵିତୀୟ ସ୍ଵାମୀ । ତେବେ ସେ କହିଛନ୍ତି କି , ତାଙ୍କୁ ତାଙ୍କ ପତ୍ନୀ ଅର୍ଥାତ ଶୁଭଲକ୍ଷ୍ମୀ ପ୍ରେମ ଜା-ଲରେ ଫ-ସାଇ ପୂର୍ବ ବିବାହ କିମ୍ବା ପିଲା କଥା ନ ଜଣାଇ ମନ୍ଦିରରେ ବିବାହ କରିଥିଲେ ।

ଆଉ ତାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖି ଚାଲିଥିଲେ ଆଉ ତାହା ସହିତ ଗ-ର୍ଭ ନ-ଷ୍ଟ କରିବାକୁ ମଧ୍ୟ ପଛାଉ ନଥିଲେ । ତାଙ୍କ ଠାରୁ ମାସକୁ ମାସ ୨୫ ହଜାର ଟଙ୍କା ନେଇ ଗ-ର୍ଭ ନ-ଷ୍ଟ କରାଉଥିଲେ ଆଉ ପଚାରିଲେ କହୁଥିଲେ କି , ତାଙ୍କ ପେଟ ଗରମ ହୋଇ ଯାଇଥିଲା ବୋଲି ଗ-ର୍ଭ ନ-ଷ୍ଟ ହୋଇଗଲା । ତେବେ ଏପରି କାମ ସେ କେବଳ ନିଜ ସୁନ୍ଦରତା ପାଇଁ କରୁଥିଲେ ଆଉ ତାଙ୍କ ଠାରୁ ଟଙ୍କା ଲୁ-ଟି ଚାଲିଥିଲେ ।

ବର୍ତ୍ତମାନ ସୁଦ୍ଧା ଶୁଭଲକ୍ଷ୍ମୀ ତାଙ୍କ ଠାରୁ ୧୫ ଲକ୍ଷ ରୁ ଅଧିକ ଟଙ୍କା ଲୁ-ଟି ସାରିଛନ୍ତି ଆଉ ଯାଇ ନିଜ ପ୍ରଥମ ସ୍ଵାମୀଙ୍କ ଘର ଆଗରେ ବସି ଯାଇଛନ୍ତି । ସେ ଆଉ ଥରେ ତାଙ୍କ ଠାରୁ ବି ଟଙ୍କା ଲୁ-ଟିବା ଯୋଜନା ରଖିଛନ୍ତି ବୋଲି ତାଙ୍କ ଦ୍ବିତୀୟ ସ୍ବାମୀ କହିଛନ୍ତି । ଏପରି ସ୍ତ୍ରୀଙ୍କୁ ସେ ବିଶ୍ୱାସ କରି ଭୁଲ କରି ଦେଇଛନ୍ତି ବୋଲି କହିଛନ୍ତି । ତାଙ୍କ ଅସଲ ଚେହେରା ସେ ପୂର୍ବରୁ ଜାଣି ପାରିନଥିଲେ ଆଉ ଏବେ ବହୁତ କ-ଷ୍ଟ ପାଉଛନ୍ତି।

Leave a Reply

Your email address will not be published. Required fields are marked *