ଗର୍ଭ-ବତୀ ମହିଳାଙ୍କୁ ଘରକୁ ଆଣି ଏମିତି କାମ କରୁଥିଲେ ଡାକ୍ତର । ଆଉ ଘରେ ପହଞ୍ଚି ଗଲେ ସ୍ୱାସ୍ଥ୍ୟ ବିଭାଗ । ଆଉ ତାପରେ ……

ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ କାରଣ ସେମାନେ ଜୀବନ ଦିଅନ୍ତି । କିନ୍ତୁ ଆଜିକାର କଳୁଷିତ ସମାଜରେ କିଛି ଡାକ୍ତର ମଧ୍ୟ ଏମିତି କାମ କରୁଛନ୍ତି ଯେ ପୁରା ଡାକ୍ତର ସମାଜକୁ ବଦନାମ ସହିବାକୁ ପଡ଼ୁଛି । ଆଜି ଆମେ ଜଣେ ଡାକ୍ତରଙ୍କର ଏଭଳି କାରନାମା ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଡାକ୍ତର ଗର୍ଭ-ବତୀ ମହିଳାଙ୍କୁ ନିଜ ଘରକୁ ଆଣି ଲି-ଙ୍ଗ ନିରୂପଣ କରୁଥିଲେ ।

କିନ୍ତୁ ତାଙ୍କର ସବୁଦିନ ସମାନ ଯାଇ ନଥିଲା ଏବଂ ହଠାତ ତାଙ୍କ ଘର ଭିତରକୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ମାନେ ପଶି ଆସିଥିଲେ । ଯାହାକୁ ଦେଖି ଡାକ୍ତର ପୂର୍ଣ୍ଣଶ୍ଳୋକ ଦାସ ଭ-ୟଭୀ-ତ ହୋଇ ପଡ଼ିଥିଲେ । ଚଢ଼ାଉ ସମୟରେ ଅଲ୍ଟ୍ରାସାଉଣ୍ଡ ମେସିନ ସହିତ ଅନ୍ୟାନ୍ୟ ଆ-ପତ୍ତି ଜନକ ଜିନିଷ ମିଳିଛି ।

ତେବେ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଯେ ଡାକ୍ତର ପୂର୍ଣ୍ଣଶ୍ଳୋକ ପୂର୍ବରୁ ଦୁଇ ଦୁଇ ଥର ଏଭଳି କାମ କରି ଗି-ରଫ ମଧ୍ୟ ହୋଇଥିଲେ । କିନ୍ତୁ ବର୍ତ୍ତମାନ ପୁଣିଥରେ ଏଭଳି କାମ କରି ସେ ପୁଣି ଗି-ରଫ ହୋଇଛନ୍ତି । ଖାଲି ସେତିକି ନୁହେଁ , ତାଙ୍କ ସହିତ ସମ୍ପୃକ୍ତ ଥିବା ତିନି ଜଣ ଦଲାଲ , ଯେଉଁମାନେ ଭିନ୍ନ ଭିନ୍ନ ଅଞ୍ଚଳରୁ ଗର୍ଭ-ବତୀ ମହିଳାଙ୍କୁ ଲି-ଙ୍ଗ ନିରୂପଣ କରିବାକୁ ଆଣୁଥିଲେ ।

କିନ୍ତୁ ବର୍ତ୍ତମାନ ଡାକ୍ତର ପୂର୍ଣ୍ଣଶ୍ଳୋକ କହିଛନ୍ତି ଯେ ତାଙ୍କ ଘରୁ ଲି-ଙ୍ଗ ନିରୂପଣ କରାଯାଉଥିବା ଯେଉଁ ମେସିନ ଜ-ବତ ହୋଇଛି ତାହା କୁଆଡ଼େ ଖରାପ ହୋଇ ଯାଇଛି । ପୂର୍ବରୁ ସେ ଯେଉଁ ଏଭଳି କାମ କରି ବନ୍ଧା ହୋଇଥିଲେ ସେହି ସମୟରେ ହିଁ ଏହି ମେସିନକୁ ପୋ-ଲିସ ନେଇ ନଥିଲା । ଆଉ ବର୍ତ୍ତମାନ କୁଆଡ଼େ ତାଙ୍କୁ ମି-ଛରେ ସେହି ମେସିନକୁ ଜ-ବତ କରି ଗି-ରଫ କରାଯାଉଛି ।

ଏପଟେ ଦଲାଲ ମାନେ ମଧ୍ୟ ମିଛ କହିଛନ୍ତି ଯେ ସେମାନେ କୁଆଡ଼େ ଡାକ୍ତରଙ୍କ ଘରକୁ ତାଙ୍କ ମା’ଙ୍କ ବ୍ଲଡ଼ ସାମ୍ପ୍ଲଲ ନେବାକୁ ଆସିଥିଲେ । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଟିମ ଏବଂ ପୋଲି-ସର କହିବା ଅନୁସାରେ ସୂଚନା ପାଇ ଯେତେବେଳେ ସେମାନେ ଏହି ଡାକ୍ତରଙ୍କ ଘର ଉପରେ ଚଢ଼ାଉ କରିଥିଲେ ସେତେବେଳେ ଡାକ୍ତର ଜଣକ ମେସିନ ସହିତ ଲି-ଙ୍ଗ ନିରୂପଣ କରିବାକୁ ଆସିଥିବା ଜଣେ ମହିଳାଙ୍କୁ ବାଥରୁମରେ ଲୁ-ଚାଇ ଦେବାକୁ ଚେଷ୍ଟା କରିଥିଲେ ।

ଯାହାକୁ ଠିକ ସମୟରେ ପୋ-ଲିସ ଧରିଥିଲା ଏବଂ ଘରୁ ଖସି ଯାଉଥିବା ଡାକ୍ତରଙ୍କୁ ଜଣେ ମହିଳା ଅଧିକାରୀ ଧରିଥିଲେ । ଏହି ମାମ-ଲାରେ ଲି-ଙ୍ଗ ନିରୂପଣ କରିବାକୁ ଆସିଥିବା ମହିଳାଙ୍କୁ ପୋ-ଲିସ ଗି-ରଫ କରି ପ-ଚରା ଉ-ଚୁରା ଜାରି ରଖିଛି ଏବଂ ପୂର୍ବରୁ ଗି-ରଫ ହୋଇଥିବା ଡାକ୍ତରଙ୍କ ଉପରେ କୌଣସି ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ନନିଆଯାଇଥିବାରୁ ବର୍ତ୍ତମାନ ତାଙ୍କ ଉପରେ ତ-ଦନ୍ତ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *