ନିଜ ଝିଅ ଉପରେ ଖରାପ ନଜର ରଖି ଏମିତି କଲା ବାପା । ଆଉ ଶେଷରେ ଝିଅ କଲା ଏମିତି । ସମସ୍ତେ କହୁଛନ୍ତି , “ଏମିତି ବାପା କାହାକୁ ନମିଳୁ ” ।

ବାପା କଣ ଏମିତି ହୋଇପାରେ କି ? କୁହାଯାଏ ସବୁ ବାପାଙ୍କର ତାଙ୍କ ଝିଅ ମାନେ ଜୀବନ ହୋଇଥାନ୍ତି । କିନ୍ତୁ ଏଠାରେ ଏଭଳି ଜଣେ ବାପ ବିଷୟରେ ଆମେ ଆପଣଙ୍କୁ କହିବୁ ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ନିଜର ଜନ୍ମ କଲା ଝିଅ ଉପରେ ତାର ବାପ ରଖିଥିଲା ଖରାପ ନଜର । ଆଉ ତାପରେ ସବୁଦିନ ସବୁବେଳେ ଝିଅକୁ କରୁଥିଲା ଦୁ-ଷ୍କର୍ମ ।

ଝିଅ ବା ଆଉ କେତେ ସହିଥାନ୍ତା ?ଶେଷରେ ଯେତେବେଳେ ସବୁ ସୀମା ପାର ହୋଇଗଲା ଏବଂ ଝିଅଟି ଆଉ ସହିବାର ସୀମା ଟପିଗଲା ସେତେବେଳେ ଝିଅଟି ଏଭଳି କିଛି କାମ କରିଦେଲା ତାହା ଜାଣିଲେ ଆପଣବି କା-ନ୍ଦି ପକାଇବେ । ନିଜ ବାପା ହୋଇ ଝିଅ ସହିତ ଏଭଳି କାମ କରୁଥିଲା ।

ଯେଉଁ କାରଣରୁ ବର୍ତ୍ତମାନ ଝିଅ ଏକ ଚିଠି ଲେଖି ସବୁଦିନ ପାଇଁ ଜୀବନ ହାରି ଦେଇଛି । ଆଉ ଝିଅର ମା’ ଚି-ତ୍କାର କରି କା-ନ୍ଦି ଉଠୁଛି । ଯେଉଁ ବାପା ଜଣକ ଏଭଳି କାମ କରିଛି ତାକୁ ଦ-ଣ୍ଡ ଦେବାକୁ ମା’ ଜଣକ ନେହୁରା ହୋଇଛି । ସୂଚନା ଅନୁଯାୟୀ ପୁରୀର କୋଣାର୍କ ଅଞ୍ଚଳରୁ ଏଭଳି ଏକ ଘ-ଟଣା ଶୁଣିବାକୁ ମିଳିଛି । କୋଣାର୍କ ଥା-ନା ଅନ୍ତର୍ଗତ ମାଟିପଡ଼ା ଗାଁରେ ଏଭଳି ଏକ ଲ-ଜ୍ଜ୍ୟାଜ-ନକ ଘଟ-ଣା ସାମ୍ନାକୁ ଆସିଛି ।

ନିଜ ବାପା ଜଣେ ଯେଉଁ ଝିଅକୁ ଜନ୍ମ କରିଥିଲା ତାକୁହିଁ ଦୁ-ଷ୍କର୍ମ କରିବା ପରେ ଲୋକଲ-ଜ୍ଜ୍ୟା ସହି ନପାରି ଶେଷରେ ଜୀବନ ହାରି ଦେଇଛି । ଆଉ ବର୍ତ୍ତମାନ ପରିବାରର ସମସ୍ତେ କା-ନ୍ଦୁଛନ୍ତି । କିଛିଦିନ ହେବ ବାପା ମଳୟ ରଞ୍ଜନ ମହାନ୍ତି ତାଙ୍କର ବଡ଼ ଝିଅକୁ ଦୁ-ଷ୍କର୍ମ କରି ଆସୁଥିଲେ।

ଆଉ ଝିଅଟି ଏହି ଘଟ-ଣାକୁ ଲୋକ ଲ-ଜ୍ଜ୍ୟାର କାହାକୁ ନକହି ପାରି କେବଳ ନିଜ ମା’କୁ କହୁଥିଲା । ମା’ ନିଜ ସ୍ୱାମୀକୁ ବା କଣ କହିବ । ମା’ ଝିଅ ଉଭୟେ ମିଶି ବାପାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ବାରମ୍ବାର ତାଗିଦ କଲେ ମଧ୍ୟ ବାପାର ସ୍ଵଭାବ ବଦଳି ନଥିଲା । ବାପା ତାର କର୍ତ୍ତବ୍ୟ ଭୁଲିଯାଏ ।

ପରିବାରର ଅନ୍ୟ ଲୋକେ ମଧ୍ୟ କହିଛନ୍ତି ଯେ କିଭଳି ସେ ପ୍ରତ୍ୟେକ ଦିନ ମଦ ପିଇ ଆସି ଘରେ ସ୍ତ୍ରୀ ଏବଂ ଝିଅକୁ ମା-ଡ଼ ମା-ରୁଥିଲା । ଆଉ ଯେଉଁ ଝିଅ ସହିତ ଖରାପ କାମ କରୁଥିଲା ସେ ଆଉ ଏସବୁ ସହି ନପାରି ଜୀବନବି ହାରି ଦେଲା । ଯାହାକୁ ନେଇ ପୁରା ପରିବାର ଆଜି ସ୍ତବ୍ଧ ହୋଇ ଯାଇଛି । ଆଉ ଏବେ ପରିବାର ଲୋକେ ଅଭି-ଯୁକ୍ତ ବାପକୁ କଠୋର ଦ-ଣ୍ଡ ମିଳୁ ବୋଲି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *