ନେମାଳ ପୀଠରେ ଘ-ଟିଲା ଅଘ-ଟଣ । ପ୍ରଳୟ ସୂଚନା ଦେଉଛି ଥୁଣ୍ଟା ବରଗଛ :-

ମାଳିକାର ବଚନ ହେଉଛି କି ସତ ? କାହିଁକି ନା ସବୁକିଛି ସେହି ଅନୁସାରେ ହେଉଛି ବୋଲି ଲୋକଙ୍କୁ ପ୍ରତୀତ ହେଉଛି । ଅନେକ ମହାନ ଆତ୍ମା ମାନେ କଳିଯୁଗର ସମାପ୍ତି କିପରି ହେବ ତାହା ବର୍ଣ୍ଣନା କରି ଯାଇଛନ୍ତି । ଯାହା ଧୀରେ ଧୀରେ ସତ ହେବାରେ ଲାଗିଛି । ଯେମିତିକି ମାଳିକାରେ ବର୍ଣ୍ଣିତ ହୋଇଛି ଯେ କଳିଯୁଗର ସମାପ୍ତିରେ ହୀରାକୁଦ ଡ୍ୟାମ ଭା-ଙ୍ଗିଯିବ , ସୂର୍ଯ୍ୟଙ୍କ ପ୍ରଖର ଉତ୍ତାପରେ ପୁରା ପୃଥିବୀ ଜା-ଳି ପୋ-ଡ଼ି ପା-ଉଁଶ ହୋଇଯିବ , ନକ୍ଷତ୍ର ସବୁ ଖସି ପଡ଼ିବ । ଏମିତି ଅନେକ କିଛି ଲେଖି ଯାଇଛନ୍ତି ମହାପୁରୁଷ ମାନେ । ତେବେ ବର୍ତ୍ତମାନ ଏହି ସମ୍ବନ୍ଧୀୟ ଆଉ ଏକ ଖବର ଶୁଣିବାକୁ ମିଳୁଛି ।

ତେବେ ବର୍ତ୍ତମାନ ଆଉ ଏକ ସ-ଙ୍କେତ ଶୁଣିବାକୁ ମିଳିଛି ଯେ ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳରେ ସବୁ ବରଗଛ ପତ୍ର ଝଡ଼ ଦେଇଛନ୍ତି । ଗଛ ପତ୍ର ଝଡ଼ା ଦେବା ସାଧରଣ କଥା । ମାତ୍ର ଏଠାରେ ଆଶ୍ଚର୍ଯ୍ୟ ଜନକ ଏହା ଯେ ଏହି ମହାନ ପୀଠର ପାଚେରୀ ମଧ୍ୟରେ ଯେତିକି ବରଗଛ ଅଛି ସବୁ ଗଛରୁ ପତ୍ର ଝଡ଼ି ଯାଇଛି । ମାତ୍ର ପାଚେରୀ ବାହାରେ ଅନ୍ୟ ଗଛ ସବୁ ଠିକ ରହିଛି । ତେବେ ଏହାର ଅର୍ଥ ବା କଣ ହୋଇପାରେ । ମହାପୁରୁଷ ମାନେ ମାଳିକାରେ କଳିଯୁଗର ସମାପ୍ତି ସମୟରେ ଅନେକ କିଛି ସ-ଙ୍କେତ ଦେଖାଯିବ ବୋଲି କହିଛନ୍ତି । ମାତ୍ର ଏହା ଦେଖିବା ପରେ ଲାଗୁଛି ଯେମିତି ଏହା ମଧ୍ୟ ଏକ ଭ-ୟଙ୍କର ସଙ୍କେତ ଅଟେ ।

ସ୍ଥାନୀୟ ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । କାରଣ ଏକାଥରକେ ଗଛରୁ ଏମିତି ସବୁ ପତ୍ର ଝଡ଼ିବା ସଧାରଣ କଥା ନୁହେଁ । ଯାହାକୁ ନେଇ ସେଠାକାର ଜଣେ ବୟସ୍କ ଲୋକ କହିଛନ୍ତି ଯେ ଏହା ନିଶ୍ଚିତ ଭାବରେ କଳିଯୁଗର ସମାପ୍ତିର ସଙ୍କେତ ଅଟେ । ସେ କହିଛନ୍ତି ଯେ ଯଦି ପ୍ରକୃତି ଅନୁଯାୟୀ କିମ୍ବା ପୋକ କାରଣରୁ ଗଛ ପତ୍ର ଝଡ଼ ଦେଉଥାଏ ତେବେ ତାହା ସାଧାରଣ କଥା । ମାତ୍ର ଗାଁର ଅନ୍ୟ କୌଣସି ଗଛ ସେମିତି ହୋଇନାହିଁ । ଯାହା ବାସ୍ତବରେ ଆଶ୍ଚର୍ଯ୍ୟ ଜନକ ଅଟେ । ଗଛରୁ ପତ୍ର ଝଡ଼ିବା ଅର୍ଥତ ବେଳ ଥାଉ ଥାଉ ଜୀବନ ଚାଲିଯିବା । ଆଜିକା ସମୟରେ ସମାଜରେ ଅନେକ ଅନ୍ୟାୟ ଅନୀତି ଚାଲିଛି । ବଡ଼ ସାନ ର ମହତ୍ତ୍ୱ ନାହିଁ ।

ସାମାନ୍ୟ କଥାରୁ ହଣା କଟା ଭଳି ପରିସ୍ଥିତି ହେଉଛି । ଲୋକେ ଧର୍ମରେ ନୁହେଁ ବରଂ ଅଧର୍ମରେ ଲିପ୍ତ ରହୁଛନ୍ତି । ଗୁରୁଜନଙ୍କୁ ଭକ୍ତି ଏବଂ ସମ୍ମାନ ଦେବା ବଦଳରେ ଅପ-ମା-ନିତ କରୁଛନ୍ତି । ପୁଣି ପୁରୀ ଶ୍ରୀମନ୍ଦିରରେ ଏମିତି କିଛି ଅଘ-ଟଣ ଘଟିଛି ଯାହା ମାଳିକା ବଚନ ସତ ହେବା ଦିଗରେ ଇ-ଙ୍ଗିତ କରୁଛି । ତେଣୁ ବର୍ତ୍ତମାନ ଏହା କୁହାଯାଉଛି ଯେ ମାଳିକାର ସବୁ କଥା ସତ ହେବ ଏବଂ ନିଶ୍ଚୟ ପ୍ର-ଳୟ ଆସିବ । ଏହି କଥା ଶୁଣି ସବୁ ଲୋକଙ୍କ ମନରେ ଭ-ୟ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *