ଇଟାଭାଟିରେ ଚାଲିଗଲା ଗୋଟିଏ ପରିବାରର ଚାରି ଜଣଙ୍କ ଜୀବନ । କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ଯେଉଁ ଇଟାଭାଟିରେ କାମ କରି ପରିବାର ପ୍ରତିପୋଷଣ ହେଉଥିଲା , ସେହି ଇଟାଭାଟି ସେମାନଙ୍କ ପାଇଁ କାଳ ସାଜିଲା । ଆଉ ଯେଉଁ କାରଣରୁ ଗୋଟିଏ ପରିବାରର ଚାରି ଜଣଙ୍କ ଜୀବନ ଚାଲି ଯାଇଛି । ଗୋଟିଏ ପରିବାରର ଏକା ସାଙ୍ଗରେ ଚାରି ଜଣଙ୍କ ମୃ-ତ୍ୟୁ ଦେଖି କାହାରି ମୁହଁକୁ ଦାନା ଟିକକ ଯାଉନି । ଗୋଟିଏ ପରିବାରର ଏକା ସାଙ୍ଗରେ ଚାରି ଜଣଙ୍କ ମୃ-ତ୍ୟୁ କୌଣସି ସାଧାରଣ କଥା ନୁହେଁ ।

କହି ରଖିବୁ ଯେ ଇଟାଭାଟିରେ ଚାରି ଜଣ ଶ୍ରମିକଙ୍କ ମୃ-ତ୍ୟୁ ହୋଇ ଯାଇଛି ଯେଉଁମାନେ କୋରିଆ ଗୋଟିଏ ପରିବାରର ଅଟନ୍ତି । ଶ୍ୱା-ସରୁ-ଦ୍ଧ ହୋଇ ଗୋଟିଏ ପରିବାରର ଚାରି ଜଣଙ୍କ ଜୀବନ ଚାଲି ଯାଇଛି । ପୁଣି ମୃତ-କଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ ଥିବା ମଧ୍ୟ ଜଣା ପଡ଼ିଛି ।

ଇଟା ଭାଟିରେ କାମ କରୁଥିବା ସମୟରେ ହଠାତ ସେମାନଙ୍କର ଶ୍ୱାସରୁଦ୍ଧ ହୋଇଥିଲା । ଏଭଳି ଏକ ଅଭାବନୀୟ ଘଟ-ଣା ଘଟିଛି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥା-ନା ଅନ୍ତର୍ଗତ କମାଳାଙ୍ଗ ବ୍ରାହ୍ମଣୀ ନଦୀ କୂଳରେ ଥିବା ଇଟାଭାଟିରେ । ମୃ-ତକ ଶିଶୁର ଭଉଣୀ କହିଛନ୍ତି ଯେ ସେମାନେ ଗତକାଲି ରାତିରେ ଭାଟିରେ ନିଆଁ ଲଗାଇବା ପରେ ସେହିଠାରେ ହିଁ ଶୋଇ ଯାଇଥିଲେ । ସେମାନଙ୍କୁ ତଳକୁ ଶୋଇବାକୁ ଡାକିଲେ ହେଁ ସେମାନେ ଆସି ନଥିଲେ

ରାତିରେ ହିଁ ସେମାନଙ୍କ ଶ୍ୱା-ସରୁଦ୍ଧ ହେବାରୁ ମୃ-ତ୍ୟୁ ହୋଇ ଯାଇଥିଲା । ସକାଳୁ ପରିବାର ଲୋକେ ସେମାନଙ୍କୁ ମୃ-ତ ପାଇଥିଲେ । ସେ ସେଠାରେ ନନ୍ଦିରାଜ ଜୋର ନିକଟରେ ସେମାନେ ବେଆ-ଇନ ଭାବରେ ଏହି ଇଟାଭାଟି ଚଳାଉ ଥିବା ଜଣା ପଡ଼ିଛି । କଣ୍ଟାବଣିଆ ପୋଲିସ ଖବର ପାଇ ଘଟ-ଣାସ୍ଥଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଛି ।

ସ୍ଥାନୀୟ ଲୋକଙ୍କୁ ପୋ-ଲିସ ବୁଝାସୁଝା କରି ଇଟାଭାଟି ଭିତରକୁ ପ୍ରବେଶ କରିଥିଲେ । ତେବେ ସୂଚନା ମିଳିଛି ଯେ ଚାରି ମୃ-ତକ ଗୋଟିଏ ପରିବାରର ଏବଂ ସେମାନଙ୍କ ବାସ୍ତବ ଘର ଛତିଶଗଡ଼ରେ ହୋଇଥିବା ଜଣା ପଡ଼ିଛି । ସେମାନେ ଛତିଶଗଡ଼ରୁ ଢେଙ୍କାନାଳ ଆସି ଏହି ଇଟାଭାଟିରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ମୃ-ତକ ହେଲେ ମେଘନାଦ ଭୋଇ ବୟସ ୫୦ ବର୍ଷ , ନିରା ଭୋଇ ବୟସ ୪୫ ବର୍ଷ , ଶିବଦାସ ଭୋଇ ବୟସ ୪୫ ବର୍ଷ ଏବଂ ଜଣେ ନାବାଳକ ପୁଅ ଯାହାର ବୟସ ମାତ୍ର ୭ ବର୍ଷ ।

ଏହି ଚାରି ଜଣକ ଜୀବନ ବର୍ତ୍ତମାନ ଇଟାଭାଟିରେ ଚାଲି ଯାଇଛି । ଏଭଳି ଘ-ଟଣା ପୂର୍ବରୁ ଗତ ଡିସେମ୍ବର ୧୫ ତାରିଖରେ ମାନପୁର ଠାରେ ଥିବା ଏକ ଇଟାଭାଟିରେ ଶ୍ୱା-ସରୁ-ଦ୍ଧ ଯୋଗୁଁ ଦୁଇ ଜଣଙ୍କ ଜୀବନ ଯାଇଥିଲା । ଆଉ ଆଜି ପୁଣିଥରେ ସେହି କାରଣରୁ ଚାରି ଜଣଙ୍କ ଜୀବନ ଚାଲି ଯାଇଛି ।

Leave a Reply

Your email address will not be published. Required fields are marked *