ସ୍ୱାମୀର ମୃ-ତ ଶରୀର ପାଖରେ ବସି ପ୍ରେମିକ ସହିତ ରୋ-ମାନ୍ସ କରୁଥିଲା ସ୍ତ୍ରୀ । ଆଉ ପୋ-ଲିସ ପହଞ୍ଚି ………

ବିବାହକୁ ୧୪ ବର୍ଷ ବିତିଯାଇଛି । ଘରେ ସାତ ବର୍ଷର ଝିଅ ଏବଂ ପାଞ୍ଚ ବର୍ଷର ପୁଅ ମଧ୍ୟ ଅଛି । ତଥାପି ପ୍ରେମରେ ପାଗଳ ହୋଇ ମହିଳା ନିଜ ପ୍ରେମିକ ସହିତ ମିଶି ସ୍ୱାମୀକୁ ମା-ରି ଘର ଭିତରେ ହିଁ ମାଟି ତଳେ ପୋତି ଦେଇଛି । ଯେଉଁ ଘର ମାଟି ତଳେ ସ୍ୱାମୀକୁ ପୋତି ଥିଲା , ସେହି ଘରେ ହିଁ ପ୍ରେମିକ ସହିତ ରୋ-ମାନ୍ସ କରୁଥିଲା । ନୟାଗଡ଼ ଓଡ଼ଗାଁ ହ-ତ୍ୟା ଘଟ-ଣାର ଏମିତି ଏକ ଚାଞ୍ଚଲ୍ୟକର ମାମ-ଲାର ପୋ-ଲିସ ଖୁଲାସା କରିଛି । ପ୍ରେମିକ ସହିତ ମିଶି ସ୍ୱାମୀକୁ ମା-ରି ସ୍ତ୍ରୀ ଜଣକ ଘର ଭିତରେ ପୋତି ଦେଇଥିଲା । ଘଟ-ଣାର ୧୦ ଦିନ ପରେ ପୋ-ଲିସ ଗାଁରେ ପହଞ୍ଚି , ଅଭି-ଯୁକ୍ତ ସ୍ତ୍ରୀ ଏବଂ ତାର ମା’କୁ ଉଠାଇ ନେଇଥିବା ବେଳେ ଅଭି-ଯୁକ୍ତ ପ୍ରେମିକ ଫେ-ରାର ହେବାକୁ ଚେଷ୍ଟା କରୁଥିଲା ।

ଠିକ ସେତିକି ବେଳେ ଅଭି-ଯୁକ୍ତ ପ୍ରେମିକ ପୋ-ଲିସ କବଜାରେ ପଡ଼ି ଯାଇଥିଲା । ପୋ-ଲିସ , ତହସିଲଦାର , ସାଇନଟିଫିକ ଟିମ ଘଟ-ଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି । ସ୍ୱାମୀକୁ ମା-ରି ଘର ଭିତରେ ପୋତି ଦେଇଥିବା ସବୁ ସତ କଥା ପୋ-ଲିସ ଆଗରେ ମାନିଛି ଅଭି-ଯୁକ୍ତ ସ୍ତ୍ରୀ ।

ସ୍ତ୍ରୀ ଜ୍ୟୋତ୍ସ୍ନା ରାଣୀ ନାୟକ ସ୍ୱାମୀକୁ କିଭଳି ମା-ରିଥିଲା ଏବଂ ତାକୁ କିଏ ସାହାଯ୍ୟ କରିଥିଲା , କାହିଁକି ମା-ରିଥିଲା ଏବଂ ମା-ରିବା ପରେ କେଉଁଠି ପୋତିଛି ସେସବୁକିଛିକୁ ପୋ-ଲିସ ଆଗରେ ବଖାଣିଛି । ମହିଳା ଜଣଙ୍କୁ ପଚରା ଉଚୁରା ପରେ ସେ କିପରି ହ-ତ୍ୟା କରିଥିଲେ ତାହାର ଡେମୋ ଦେଖାଇଛି ।

ଏହିସବୁ ଘ-ଟଣା ପରେ ଲୋକେ କହୁଛନ୍ତି ଯେ ଯେଉଁ ଘରେ ସ୍ୱାମୀକୁ ହ-ତ୍ୟା କରି ପୋତିଥିଲା ସେହି ମାଟି ଉପରେ କୁଆଡ଼େ ସ୍ତ୍ରୀ ପ୍ରେମିକ ସହିତ ରୋ-ମାନ୍ସ କରୁଛି । ତେବେ ଏଭଳି ଖବର ମଧ୍ୟ ଶୁଣିବାକୁ ମିଳିଛି ଯେ ସ୍ତ୍ରୀର ଅନ୍ୟ ପୁରୁଷ ସହିତ ସମ୍ପର୍କ ଥିବା ଜାଣିବା ପରେ ହିଁ ସ୍ତ୍ରୀ ପ୍ରେମିକ ସହିତ ମିଶି ସ୍ୱାମୀକୁ ହ-ତ୍ୟା କରିବାକୁ ଯୋଜନା କରିଥିଲା । ଆଉ ଯେଉଁ ଜିନିଷ ଦ୍ୱାରା ଘରର କାମ ହୁଏ , ହେମଦସ୍ତା ଦ୍ୱାରା ସ୍ୱାମୀକୁ ମା-ରି ହ-ତ୍ୟା କରିଥିବା ଶୁଣିବାକୁ ମିଳୁଛି । ତେବେ ବର୍ତ୍ତମାନ ପୋ-ଲିସ ଏହି ମାମ-ଲାରେ ତିନି ଜଣଙ୍କୁ ଗି-ରଫ କରିବା ସହିତ ମାମ-ଲାର ତ-ଦନ୍ତ ଆରମ୍ଭ କରିଛି । ଏପଟେ ସ୍ୱାମୀକୁ ପୋତିଥିବା ସ୍ଥାନକୁ ଖୋଳାଯାଇ ସ୍ୱାମୀର ମୃ-ତ ଦେହକୁ ବାହାର କରାଯାଇଛି । ଏହି ଘ-ଟଣା ଘଟିବା ପରେ ପୁରା ଅଞ୍ଚଳରେ ଚର୍ଚ୍ଚା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *