ଓଲିଉଡ ଅଭିନେତା ରାଇମୋହନଙ୍କ ନିଧ-ନରେ କହିଲେ ଅଭିନେତ୍ରୀ ରାଣୀ ସାହୁ । ” ତାଙ୍କ ପାଦ ମାଟି ତଳେ ଲାଗିଛି , ତାଙ୍କୁ କିଏ ମା-ରି ଟଙ୍ଗେଇ ଦେଇଛି “

ଆପଣ ମାନେ ଜାଣିଥିବେ ଯେ ଗତକାଲି ଓଲିଉଡର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ପ୍ରାଚୀ ବିହାରର ନିଜ ଘରୁ ଝୁ-ଲନ୍ତା ମୃ-ତ ଦେହ ମିଳିଥିଲା । ଆଉ ଏହି ଖବର ଗତକାଲି ଠାରୁ ସାରା ଦେଶରେ ଶୋକର ବାତାବରଣ ଖେଳେଇ ଦେଇଛି । ସମଗ୍ର ଓଲିଉଡ ଇଣ୍ଡଷ୍ଟ୍ରି କେବେ ଗ୍ରହଣ କରି ପାରି ନାହିଁ ଯେ ଏତେ ହସଖୁସିରେ ଜୀବନ ବଞ୍ଚୁଥିବା ଲୋକ କିପରି ଏତେ ବଡ଼ ପଦକ୍ଷେପ ନେଇ ପାରିଲେ । ତେଣୁ ନିଜ ନିଜ ସ-ନ୍ଦେ-ହ ବ୍ୟକ୍ତ କରି ଓଲିଉଡ ଅଭିନେତା ଏବଂ ଅଭିନେତ୍ରୀ ମାନେ ରାଇମୋହନଙ୍କ ବିଷୟରେ ଅନେକ କିଛି କହିଛନ୍ତି ।

ମାତ୍ର ଗତକାଲି ଅଭିନେତ୍ରୀ ରାଣୀ ସାହୁ ମଧ୍ୟ ଏକ ଏପରି କଥା କହିଛନ୍ତି ଯାହା ଆପଣ ମଧ୍ୟ ସ-ନ୍ଦେହ କରିବେ । ସମସ୍ତେ ଜାଣିଛନ୍ତି ଯେ ରାଇମୋହନ କେଉଁ ପ୍ରକାର ବ୍ୟକ୍ତିତ୍ୱର ଥିଲେ । ସେ କେବେବି ଏତେ ବଡ଼ ପଦକ୍ଷେପ ନେବା ଆଗରୁ ଅନେକ ଭାବିଥିବେ । ଏମିତିରେ ଅନ୍ୟ ମାନଙ୍କୁ ବଞ୍ଚିବାକୁ ଶିଖାଉ ଥିବା ବ୍ୟକ୍ତି ନିଜେ କିପରି ବଞ୍ଚିବାକୁ ବା ଇଚ୍ଛା କରିବେନି । ତେବେ ତାଙ୍କ ମୃ-ତ୍ୟୁ ପରେ ଆ-ତ୍ମହ-ତ୍ୟା କରିବାର ଯେଉଁ ଫୋଟ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ତାହାକୁ ନେଇ ଅଭିନେତ୍ରୀ ରାଣୀ ସାହୁ ସ-ନ୍ଦେ-ହ ପ୍ରକାଶ କରିଛନ୍ତି ।

ରାଣୀ ସାହୁଙ୍କ କହିବା ଅନୁଯାୟୀ ସେହି ଫୋଟରେ ରାଇମୋହନଙ୍କ ସୁଲଭ ପାଦ ତଳେ ଲାଗିଛି । ତେବେ ଏପରି କିପରି ହୋଇପାରେ ଯେ ମାଟିରେ ପାଦ ଲାଗିବା ସତ୍ତ୍ୱେ ବି ଜଣଙ୍କର ଏତେ ସହଜରେ ମୃ-ତ୍ୟୁ ହୋଇ ଯାଉଛି । ଯାହା ବାସ୍ତବରେ ସ-ନ୍ଦେ-ଜ ଜ-ନକ ଅଟେ । ରାଣୀ ସାହୁଙ୍କ ଅନୁଯାୟୀ ” ତାଙ୍କ ପାଦ ମାଟି ତଳେ ଲାଗିଛି , ତାଙ୍କୁ କିଏ ମା-ରି ଟଙ୍ଗେଇ ଦେଇଛି ” । ତାଙ୍କ କହିବା ବି ସ୍ୱାଭାବିକ କାରଣ ଭାଇରଲ ହୋଇଥିବା ଫୋଟରୁ ଏହାହିଁ ପ୍ରତୀତ ହେଉଛି । ଯାହା କାହାକୁବି ସ-ନ୍ଦେ-ହ ପକାଇ ଦେବ ।

ଏହାକୁ ରାଣୀ ସାହୁ ସୋସିଆଲ ମିଡିଆରେ ବ୍ୟକ୍ତ କରିଛନ୍ତି ଏବଂ ଏହି ମାମଲା ଉପରେ ଯଥାଶୀଘ୍ର ତ-ଦ-ନ୍ତ କରି ସତ୍ୟତାକୁ ବାହାର କରିବାକୁ ଦାବି କରିଛନ୍ତି । ସିବିଆଇ ତ-ଦ-ନ୍ତ କରିବାକୁ ମଧ୍ୟ ଦାବି କରିବା ସହିତ ଅଭିନେତ୍ରୀ ରାଇମୋହନଙ୍କ ନିଧ-ନରେ ଖୁବ ଦୁଃ-ଖ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *