ଚାକିରୀରୁ ବାହାର କରିବାରୁ ଜେସିବି ଲଗାଇ ମାଲିକଙ୍କ ଘର ଭା-ଙ୍ଗିଦେଲେ କର୍ମଚାରୀ , ଭାଇରଲ ହେଲା ଭିଡ଼ିଓ :-

ଏପରି କିଛି ଘ-ଟଣା ଆଜିକାଲି ଭାଇରଲ ହେଉଛି ଯାହା ଶୁଣିବା ପରେ ଖୁବ ଆଶ୍ଚର୍ଯ୍ୟ ଲାଗୁଛି । ଚାକିରୀ ଚାଲିଗଲେ କେବେ କେହି ପ୍ରତି-ଶୋଧ ନେବାପାଇଁ ଘର ଭା-ଙ୍ଗିବା ଭଳି କାର୍ଯ୍ୟ କରି ପାରନ୍ତି କି ? କିନ୍ତୁ କାନାଡ଼ାର ଜଣେ ବ୍ୟକ୍ତି ଠିକ ଏହିପରି କରିଛନ୍ତି । ଚାକିରୀରୁ ବିଦା ହେବାପରେ ଜେସିବି ଲଗାଇ ନିଜ ମାଲିକଙ୍କ ଘରକୁ ଭା-ଙ୍ଗି ଦେଇଛି । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତେବେ ସମ୍ପୂର୍ଣ୍ଣ ଘ-ଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘ-ଟଣା କାନାଡ଼ା କାଲଗେରିର ଅଟେ । ଯେଉଁଠି ଜଣେ କର୍ମଚାରୀ ଚାକିରୀରୁ ବିଦା ହେବାପରେ ନିଜ ମାଲିକର ହ୍ରଦ କୂଳରେ ଥିବା ଏକ ସୁନ୍ଦର ଘରକୁ ଜେସିବି ଯୋଗେ ଭା-ଙ୍ଗି ଦେଇଛି । ଗୋଟିଏ ଘର ତିଆରି କରିବାକୁ ଯେ ଯେତେ ପରିଶ୍ରମ ସେତେ ସମୟ ମଧ୍ୟ ଲାଗିଥାଏ । କିନ୍ତୁ ବ୍ୟକ୍ତି ଜଣକଙ୍କର କ୍ରୋଧ ଏତେ ସୀମା ଟପି ଯାଇଛି ଯେ ସେ ନିଜ ମଳିକାର ପୁରା ଘରକୁ ଭା-ଙ୍ଗିବାକୁ ମଧ୍ୟ ପଛାଇ ନାହିଁ । ଯାହାର ଭିଡ଼ିଓକୁ ଡନ ଟାପସ୍କଟ ନାମକ ଜଣେ ୟୁଜର ନିଜ ଟ୍ୱିଟରରେ ସେୟାର କରିଛନ୍ତି ।

ଏହି ଭିଡ଼ିଓ ସୋସିଆଲ ମିଡିଆରେ ସେୟାର ହେବାପରେ ୨ ଲକ୍ଷ ୭୪ ହଜାର ରୁ ଅଧିକ ଲୋକ ଦେଖିଛନ୍ତି ଏବଂ ୫ ହଜାର ରୁ ଅଧିକ ଲୋକ ଲାଇକ ମଧ୍ୟ କରିଛନ୍ତି । ଏହି ଭିଡ଼ିଓ ଉପରେ ୬୦୦ ରୁ ଅଧିକ ରିଟ୍ୱିଟ କରାଯାଇଛି । ତେବେ ଉକ୍ତ କର୍ମଚାରୀଙ୍କ ବୟସ ୫୯ ବର୍ଷ ଥିବା ଜଣା ପଡ଼ିଛି । ବାସ୍ତବରେ ସେ ଦରମା ପାଇଁ ଅସନ୍ତୁଷ୍ଟ ଥିଲେ । ଯେଉଁ କାରଣରୁ ସେ ଚାକିରୀରୁ ବି-ଦା ହୋଇଥିଲେ । ଚାକିରୀରୁ ବିଦା ହେବାପରେ ସେ ଏହି କା-ଣ୍ଡ ଘଟା-ଇଛନ୍ତି ।

ଏହି ଭାଇରଲ ଭିଡ଼ିଓ ଉପରେ ଅନେକ ୟୁଜର କମେଣ୍ଟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ‘ ଆମେ ଏବେ ମାନ-ସିକ ସ୍ୱାସ୍ଥ୍ୟ ସଙ୍କ-ଟରେ ଅଛୁ , ସେନେଇ ଅଧିକ କଥା କହି ପାରିବି ନାହିଁ । ଏହା କୌଣସି ସାଧାରଣ ବ୍ୟବହାର ନୁହେଁ । ‘ ପୁଣି ଅନ୍ୟ ଜଣେ ୟୁଜର କହିଛନ୍ତି ଯେ ‘ କର୍ମଚାରୀଙ୍କୁ ଭଲ ଦରମାରେ ରଖିବା ଆବଶ୍ୟକ ଥିଲା । ‘ କିନ୍ତୁ ଏଠାରେ ଭାବିବା ଉଚିତ ନୁହେଁ ଏପରି ଛୋଟ ଛୋଟ ସମସ୍ୟା ପାଇଁ କଣ କାହାର ଘର ଭା-ଙ୍ଗିଦେବା ଉଚିତ କି ? ତେବେ ଏହି ମାମ-ଲା ପରେ ପୋ-ଲିସ ଅଭି-ଯୁକ୍ତ କର୍ମଚାରୀଙ୍କୁ ଗି-ରଫ କରିଛି ।

Leave a Reply

Your email address will not be published. Required fields are marked *