ଗୁରୁ ଶିଷ୍ୟ ସମ୍ପର୍କରେ କ-ଳଙ୍କ । ଭ-ୟ ଦେଖାଇ ଛାତ୍ରୀଙ୍କ ସହ ଶିକ୍ଷକ କରୁଥିଲେ ଏଭଳି କାମ

ଆଜିକା ଦିନରେ ଗୁରୁ ଶିଷ୍ୟ ମଧ୍ୟରେ ସମ୍ପର୍କ ଆଉ ପୂର୍ବ ଭଳି ନାହିଁ । ବର୍ତ୍ତମାନ ଏପରି ଅନେକ ଘ-ଟଣା ଘ-ଟୁଛି ଯାହାକି ଗୁରୁ ଶିଷ୍ୟ ମଧ୍ୟରେ ଥିବା ସମ୍ପ-ର୍କକୁ କଳ-ଙ୍କିତ କରୁଛି । ଆଜିକାଲି ଶିଷ୍ୟ ମାନଙ୍କ ମନରେ ଗୁରୁଙ୍କ ପ୍ରତି ସେହି ଭକ୍ତି ନାହିଁ କିମ୍ବା ଗୁରୁ ମାନଙ୍କର ମଧ୍ୟ ଶିଷ୍ୟ ମାନଙ୍କ ପ୍ରତି ସେହି ସ୍ନେହ ନାହିଁ । ବର୍ତ୍ତମାନ ସମୟରେ ଲୋକ ଲୋଚନକୁ ଏପରି ଏକ ଘ-ଟଣା ଆସିଛି ଯାହା ଶୁଣିଲେ ଆପଣବି ହୃଦୟଙ୍ଗମ କରି ପାରିବେ ଯେ ବର୍ତ୍ତମାନ ସମୟରେ ଗୁରୁ ଶିଷ୍ୟ ଙ୍କ ସମ୍ପ-ର୍କ କେଉଁ ମୋଡ଼ରେ ରହିଛି । ତେବେ ଚାଲନ୍ତୁ ସମ୍ପୂର୍ଣ୍ଣ ଘ-ଟଣା ଉପରେ ନଜର ପକାଇବା ।

ସୂଚନା ଅନୁଯାୟୀ ଜଣେ କଲେଜ ଅଧ୍ୟାପକଙ୍କ ଉପରେ ନିଜ ଛାତ୍ରୀଙ୍କୁ ଦୁ-ଷ୍କର୍ମ ଏବଂ ଯୌ-ନ ନିର୍ଯା-ତନା ଦେଉଥିବାର ଅଭି-ଯୋଗ ହୋଇଛି । ତେବେ ଅଧ୍ୟାପକ ଜଣକ ଭ-ୟ ଦେଖାଇ ଛାତ୍ରୀଙ୍କୁ ଅନେକ ଦିନ ହେବ ଦୁ-ଷ୍କର୍ମ କରୁଥିବା ଶୁଣିବାକୁ ମିଳିଛି । କିନ୍ତୁ ଏନେଇ କଲେଜ କର୍ତ୍ତୃପକ୍ଷ ପୋଲି-ସକୁ ଜଣାଇବା ପରିବର୍ତ୍ତେ ଘଟ-ଣାକୁ ଦବାଇ ଦେବାକୁ ଚେଷ୍ଟା କରିଥିଲେ । ମାତ୍ର ଉଚ୍ଚ ଶିକ୍ଷା ବିଭାଗର ଗୋଟିଏ ଚିଠି ଏହି ଘଟ-ଣାକୁ ସର୍ବସମ୍ମୁଖକୁ ଆଣିଛି । ସୂଚନା ଅନୁଯାୟୀ ଏହି ଘଟ-ଣା ଭୁବନେଶ୍ୱର ନହରକଣ୍ଟା ସ୍ଥିତ ଜୟଦେବ କଲେଜ ଅଫ ଏଜୁକେସନ ଆଣ୍ଡ ଟେକନୋଲଜିର ଅଟେ ।

ସେହି କଲେଜର +୩ ଛାତ୍ରୀଙ୍କୁ ଉକ୍ତ କଲେଜର ଏନସିସି ଅଧ୍ୟାପକ ପ୍ରେମ ନିବେଦନ କରି ଆସୁଥିଲେ । ମାତ୍ର ଛାତ୍ରୀ ଜଣକ ସିଧାସଳଖ ମନା କରି ଦେଇଥିଲେ । କିନ୍ତୁ ତଥାପି ଅଧ୍ୟାପକ ଜଣକ ସେପରି କରି ଆସୁଥିଲେ । ଆଉ ଶେଷରେ ଛାତ୍ରୀଙ୍କୁ ଭ-ୟ ଦେଖାଇ ତାଙ୍କ ସହିତ ଏକ ମାସ ହେବ ଦୁ-ଷ୍କର୍ମ କରି ଆସୁଥିଲେ । ଏପରିକି ଯୌ-ନ ନିର୍ଯା-ତନା ମଧ୍ୟ ଦେଉଥିଲେ । ତେବେ ଛାତ୍ରୀ ଜଣକ ମଧ୍ୟ ଏନସିସି ଛାତ୍ରୀ ଅଟନ୍ତି । ଏହି ମାମଲା ପରେ କଲେଜର ଆଭ୍ୟନ୍ତରୀଣ ଅଭି-ଯୋଗ କମିଟି ଗଠନ କରାଯାଇ ଥିଲେ ହେଁ କୌଣସି କା-ର୍ଯ୍ୟାନୁ-ଷ୍ଠାନ ନିଆଯିବା ପରିବର୍ତ୍ତେ ମାମ-ଲାକୁ ଦବାଇ ଦେବାକୁ ପ୍ରଚେଷ୍ଟା କରାଯାଇଥିଲା ।

କିନ୍ତୁ ଉଚ୍ଚ ଗଣଶିକ୍ଷା ବିଭାଗର ଗୋଟିଏ ଚିଠି ପରଠାରୁ ଏହି ମାମ-ଲା ପୁଣିଥରେ ଲୋକ ଲୋଚନକୁ ଆସିଛି । ଯାହାଦ୍ୱାରା ଲୋକେ ଉତ୍ତେଜିତ ହୋଇଛନ୍ତି ଏବଂ ଉକ୍ତ ଅଧ୍ୟାପକକୁ ଦ-ଣ୍ଡ ଦେବାକୁ ଦାବି କରିଛନ୍ତି । ତେବେ ମାମ-ଲା ଜଣା ପଡ଼ିବା କାରଣରୁ ହୁଏତ ବର୍ତ୍ତମାନ ଅଭି-ଯୁକ୍ତ ଅଧ୍ୟାପକଙ୍କ ସୁଲଭ ବିରୋ-ଧରେ କାର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *