ଆଉ ଚୁପ୍ ରହିବେ ନାହିଁ ଅର୍ଚ୍ଚନା , ଜେ-ରା ସମୟରେ ସବୁ ସତ କଥା କହିଦେବେ ଅର୍ଚ୍ଚନା , ଏଥର ଫ-ସିବେ ବଡ ବଡିଆ

କୋଟି କୋଟି ସମ୍ପତ୍ତିର ମାଲିକାଣୀ ଆଉ ମଜା ମଜଲିସ ର ଜୀବନ ଆଉ ବଞ୍ଚି ପାରୁ ନାହାନ୍ତି ଅର୍ଚ୍ଚନା । ଏବେ ଜେ-ଲ ପଛରେ ନିଜ ଦିନ କା-ଟୁଛନ୍ତି । ନା ମିଳୁଛି କୋଟି କୋଟି ଟଙ୍କା ନା ମିଳୁଛି ସବୁଦିନ ସେଇ ନୂଆ ନୂଆ ପୁରୁଷ ଶରୀର । ଏବେ କେବଳ ତାଙ୍କ ପାଖରେ କା-ନ୍ଦିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ । ଆଖିରୁ ଲୁହ ଗଡ଼ାଇ ସେ ନିଜ କଲା କ-ର୍ମ ଗୁଡ଼ିକୁ ମନେ ପକାଉଛନ୍ତି । ଆଉ ଭାବୁଛନ୍ତି କାହିଁକି ଏମିତି କଲେ ।

ତେବେ ଏହାରି ମଧ୍ୟରେ ଆପଣ ତାଙ୍କର କଳା କାର-ନାମା ଗୁଡ଼ିକୁ ଜାଣି ସାରିଥିବେ । ପଇସା ଲୋ-ଭରେ ମଣିଷ କିପରି ନିଜର ସର୍ବସ୍ବ ହରାଇ ବସେ , ଏହା ହେଉଛି ତାର ସ୍ପଷ୍ଟ ଉଦାହରଣ । ଟିକିଏ ସମୟର ସୁଖ ଆଜି ଅର୍ଚ୍ଚନାଙ୍କୁ ଜେ-ଲ ପଛକୁ ନେଇଗଲା ଆଉ ରାଣୀରୁ କରିଦେଲା ରାସ୍ତାର ଭିକାରୀ । ତେବେ ଦେଖିବାକୁ ବାକି ରହିଲା ଆଗକୁ ଅର୍ଚ୍ଚନା କେଉଁ ବଡ ବଡିଆଙ୍କ ନାମ କହୁଛନ୍ତି ।

ଅନ୍ୟ ପକ୍ଷରେ ଏହା ଶୁଣିବାକୁ ମିଳୁଛି କି , ରାତି ଦିନ ଅର୍ଚ୍ଚନା କା-ନ୍ଦି କା-ନ୍ଦି ଦିନ କା-ଟୁଛନ୍ତି ଆଉ କଣ କରିବେ ଜାଣି ପାରୁ ନାହାଁନ୍ତି । ସେ ପାଗଳ ହୋଇ ଯାଉଛନ୍ତି । ତେବେ ବର୍ତ୍ତମାନର ପରିସ୍ଥିତି ଦେଖି ଯାହା ଅନୁମାନ କରାଯାଉଛି କି , ଅର୍ଚ୍ଚନା ଆଉ ଚୁପ୍ ବସିବେ ନାହିଁ । ନିଜର ଭୁଲ ଅଛି ବୋଲି ସେ ସ୍ୱୀକାର କରି ନେବେ । ଆଉ ଏଥର ସେ ଜେ-ରା ସମୟରେ ସବୁ କଥା କହିଦେବେ । ଏଥର ପୋ-ଲିସ ଜା-ଲରେ ଧ-ରା ପଡିବେ ବଡ ବଡିଆ ।

ଏଥର କାହାର ଭୁଲ ଅଛି ବୋଲି ଧ-ରା ପଡ଼ିଯିବ । ଆଉ ଦୁନିଆଁ ଦେଖିବ କିଏ ସେହି ମାନେ ଯେଉଁମାନେ ଅର୍ଚ୍ଚନାଙ୍କୁ କୋଟି କୋଟି ଟଙ୍କାର ମାଲିକାଣୀ କରାଇ ଦେଲେ । ଏଥର ଖଣ୍ଡଗିରି ପୋ-ଲିସ ଆଗରେ ଅର୍ଚ୍ଚନା ବଖାଣିବେ ନିଜର କଳା ଟଙ୍କା ପଛର କାହାଣୀ । ଏହା ବ୍ୟତୀତ ପୋ-ଲିସ ଅର୍ଚ୍ଚନାଙ୍କ ଲାପଟପ୍ ଆଉ ଫୋନରୁ ଜ-ବତ କରିଥିବା ଭିଡିଓ ବ୍ୟତୀତ ଆଉ କେଉଁଠି ଅର୍ଚ୍ଚନା ଭିଡିଓ ଲୁ-ଚାଇ ରଖିଛନ୍ତି , ତାହା ମଧ୍ୟ କହି ଦେବେ ବୋଲି ଜଣା ପଡୁଛି ।

Leave a Reply

Your email address will not be published. Required fields are marked *