ଗ-ଞ୍ଜେ-ଇ ଖାଇ ଜିମ ଯାଆନ୍ତି ବାବୁଶାନ, ସାରା ଦିନ ନି-ଶାରେ ବୁଡି ରୁହନ୍ତି। ଦେଖନ୍ତୁ ଆଉ କଣ କହିଲେ ପତ୍ନୀ ତୃପ୍ତି ମହାନ୍ତି।

କଳାକାର ମାନେ ନିଜ କଳା ମାଧ୍ୟମରେ ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରନ୍ତି ଏବଂ ନିଜ କଳା ଓ ଦକ୍ଷତା ଦେଖାଇ ଲୋକ ମାନଙ୍କ ପ୍ରିୟ ସାଜିଥାନ୍ତି। ଦିନ ଥିଲା ଓଡ଼ିଆ ଇଣ୍ଡଷ୍ଟ୍ରି ଖୁବ ନାମ କମାଉଥିଲା। ଏହି ଇଣ୍ଡଷ୍ଟ୍ରିରେ ଅନେକ ବଡ଼ ବଡ଼ କଳାକାର ନିଜର ଅଭିନୟ ଲୋକଙ୍କ ସମ୍ମୁଖକୁ ଆଣି ସୁନାମ ଅର୍ଜନ କରିଥିଲେ। କିନ୍ତୁ ବର୍ତ୍ତମାନ ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରିର କଳାକାର ମାନେ ବାଦ ବିବା-ଦରେ ବୁଡି ରହୁଛନ୍ତି। ପ୍ରଥମେ ଅନୁଭବ ଓ ବର୍ଷାଙ୍କୁ ନେଇ ପାରିବାରିକ ବି-ବା-ଦ ଅନେକ ଦିନ ଧରି ଲାଗି ରହିଲା। ବର୍ତ୍ତମାନ ବାବୁଶାନ ଓ ତାଙ୍କ ପାରିବାରିକ ଜୀବନକୁ ନେଇ ଉଠିଥିବା ପାରିବାରିକ ଅଶାନ୍ତି ସାମ୍ନାକୁ ଆସିଛି।

ବଡ ଘର ବଡ ଗୁମର କଥା । ସୋସିଆଲ ମିଡିଆରେ ଘୁରିବୁଲିଛି ଅଭିନେତା ବାବୁଶାନ, ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ମହାନ୍ତିଙ୍କ ମୁହାଁମୁହିଁର ଭିଡିଓ । ଆଉ ଷ୍ଟାର ଦମ୍ପତିଙ୍କ ଏହି ଭିଡିଓଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃ୍ଷ୍ଟି ହୋଇଛି। ଭୁବନେଶ୍ୱର ସତ୍ୟନଗରରେ ବାବୁଶାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବାବେଳେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଧରି ପକେଇଥିଲେ। ଏହାପରେ ଯାହା ଘ-ଟିଥିଲା ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବାବୁଶାନଙ୍କୁ ନେଇ ଖୁବ ଚର୍ଚ୍ଚା ଧରିଛି। ବାବୁଶାନ ସହ ଜଡିତ ଅନେକ ଖବର ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି। ତେବେ ବର୍ତ୍ତମାନ ସମୟରେ ବାବୁଶାନଙ୍କ ନି-ଶାଶ-କ୍ତ ଅବସ୍ଥାକୁ ନେଇ ଚର୍ଚ୍ଚା ଜୋରରେ ଧରିଛି। ସେ କେତେବେଳେ ଓ କେଉଁ ସମୟରେ ଅଧିକ ନି-ଶାରେ ରହୁଥିଲେ ଏବଂ କେଉଁ କେଉଁ ସବୁ ନି-ଶା ଦ୍ର-ବ୍ୟ ସେବନ କରୁଥିଲେ ତାହା ମଧ୍ୟ ସାମ୍ନାକୁ ଆସିଛି।

ବାବୁଶାନ ଙ୍କ ପତ୍ନୀ ତୃପ୍ତି ମହାନ୍ତି ଯିଏକି ବାବୁଶାନ ଙ୍କ ପିଲାବେଳର ସାଥି ଅଟନ୍ତି। ଛୋଟାବେଳୁ ହିଁ ଦୁହେଁ ପରସ୍ପରକୁ ଭଲ ପାଇ ଆସୁଥିଲେ ଏବଂ ପରବର୍ତ୍ତୀ ସମୟରେ ବିବାହ ମଧ୍ୟ କଲେ। କିନ୍ତୁ ଆଜି ସେହି ବୈବାହିକ ଜୀବନରେ ଝଡ଼ ଆସିଛି। ବାବୁଶାନ ଦିନର ଅଧିକାଂଶ ସମୟ ନି-ଶାରେ ବୁଡି ରୁହନ୍ତି ବୋଲି କହିଛନ୍ତି।

ବାବୁଶାନ ଯେତେବେଳେ ଜିମ ଯିବା ଆରମ୍ଭ କଲେ ସେତେବେଳେ ସେ ନି-ଶା ଦ୍ରବ୍ୟ ସେ-ବନ କରିବା ମଧ୍ୟ ଆରମ୍ଭ କରିଦେଲେ। ବିଶେଷ କରି ଜିମ ଯିବା ପୂର୍ବରୁ ସେ ଗ-ଞ୍ଜେ-ଇ ନି-ଶା ଦ୍ରବ୍ୟ ସେବନ କରି ଜିମ କରନ୍ତି। କେବଳ ସେତିକି ନୁହେଁ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମ-ଦ ସହ ବ୍ରାଉ-ନସୁ-ଗାର ଭଳି ନି-ଶା ଦ୍ରବ୍ୟ ମଧ୍ୟ ନେଉଥିଲେ। ରାତି ସାରା ନି-ଶା କରି ସକାଳ ୧୧ ଟା ସମୟରେ ନିଦରୁ ଉଠୁଥିଲେ। ନିଦରୁ ଉଥିବା ପରେ ପୁଣି ନି-ଶା ଦ୍ରବ୍ୟ ସେବନ କରୁଥିଲେ। ତେବେ ସେ ନି-ଶା ଦ୍ରବ୍ୟ ଅଧିକ ମାତ୍ରାରେ ସେବନ କରିବା ସେବେ ଆରମ୍ଭ କଲେ ଯେତେବେଳେ ସେ ପ୍ରକୃତିଙ୍କ ସହ ମିଳାମିଶା ଆରମ୍ଭ କଲେ ବୋଲି ତୃପ୍ତି ମହାନ୍ତି କହିଛନ୍ତି।

Leave a Reply

Your email address will not be published. Required fields are marked *