ର-କ୍ଷକ ସାଜିଲା ଭ-କ୍ଷକ:- ଡେଲି-ଭରି ସମୟରେ ଗର୍ଭ-ବତୀ ମହିଳାଙ୍କୁ ଦୁଷ୍କ-ର୍ମ କଲା ଡାକ୍ତର, ସିସିଟିଭି କ୍ୟାମେରାରେ କ-ଏଦ ହେଲା ସମସ୍ତ ଦୃଶ୍ୟ। ଦେଖନ୍ତୁ ଏହି ଭିଡ଼ିଓ।

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ନିଜର ହସକୁ ରୋକି ପାରନ୍ତି ନାହିଁ ସେହିଭଳି ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତର ଭ-କ୍ଷକ ସାଜିବାର ଭିଡ଼ିଓ ଭାଇରାଲ ହେଉଛି।

ଯେତେବେଳେ କୌଣସି ବ୍ୟକ୍ତି ରୋଗରେ ପଡେ ତେବେ ସେ ତା’ର ଚିକିତ୍ସା ପାଇଁ ହସ୍ପିଟାଲ କୁ ଯାଇଥାଏ। ହେଲେ ଯଦି ର-କ୍ଷକ ଭ-କ୍ଷକ ସାଜିବେ ତେବେ ଏହାର ପରିଣାମ କଣ ହେବ କେବେ ଆପଣ ଅନୁମାନ କରିଛନ୍ତି। ଯଦି ଆପଣ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ଆପଣଙ୍କ ଅସୁସ୍ଥତାର ସୁଯୋଗ ନେଇ ଯଦି ଆପଣଙ୍କ ସହ ଦୁର୍ବ୍ୟ-ବହାର କରାଯାଏ ତେବେ ଆପଣ ସେଠାରେ କଣ କରିବେ।

ତେବେ ଏହିଭଳି ଏକ ମାମ-ଲା ବର୍ତ୍ତମାନ ସାମ୍ନାକୁ ଆସିଛି। ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ସମାଜରେ ଏବେ ମଧ୍ୟ ଲାଗି ରହିଛି ଅନୈ-ତିକତାର ଛାପ। ମଣିଷ ନିଜର କାମନାର ଭୋକ ମେଣ୍ଟା-ଇବା ପାଇଁ ଯେ କୌଣସି ପଦକ୍ଷେପ ନେବା ପାଇଁ ପଛାଉ ନାହିଁ। ତେବେ ଏହି ଶିକ୍ଷିତ ସଭ୍ୟ ସମାଜ ଦିନକୁ ଦିନ ନିମ୍ନ ଗାମୀ ହେବାରେ ଲାଗିଛି। କେବଳ ସେତିକି ନୁହେଁ ଆଜିର ସମାଜ ନାରୀ ମାନଙ୍କ ପାଇଁ ସୁର-କ୍ଷିତ ନୁହେଁ। ନିର୍ଯ୍ୟା-ତନା ନାମକ ରୋଗର ସଂକ୍ର-ମଣ ଦିନକୁ ଦିନ ବଢ଼ିବାରେ ଲାଗିଛି।

ବ୍ରାଜିଲର ଡାକ୍ତର ଜଣେ ଗର୍ଭ-ବତୀ ମହିଳାଙ୍କୁ ଦୁ-ଷ୍କର୍ମ କରିଥିବାର ଭିଡ଼ିଓ ସାମ୍ନାକୁ ଆସିଛି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଡେଲିଭରି ପାଇଁ ଗର୍ଭ-ବତୀ ମହିଳା ଆସିଥିଲେ। ତେବେ ତାଙ୍କର ସି ଅପରେଶନ କରିବାର ବ୍ୟବସ୍ଥା ହୋଇଥିଲା। ଅପରେଶନ ପାଇଁ ମହିଳାଙ୍କୁ ନିଶା ଇଂଜେକସନ୍ ଦିଆଯାଇ ଥିଲା। ତେବେ ଏହି ସମୟ ମଧ୍ୟରେ ଡାକ୍ତର ଭିତରେ ଥିବା ରା-କ୍ଷସ ଜାଗ୍ରତ ହୋଇ ପଡ଼ିଥିଲା। ମହିଳାଙ୍କୁ ଦୁ-ଷ୍କର୍ମ କରିଥିଲେ। ତେବେ ଏହି ସମସ୍ତ ଦୃ-ଶ୍ୟ ଅପରେଶନ ରୁମରେ ଲାଗିଥିବା ସିକରେଟ କ୍ୟାମେରାରେ କ-ଏଦ ହୋଇଥିଲା।

ରି-ପୋ-ର୍ଟ ଅନୁସାରେ, ଡାକ୍ତର ବେଜେରା ମୁଲହାର ନାମକ ହସ୍ପିଟାଲରେ କାମ କରନ୍ତି। ତେବେ ଡାକ୍ତର ବେଜେରା ଗତ କିଛି ମାସ ତଳେ ଆନସ୍ଥେସିଆ କୋର୍ସ ଶେଷ କରିଥିଲେ। ଏହାପରେ ରିଓ ଜେନେରିଓ ରେ ଥିବା ମୁଲହାର ହସ୍ପିଟାଲରେ ଚାକିରୀ ପାଇଥିଲେ। ତେବେ ସେ ସଠିକ ଭାବରେ ରୋଗୀଙ୍କୁ ଇଂଜେକସନ ଦେଇ ପାରୁଛନ୍ତି କି ନାହିଁ ସେଥିପାଇଁ ସିକରେଟ କ୍ୟାମେରା ଲଗା ଯାଇଥିଲା। କିନ୍ତୁ ତାଙ୍କର ଅସଲି ଚେହେରା ସାମ୍ନାକୁ ଚାଲି ଆସିଥିଲା।

ତେବେ ହସ୍ପିଟାଲ କତ୍ତୃପକ୍ଷ ଡାକ୍ତର ଙ୍କ ନାମରେ ପୋଲି-ସରେ ଅଭି-ଯୋଗ କରିଥିଲେ। ଏହାପରେ ପୋ-ଲିସ ବେଜାରାଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଥିଲେ। ତାଙ୍କର ଅପ-ରାଧ ପାଇଁ ତାଙ୍କୁ ୧୦ ରୁ ୧୫ ବର୍ଷ ଜେ-ଲ ହେବାର ଆ-ଶଙ୍କା ରହିଛି। ବର୍ତ୍ତମାନ ସେ ବ୍ରାଜିଲର ବଡ଼ ଜେ-ଲ ବାମ୍ବୁ ରେ ରଖାଯାଇଛି।

Leave a Reply

Your email address will not be published. Required fields are marked *