ମାତ୍ର ଏକ ଗିଲାସ ପାଣିରୁ ଜାଣନ୍ତୁ ଘରେ ଭୂତ ଅଛି କି ନାହିଁ। ବାସ୍ତୁ ଶାସ୍ତ୍ର।

ବନ୍ଧୁମାନେ ଆପଣ ମାନେ ଜାଣନ୍ତି କି ଘର ପରିବେଶ ଅବା ବାତାବରଣ ଯଦି ନକାରାତ୍ମକ ଉର୍ଜାରେ ଭରି ରୁହେ ତେବେ ଘରକୁ ବହୁ ଅସୁବିଧା ବା ବାଧା ବିଘ୍ନ ଆସିଥାଏ। କେବେ ଛୁଆ ବିମାରିର ଶିକାର ହୁଏ ତ କେବେ ଘରୁ ସୁଖ ଶାନ୍ତି ଚାଲି ଯାଏ। ନଚେତ୍ ଘରର ମୁଖ୍ୟ ଯିଏ ଚାକିରି ଅବା ବ୍ୟବସାୟ କରିଥାନ୍ତି। ତାଙ୍କ ଠାରୁ ତାଙ୍କ ରୋଜଗାର ବା ଚାକିରି,ବ୍ୟବସାୟ ଦୂରେଇ ଯାଏ।

ଯେପରି ପତି ପତ୍ନୀଙ୍କ ଭିତରେ ଝଗଡା ହେବା ଅବା ଅଚାନକ କାହାର ମୃତ୍ୟୁ ହୋଇଯିବା। ଦୁର୍ଘଟଣା ଘଟିବା ଅବା କୋର୍ଟ କଚେରିର ଚକ୍କର ଲାଗିବା ଆଦି ଏହି ନକାରାତ୍ମକ ଶକ୍ତିର କାରଣ ହୋଇଥାଏ। ଏହା ଛଡ଼ା ଶତ୍ରୁତା ବି ବଢ଼ିଯାଏ। ସଂସାରରେ ଭଲ ଖରାପ ଉଭୟ ପ୍ରାଣୀ ବାସ କରନ୍ତି। ହେଲେ ଯେବେ ଖରାପ ପରିସ୍ଥିତି ଆମର ସାଙ୍ଗ ହୋଇଯାଏ ତେବେ ଆମକୁ ଅସୁବିଧା ଛଡ଼ା ଆଉ କିଛି ମିଳେନି। ଗରୁଡ଼ ପୁରାଣ ଅନୁଯାୟୀ ଭଙ୍ଗା ବା ଅଇଁଠା ବାସନରେ ଖାଇବା ଅବା ଭଙ୍ଗା ଗିଲାସରେ ପାଣି ପିଇବା ଆଦି ଅନୁଚିତ୍। ଏହାଦ୍ବାରା ଘରକୁ ଆସୁବିଧା ଆସିଥାଏ।

ଏହି ଭଙ୍ଗା ବା ଅଇଁଠା ବାସନ ଏପରି ହୋଇଥାଏ ଯାହା ରାସ୍ତାରେ ପକେଇବା ଭଳି ହୋଇଥାଏ। ଏହା ଦ୍ଵାରା ନକାରାତ୍ମକତା ବଢ଼ି ଯାଏ। ଘରେ ରଖୁଥିବା ଜିନିଷ ଏପଟ ସେପଟ ରଖା ହୋଇଥାଏ ଯାହା ଚିନ୍ତାର କାରଣ ହୋଇଥାଏ। ଏଥିରୁ ଏହା ଜଣା ଯାଏ କି ଆପଣଙ୍କ ଘରେ ଖରାପ ଶକ୍ତିର ବାସ ରହିଛି। ଅଚାନକ ଲାଇଟ୍ ଯିବା ଅବା ଆସିବା ଭଲ ହୋଇ ନଥାଏ। ରାତିରେ ପାଉଁଜି ଶବ୍ଦ ଶୁଣିବା ମଧ୍ୟ ଶୁଭ ହୋଇ ନଥାଏ। ଏଥିରୁ ଏହା ଜଣା ଯାଏ କି ଆପଣଙ୍କ ଘରେ କିଛି ଖରାପ ଶକ୍ତିର ବାସ ରହିଛି। ଏହି ସବୁରୁ ବଞ୍ଚିବା ପାଇଁ ଆପଣଙ୍କୁ ହନୁମାନ ଚାଳିଶା ନିଜ ଘରେ ପାଠ କରିବା ଉଚିତ୍।

ବାରମ୍ବାର କ୍ଷୀର ଛିଡ଼ିବା ଅବା ତଳେ ପଡିବା ଅବା କାଚ ଗିଲାସ ଭାଙ୍ଗିବା ବାରମ୍ବାର ଭାଙ୍ଗିବା ଅବା ଘରେ କାହାର ଆକ୍ସିଡେଣ୍ଟ ହୋଇଯିବା, ତେଲ ବାରମ୍ବାର ତଳେ ପଡିବା, ବହୁତ୍ ସଫା କରିବା ପରେ ମଧ୍ୟ ଘରୁ ଖରାପ ବାସ୍ନା ଆସିବା ଅବା ଖରାପ ସ୍ବପ୍ନ ଆସିବା ମଧ୍ୟ ଶୁଭ ହୋଇନଥାଏ। ଏପରି ଯଦି ଆପଣଙ୍କୁ ଦେଖିବାକୁ ମିଳେ ତେବେ ଭାବି ନିଅନ୍ତୁ ଆପଣଙ୍କ ଘର ଉପରେ ଖରାପ ଶକ୍ତିର ବାସ ରହିଛି।

ଘରର କାନ୍ଥ ଫାଟିବା, ମହିଳାଙ୍କ ବିନା କାରଣରେ ରାଗ ଆସିବା ଏହା ସବୁ ଖରାପ ଶକ୍ତିର ପ୍ରଭାବ ହୋଇଥାଏ। ଘରେ ପାଣି ବୋହିବା, ଜିନିଷ ଭାଙ୍ଗିଯିବା, କାହାର ଆୱାଜ୍ ଆସିବା, କାଚ ଭାଙ୍ଗିଯିବା, ଖର୍ଚ୍ଚ ବଢ଼ିଯିବା, ଅଚାନକ ଧନ ଆସିବା ବନ୍ଦ ହୋଇଯିବା ଓ କରଜ ବଢିଯିବା ଆଦି ନକାରାତ୍ମକ ଶକ୍ତିର ପ୍ରଭାବରୁ ହୋଇଥାଏ। ଏହା ଦ୍ଵାରା ଖରାପ ଶକ୍ତିର ପ୍ରଭାବ ହୋଇଥାଏ ବୋଲି ମାନା ଯାଏ। କୁହାଯାଏ କି ରାତିର ୧ରୁ ୩ ଭିତରେ ଯଦି ପରିସ୍ରା ଲାଗେ ତେବେ ଏପଟେ ସେପଟେ କୋଉଠି ବି ପରିସ୍ରା କରିବା ଅନୁଚିତ୍। ଏହି ସମୟରେ ନକାରାତ୍ମକ ଶକ୍ତି ବ୍ରହ୍ମାଣ୍ଡରେ ବୁଲୁଥାଏ।

ଏହି ସମୟରେ ଖରାପ ଶକ୍ତି ସକ୍ରିୟ ହୋଇ ଯାଉଥିବାରୁ ଏହି ଶକ୍ତି ଆପଣଙ୍କ ଦେହରେ ପ୍ରବେଶ କରିପାରେ। ଏହି ସମୟ ଏପରି ଏକ ସମୟ ଯେଉଁଥିରେ ତାନ୍ତ୍ରିକ କ୍ରିୟା ମଧ୍ୟ କରାଯାଏ। ତେଣୁ ଏପରି ସ୍ଥଳରେ ଦେଖି ନିଅନ୍ତୁ କି ସେଠାରେ କିଛି ଚଉରା ବା ଗଛ ଅଛି କି ନାଇ ଅବା ଭୂତ ପ୍ରେତର ଆସର ଅଛି ବୋଲି କେବେ ଶୁଣା ଯାଉଛି କି ନାଇ। ତେଣୁ ଏହାଠୁ ଭଲ ଘରେ ପରିସ୍ରା କରିବା ଉଚିତ୍।

ସୂର୍ଯ୍ୟାସ୍ତ ପରେ କପଡ଼ା ଧୋଇବା ଅନୁଚିତ୍ ନଚେତ୍ ଖରାପ ଶକ୍ତି ବାସ କରିଥାଏ। ସୂର୍ଯ୍ୟାସ୍ତ ପରେ ସମ୍ବନ୍ଧ ରଖିବା ଅନୁଚିତ୍। ଏହି ସମୟରେ ପୂଜା କରିବା ଉଚିତ୍। ଯଦି ଘରେ କେହି ଚପଲ ଅବା ବସ୍ତ୍ର ବାହାର ଲୋକ ଛାଡି ଚାଲି ଯାଏ ତାକୁ ଘରେ ରଖିବା ଅନୁଚିତ୍। ଅନ୍ୟର ଚପଲ ପିନ୍ଧିବା ଅନୁଚିତ୍। ଏଥିଲାଗି ଜୀବନରେ ଅସୁବିଧା ଆସିଥାଏ। ରାହୁ ଦୋଷ,ଶନି ଦୋଷ ଆଦି ପଡ଼ିଥାଏ ନଚେତ୍ ଆପଣ କଙ୍ଗାଳ ହୋଇଯିବେ।

ଅନ୍ୟର ନଖ ନିଜ ଘରେ କାଟିବା ଅବା ଅନ୍ୟ ଦେହରେ ଲାଗିଥିବା ନଜର ନିଜ ଘରେ ଉତାରିବା ଆଦିରୁ ନିବୃତ ରହିବା ଉଚିତ୍। ଏପରି କଲେ ଅଶୁଭ ହୋଇଥାଏ। ଯେଉଁ ଘରେ ସବୁବେଳେ ବୁଢିଆଣୀର ଜାଲ ଥାଏ ସେଠାରେ ଭୂତ ପ୍ରେତର ଆସର ରହିଥାଏ। ଏପରି ହେବାକୁ ଦିଅ ନାହିଁ। ମହିଳାଙ୍କୁ ସନ୍ଧ୍ୟା ପରେ ନିଜର ବାଳ ଖୋଲା ରଖିବା ଅନୁଚିତ୍। ଏଥିରେ ଖରାପ ଶକ୍ତି ସକ୍ରିୟ ହୁଏ ଓ ଡେରି ରାତି ପର୍ଯ୍ୟନ୍ତ ଆଇନା ଦେଖିବା ଅନୁଚିତ୍। କୁହାଯାଏ କି ଗର୍ଭବତୀ ମହିଳା ଏକାକୀ ରାତିରେ ବାହାରକୁ ଯିବା ଅନୁଚିତ୍। ଏଥିରେ ଆପଣଙ୍କ ହେବାକୁ ଯାଉଥିବା ସନ୍ତାନର ମୃତ୍ୟୁ ହୋଇପାରେ। ଏହି ସମୟରେ କଳା ଫିତା ଲଗାନ୍ତୁ।

ସୁବାସିତ ଅତର ଲଗେଇବା ଅନୁଚିତ୍। ଅବା ଶୋଇବା ସମୟରେ ସୁବାସିତ ଅତର ଲଗେଇ ଶୋଇବା ଅନୁଚିତ୍। ଏଥିରେ ନକାରାତ୍ମକତା ବାସ କରିଥାଏ। ଡେରି ରାତି ଯାଏଁ ଶୋଇବା ମହିଳା ଘରର ବିନାଶର କାରଣ ହୋଇଥାଏ। ଗରୁଡ଼ ପୁରାଣରେ ବର୍ଣ୍ଣିତ କି ଯାହାର ନଖ ବଡ଼ ତା ହାତରୁ ଖାଦ୍ୟ ଖାଇବା ଅନୁଚିତ୍। ଏପରି ଲୋକ ରୋଗ ଉତ୍ପନ୍ନ କରନ୍ତି। ଗରୁଡ଼ ପୁରାଣ ଅନୁଯାୟୀ ସ୍ତ୍ରୀକୁ ପୂଜା ପାଠ ଆଦି କରିବା ଉଚିତ୍। ସପ୍ତାହରେ ଥରେ ବ୍ରତ ରଖିବା ଉଚିତ୍। ଏପରି କଲେ ଘରେ ଇଶ୍ଵର ବାସ କରନ୍ତି ଓ ଲକ୍ଷ୍ମୀଙ୍କ ଆଗମନ ହୁଏ। ଏହି ସବୁ ନିୟମ ଉପରେ ଧ୍ୟାନ ଅବଶ୍ୟ ରଖନ୍ତୁ।

Leave a Reply

Your email address will not be published. Required fields are marked *