କୋଭିଡ ଟେଷ୍ଟିଂ ନାମରେ ମହିଳାଙ୍କୁ ତଳେ ପକେଇ ଜବ-ରଦ-ସ୍ତି ନମୁନା ନେଲେ ସ୍ୱାସ୍ଥ୍ୟ କର୍ମୀ : ଦେଖାନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ନିଜ ହସକୁ ରୋକି ପାରନ୍ତି ନାହିଁ। ସେହିଭଳି ଆଉ କିଛି ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ବର୍ତ୍ତମାନ ସମୟରେ ମଧ୍ୟ କିଛି ଏହିଭଳି ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ଆପଣ ଜଣେ ସ୍ୱାସ୍ଥ୍ୟ କର୍ମୀ ମହିଳାଙ୍କ ସହ ଜୋର ଜବ-ରଦସ୍ତି କରୁଥିବାର ଦେଖିବାକୁ ପାଇବେ।

ଦୀର୍ଘ ଦୁଇ ବର୍ଷ ହେବ କରୋନା କବଳରେ ସମସ୍ତ ଦେଶ ରହିଛି। ତେବେ କରୋନା ସମୟରେ ସମସ୍ତ ଦେଶ କରୋନାର ପ୍ରକୋପ ବିଷୟରେ ଜାଣି ସାରିଛି। କରୋନା ପାଇଁ କୌଣସି ଲୋକେ ଶାନ୍ତିରେ ରହି ପାରି ନାହିଁ। ସମସ୍ତ ଦେଶରୁ ଅନେକ ଲୋକ କରୋନା ରେ ମୃ-ତ୍ୟୁ ବ-ରଣ କରିଛନ୍ତି। ତେବେ କରୋନା କୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଟୀକାକରଣକୁ ବାଧ୍ୟତାମୂଳକ କରେଇ ଦିଆଯାଇଛି। କେବଳ ସେତିକି ନୁହେଁ ଟେଷ୍ଟିଂ ର ମାତ୍ରା ମଧ୍ୟ ବଢ଼େଇ ଦିଆଯାଇଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ କୋଭିଡ ଟେଷ୍ଟିଂ ସହ ଜଡିତ ଏକ ଭିଡ଼ିଓ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ କୋଭିଡ ଟେଷ୍ଟିଂ ସେଣ୍ଟରରେ ଦୁଇ ସ୍ୱାସ୍ଥ୍ୟକର୍ମୀ ଜଣେ ମହିଳାଙ୍କୁ ତଳେ ପକେଇ ଦେଇଛନ୍ତି ଏବଂ ତାଙ୍କ ହାତ, ଗୋଡ଼ ଜାବୁଡ଼ି ଧରି ତାଙ୍କଠାରୁ କୋଭିଡ୍‌ ସାମ୍ପୁଲ୍‌ ନେଉଛନ୍ତି। ମହିଳା ଜଣଙ୍କୁ ତଳେ ପକାଇ ଦିଆଯାଇଛି, ସେ ଏହାକୁ ବି-ରୋ-ଧ କରୁଥିଲେ ମଧ୍ୟ ସ୍ୱାସ୍ଥ୍ୟକର୍ମୀ ତାଙ୍କ ଉପରେ ବଳ ପ୍ରୟୋଗ କରୁଛନ୍ତି। ମହିଳା ଜଣକ ଟେଷ୍ଟିଂ କରେଇବା ପାଇଁ ରାଜି ନଥିଲେ ମଧ୍ୟ ତାଙ୍କ ଠାରୁ ଜୋର ଜବ-ରଦ-ସ୍ତି ସ୍ଵାସ୍ଥ୍ୟ କର୍ମୀ ମାନେ ନମୁନା ସଂଗ୍ରହ କରୁଛନ୍ତି।

କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ଏହିଭଳି ଆହୁରି ଏକ ଭିଡ଼ିଓ ଭାଇରାଲ ହେଉଛି। ଉପର ଭିଡ଼ିଓରେ ମହିଳାଙ୍କ ସହ ଜବରଦସ୍ତି କରାଯାଉଥିବା ବେଳେ ଆଉ ଏକ ଭିଡ଼ିଓରେ ଜଣେ ପୁରୁଷଙ୍କ ସହ କରାଯାଉଥିବାର ଦେଖିବାକୁ ପାଇବେ। କିଛି ସ୍ୱାସ୍ଥ୍ୟ କର୍ମୀ ମାନେ ମିଶି ଜଣେ ପୁରୁଷ ଙ୍କୁ ଟେକି ଆଣି କୋଭିଡ ଟେଷ୍ଟିଂ ଆଡକୁ ନେଇ ଯାଉଛନ୍ତି ଟେଷ୍ଟ କରିବା ପାଇଁ। ତେବେ ଟେଷ୍ଟ ପାଇଁ ଏଭଳି ଜୋର ଜବ-ରଦ-ସ୍ତି କରାଯାଉଥିବା ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଆପଣ ଯେଉଁ ଦୃଶ୍ୟ ଦେଖିଲେ ତାହା ଚୀନ୍ ରୁ ଆସିଛି। ଏଠାରେ ସଂକ୍ରମଣର ଅନେକ ମା-ମ-ଲା ସାମ୍ନାକୁ ଆସୁଛି। ସାଂଘାଇରେ ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ଲକ୍‌ଡାଉନ ଜାରି ରହିଛି। ସରକାର ଟେଷ୍ଟିଂ କୁ ଏଠାରେ ବାଧ୍ୟତାମୂଳକ କରିଛନ୍ତି। ଲୋକଙ୍କ ଇଚ୍ଛା ନଥିଲେ ସତ୍ତ୍ୱେ ଜୋର ଜବ-ରଦ-ସ୍ତି ଟେଷ୍ଟ କରାଯାଉଛି।

ତେବେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରାଯିବା ପରେ ଖୁବ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। କେବଳ ସେତିକି ନୁହେଁ ଲୋକମାନେ ନିଜର ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି।

Leave a Reply

Your email address will not be published. Required fields are marked *