“ବାପା ଆମ ପାଇଁ କେତେ କାମ କରନ୍ତି, ଠିକ୍ ସମୟରେ ଖାଦ୍ୟ ମଧ୍ଯ ଖାଆନ୍ତି ନାହିଁ” ବୋଲି କହି କାନ୍ଦି ପକାଇଲା ଝିଅ, ଦେଖନ୍ତୁ ହୃଦୟସ୍ପର୍ଶୀ ଭିଡ଼ିଓ:-
ପିତାମାତାଙ୍କ ଜୀବନରେ ଝିଅର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଝିଅର ଘରେ ରହିବା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ପ୍ରାୟତଃ ଦେଖାଯାଏ ଯେ ଝିଅମାନେ ପୁଅମାନଙ୍କ ଅପେକ୍ଷା ସେମାନଙ୍କ ପିତାମାତାଙ୍କର ଅଧିକ ଯତ୍ନ ନିଅନ୍ତି । ସୋସିଆଲ ମିଡିଆରେ …
Read More