ମହିଳାଙ୍କ ଏପରି ମେକ୍ ଅପ୍ କରିବା ଦ୍ୱାରା ସ୍ବାମୀ ମରି ଯାଆନ୍ତି। ସୁହାଗିନି ମହିଳା ନିଶ୍ଚିତ ଦେଖନ୍ତୁ ୩ଭୁଲ କଦାପି କରନ୍ତୁ ନାହିଁ।

ମହିଳା ମାନେ ଜାଣି ଶୁଣି କେବେ ଏପରି ମେକ୍ ଅପ୍ କରନ୍ତୁ ନାହିଁ। ମହିଳାଙ୍କ ଏପରି ବର୍ବାଦୀ ସ୍ଵାମୀଙ୍କ ଜୀବନ ହାନି କରିଥାଏ। ଏହା ସହିତ ନକାରାତ୍ମକ ଉର୍ଜା ମଧ୍ୟ ଘେରି ରହିଥାଏ। ଯଦି ଆପଣ ମଧ୍ୟ ଏପରି କରନ୍ତି ତେବେ ଆପଣଙ୍କର ମଧ୍ୟ ଲୋମ ଟାଙ୍କୁରି ଉଠିବ। ଭୁଲ ତରିକାରେ କରୁଥିବା ମେକ ଅପ୍ ଆପଣଙ୍କୁ ବର୍ବାଦ୍ କରି ଦେଇପାରେ। ଆସନ୍ତୁ ଜାଣିବା କିପରି –

୧. ମେକ୍ ଅପ୍ କରିବା ପରେ ମହିଳାଙ୍କ ଉପରେ ଏକ ନକାରାତ୍ମକ ଅବା ଆକର୍ଷଣ ସୁଗନ୍ଧ ଆସିଥାଏ। ଏହାଦ୍ଵାରା ନକାରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଏପରି କରି ଆପଣ ଏକାକୀ କୁଆଡେ ଯାଆନ୍ତୁ ନାହିଁ। ଏପରି କରିବା ଦ୍ବାରା ନକାରାତ୍ମକ ଶକ୍ତି ଆପଣଙ୍କ ପଛରେ ଆସିପାରେ। ସୁଂଶାନ ଜାଗାକୁ ଆପଣଙ୍କର ଯିବା ଅନୁଚିତ୍ ଓ ଏପରି ପରିସ୍ଥିତିରେ ଆପଣଙ୍କ ଭିତର ସୁଗନ୍ଧ ଦ୍ଵାରା ନକାରାତ୍ମକ ଉର୍ଜା ଆସିଥାଏ। ସେଥିପାଇଁ ସତର୍କ ରୁହନ୍ତୁ ଓ ହୋଇ ପାରେ ତ ଏହି ଜାଗାକୁ ଯିବାରୁ ନିବୃତ ରୁହନ୍ତୁ।

୨. ବିବାହିତ ମହିଳାଙ୍କୁ କୌଣସି ଅନ୍ୟ ମହିଳା ମାନଙ୍କର ମେକ୍ ଅପ୍ ନକରିବା ଉଚିତ୍। ଏଥିରେ ନକାରାତ୍ମକ ଉର୍ଜା ମଧ୍ୟ ଆପଣଙ୍କ ପାଖକୁ ଆସିପାରେ। ଏହା ଛଡ଼ା ନିଜ ମେକ ଅପ୍ କୁ କେବେ ଅନ୍ୟ ମହିଳାଙ୍କୁ ଦେବା ଅନୁଚିତ୍। ବାହାର ମହିଳାଙ୍କୁ ମେ ଅପ୍ ଦବାରେ ଅଛି ଯଦି ତେବେ ନୂଆ ମେକ୍ ଅପ୍ କିଣି ଦେଇପାରିବେ। ସ୍ବାମୀ ଦେଇଥିବା ମେକ୍ ଅପ୍ କେବେ ପର ମହିଳାଙ୍କୁ ଦେବା ଅନୁଚିତ୍। ଏହା ସବୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଅଶୁଭ ଅଟେ। ଏପରି କରିବା ଦ୍ବାରା ଆପଣଙ୍କ ସ୍ଵାମୀ ସାଙ୍ଗରେ ଆପଣଙ୍କ ସମ୍ପର୍କ ଖରାପ ହୋଇଥାଏ।

୩. ନକାରାତ୍ମକ ଉର୍ଜା ବଢିବାର ମୂଳ କାରଣ ହେଉଛି ସନ୍ଧ୍ୟାରେ ମେକ୍ ଅପ୍ କରି ବାହାରୁ ଅଫିସରୁ ଅବା ପାର୍ଟିରୁ ଫେରିବା ପରେ ସେପରି ସୋଇ ପଡିବା ଦ୍ଵାରା। ଏହା ନକାରାତ୍ମକ ଉର୍ଜା ଆଦିକୁ ଆକର୍ଷଣ କରିଥାଏ। ଏହି ସବୁ ମେକ୍ ଅପ୍ ତୁରନ୍ତ ହଟାନ୍ତୁ ଏବଂ ଧୁଆ ଧୋଇ ହୋଇ ସୁଅନ୍ତୁ। ମେକ୍ ଅପ୍ କରି ବିଲକୁଲ ବି ଶୋଇବା ଅନୁଚିତ୍।

୪. ବିଶେଷ କରି ଅଧା ରାତିରେ କେବେବି ମେକ୍ ଅପ୍ କରି ସୁଅନ୍ତୁ ନାହିଁ। ଯେବେ ଆପଣ ଏକା ଥିବେ ତେବେ ଏଭଳି ଭୂଲ କେବେବି କରନ୍ତୁ ନାହିଁ। ରାତି ୧୨ ପାଖାପାଖି ଅବା ରାତି ୨ ପାଖାପାଖି କେବେବି ମେକ୍ ଅପ୍ କରିବେ ନାହିଁ। କାରଣ ଏହି ସମୟରେ ନକାରାତ୍ମକ ଶକ୍ତିର ଆସର ବହୁ ଅଧିକ ଥାଏ। ଆପଣଙ୍କ ମେକ୍ ଅପ୍ ଏହି ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ।

୪. ବାଳ କାଟିବା ବେଳେ କେବେବି ବାଳକୁ ଏପଟ ସେପଟରେ ଫୋପାଡ଼ିବେ ନାହିଁ। ଯଦି କୌଣସି ଖରାପ ବ୍ୟକ୍ତି ହାତରେ ଯଦି ଏହି ବାଳ ଲାଗିଯିବ ତେବେ ସେ ଏହାର ତନ୍ତ୍ର ଉପଯୋଗ କରିପାରେ। ଏକାନ୍ତ ସମୟରେ ରାତ୍ରି କାଳରେ କୌଣସି ଆଇନା ସାମ୍ନାରେ ଯିବା ଅନୁଚିତ୍। ଏହା ଦ୍ଵାରା ନକାରାତ୍ମକ ଉର୍ଜା ଆପଣଙ୍କ ଦେହରେ ପ୍ରବେଶ କରିପାରେ। ତେଣୁ ଏହି ସବୁ କଥାକୁ ନିଶ୍ଚୟ ଧ୍ୟାନରେ ରଖିବେ।

Leave a Reply

Your email address will not be published. Required fields are marked *