କୋର୍ଟ ଭିତରେ ତିନି ଥର ରଖିଲେ ଶାରୀ-ରିକ ସ-ମ୍ପର୍କ , ସିସିଟିଭିରେ ହେଲା କ-ଏଦ

ମଣିଷ ନିଜର ଜ୍ଞାନକୁ ନେଇ ହିଁ ଆଗକୁ ବଢିଥାଏ । ଛୋଟ ଛୋଟ କଥା , ନି-ନ୍ଦା , ଅପ-ବାଦ ଆଦିକୁ ନେଇ ଏ ଜୀବନ ଗଠିତ ହୋଇଛି । ତେଣୁ କେଉଁଠି କିପରି କାମ କରିବା ଏ କଥା ଆମ ସମସ୍ତଙ୍କୁ ଭଲ ଭାବରେ ଜଣାଥିବ । ସବୁ ଜିନିଷ ଆମେ ମାଆ ପେଟରୁ ଶିଖି କରି ଆସି ନଥାଉ କିଛି ଏ ସମାଜ ମଧ୍ୟରେ ରହି ଆମେ ଆପେ ଆପେ ଶିଖି ଯାଇଥାଉ । ତେବେ ଏସବୁ ମଧ୍ୟରେ ଆମେ ସମସ୍ତେ ଜାଣିଥିବା କି ମଣିଷର ସବୁଠାରୁ ବଡ଼ ଗହଣା ହେଲା ଲ-ଜ୍ଜା

ଯେତେବେଳେ ସେ ନିଜ ଲ-ଜ୍ଜାକୁ ଭୁଲିଯାଏ , ସେତେବେଳେ ସବୁକିଛି ସରିଯାଏ । ତେବେ ଏଭଳି କିଛି ଘ-ଟଣା ସାମ୍ନାକୁ ଆସିଛି , ଯାହା ବିଷୟରେ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ଜୀବନ କାଳ ମଧ୍ୟରେ ଆପଣ ଏଭଳି କଥା ଆଦୌ ଶୁଣିନଥିବେ । ତେବେ କଥାଟି ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ୍ୟ । ତେବେ ଘଟ-ଣାଟି ହେଉଛି କୋର୍ଟ ମଧ୍ୟରେ ଯୁବକ ଯୁବତୀ ତିନି ଥର ଶା-ରୀରି-କ ସମ୍ପ-ର୍କ ରଖିଥିଲେ । ଆଉ ଏହି କଥାଟି ସମ୍ପୂର୍ଣ୍ଣ ସତ୍ୟ । ସିସିଟିଭି କ୍ୟାମେରାରେ ଏହି ଘ-ଟଣା କ-ଏଦ ହୋଇଛି ।

ଏଭଳି ଘ-ଟଣା ଘଟିଛି ଅଷ୍ଟ୍ରେଲିଆର ଏକ କୋର୍ଟରେ । ତେବେ ସୂଚନା ଅନୁଯାୟୀ , ୧୯ ବର୍ଷୀୟା ସମେକା ଜୁଲି ଲିଡିଂ ଜୁନ ୨୮ତାରିଖରେ ଅଷ୍ଟ୍ରେଲିଆର ଟୁବୁମ୍ଵା ମାଜିଷ୍ଟ୍ରେଟ କୋର୍ଟରେ ଏକ ଜୋରି-ମାନା ମାମ-ଲାରେ ହା-ଜର ହୋଇଥିଲେ । ଆଉ ସେହି କୋର୍ଟ ପରିସରରେ ସେ ନିଜ ୨୦ ବର୍ଷୀୟ ପୁରୁଷ ବନ୍ଧୁ
ଜାକ ଜେମ୍ସ କୁଇନଙ୍କୁ ଦେଖିଥିଲେ । ତାଙ୍କୁ ଦେଖିବା ପରେ ସେ ଅତ୍ୟନ୍ତ ରୋମାଞ୍ଚକର ହୋଇ ଉଠିଥିଲେ ଆଉ ନିଜର ସମସ୍ତ ନିୟନ୍ତ୍ରଣ ହରାଇ ବସିଥିଲେ । ଆଉ ଶାରୀ-ରିକ ସମ୍ପ-ର୍କ ରଖିବାକୁ ଲାଗିଥିଲେ । ଲୋକମାନଙ୍କ ଠାରୁ ମାତ୍ର ୫ ମିଟର ଦୂରରେ ରହି ସେମାନେ ଏଭଳି କାମ କରୁଥିଲେ ।

ତେବେ ଏସବୁ ଘ-ଟଣା ସିସିଟିଭିରେ କଏ-ଦ ହେବାକୁ ଲାଗିଥିଲା । ସୁର-କ୍ଷାକ-ର୍ମୀ ମାନେ ସେଠାକୁ ଆସି ସେମାନଙ୍କୁ ରୋକିଥିଲେ ଆଉ ସେମାନେ କିଛି ସମୟ ପାଇଁ ଅଟକି ଯାଇଥିଲେ କିନ୍ତୁ ସେମାନେ ଯିବା ପରେ ପୁଣିଥରେ ଆରମ୍ଭ ହୋଇ ଯାଇଥିଲେ । ତେବେ କୋର୍ଟ ପରିସରରେ ଏଭଳି ଘୃ-ଣ୍ୟ କାମକୁ ସମସ୍ତେ ନି-ନ୍ଦା କରିଛନ୍ତି । ପୋ-ଲିସ ଦୁହିଁଙ୍କୁ ନୋ-ଟିସ ଜା-ରି କରିଛି । ତେବେ ଏହି ମାମ-ଲାରେ ମାଜିଷ୍ଟ୍ରେଟ କ୍ଲେୟର କହିଛନ୍ତି ଦମ୍ପତ୍ତି କୋର୍ଟକୁ ଅପ-ମାନ କରିଛନ୍ତି। ସେମାନଙ୍କୁ ଉଚିତ ଦ-ଣ୍ଡ ମିଳିବା ଉଚିତ ।

Leave a Reply

Your email address will not be published. Required fields are marked *