ନୃ-ଶଂସ ମା’ର ନାରକୀୟ କା-ଣ୍ଡ । ନିଜ ପୁଅ ସହିତ ଏମିତି କଲା ମା’ ….. ନେଇଗଲା ନିଜ ପୁଅର ଜୀବନ …..

କୁହାଯାଏ ମା’ ଆଉ ସନ୍ତାନର ସମ୍ପର୍କ ଭଳି ବାସ୍ତବ ସମ୍ପ-ର୍କ ଆଉ ଏ ଦୁନିଆରେ ନାହିଁ । କିନ୍ତୁ ଆଜିକାଲି ମା’ ମାନଙ୍କର ଯେଉଁ ନାରକୀୟ କା-ଣ୍ଡ ଦେଖିବାକୁ ମିଳୁଛି ସେହି କାରଣରୁ ଏହି ଉକ୍ତି ଆଉ ଠିକ ବୋଲି କହି ହେଉନାହିଁ । କିଛି ମହିଳାଙ୍କ ପାଇଁ ପୁରା ମା’ ସମାଜ ବଦ-ନାମ ହୋଇ ଯାଉଛି । ଆଉ ଆଜି ଆମେ ଆପଣଙ୍କୁ ଯେଉଁଭଳି ଘ-ଟଣା ବିଷୟରେ କହିବାକୁ ଯାଉଛୁ , ତାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।

କାରଣ ଘ-ଟଣା ଏହା ଯେ ଜଣେ ମା ନିଜର ୬ ମାସର ପୁଅକୁ ପନିକିରେ କାଟି ହ-ତ୍ୟା କରି ଫେ-ରାର ହୋଇ ଯାଇଛି । ଆଉ ଘରକୁ ସ୍ୱାମୀ ଆସି ଯାହା ଦେଖିଲେ ସେ କଣ କରିବେ କିଛି ଭାବି ପାରି ନଥିଲେ । ସ୍ୱାମୀ ଏବଂ ଶାଶୁ ରକ୍ତାକ୍ତ ଅବସ୍ଥାରେ ପୁଅକୁ ନେଇ ହସ୍ପିଟାଲ ପହଞ୍ଚିଥିଲେ ।

ଆଜ୍ଞା ହଁ , ଛଅ ମାସର ଶିଶୁ ପୁତ୍ରର ବେକ ପନିକିରେ କା-ଟି ଦେଇଛି ମା’ । ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ଥା-ନା ଅନ୍ତର୍ଗତ ଖାଲିଆପାଳି ଗାଁରେ ଏଭଳି ଏକ ଘ-ଟଣା ଘଟି ଯାଇଛି । କହୁରଖିବୁ ଯେ ଯେତେବେଳେ ପରିବାରରେ କେହିବି ଘରେ ନଥିଲେ ସେତେବେଳେ ହିଁ ମହିଳା ଜଣକ ନିଜ ପୁଅକୁ ପନିକିରେ କା-ଟି ହ-ତ୍ୟା କରିଥିଲେ ଏବଂ ପୁଅକୁ ସେମିତି ପକାଇ ଘରୁ ଫେ-ରାର ହୋଇ ଯାଇଥିଲେ ।

ଏପଟେ ଘରକୁ ଆସି ସ୍ଵାମୀ ନିଜ ପୁଅକୁ ବଞ୍ଚାଇବାକୁ ତୁରନ୍ତ ଡାକ୍ତରଖାନାକୁ ନେଇ ଯାଇଥିଲା । କିନ୍ତୁ ବଲାଙ୍ଗୀର ଡାକ୍ତରଖାନାରେ ପିଲାଟିର ମୃ-ତ୍ୟୁ ଘଟିଛି । କହିରଖିବୁ ଯେ ଅଭି-ଯୁକ୍ତ ମା’ ହେଉଛନ୍ତି ମୀନା ନାଗ ଯାହାଙ୍କର ମାନସିକ ସ୍ଥିତି ଠିକ ନଥିବା ମଧ୍ୟ ଜଣା ପଡ଼ିଛି ।

ପରିବାର ଲୋକେ ମୀନାଙ୍କ ମାନସିକ ସ୍ଥିତି ଠିକ ନଥିବା କହିଛନ୍ତି । ପଦ୍ମପୁର ମଳତା ଠାରେ ୨୦୧୯ ମସିହାରେ ରବୀନ୍ଦ୍ର ମୀନାଙ୍କୁ ବିବାହ କରିଥିଲେ । ତାଙ୍କର ତିନି ବର୍ଷର ଏବଂ ଦୁଇ ବର୍ଷର ଦୁଇ ଝିଅ ମଧ୍ୟ ଅଛନ୍ତି । ଛଅ ମାସ ହେବ ତାଙ୍କର ଏକ ଶିଶୁ ପୁତ ମଧ୍ୟ ଜନ୍ମ ହୋଇଥିଲା । ପରିବାରରେ ପୁଅ ହୋଇଥିବାକୁ ନେଇ ସମସ୍ତେ ଖୁସି ଥିଲେ । କିନ୍ତୁ ଆଜି ସେସବୁ ଖୁସି ଦୁଃ-ଖ ପାଲଟି ଯାଇଛି ।

ଆଜି ସକାଳୁ ସକାଳୁ ଶିଶୁର ଆଈ ନାତିକୁ ତେଲ ଲଗାଇବାକୁ ଯାଇ ନାତିର ର-କ୍ତ ଜୁ-ଡୁବୁ-ଡୁ ଦେହ ଦେଖିବାକୁ ପାଇଥିଲେ । ଏହାପରେ ସେ ପ୍ରଥମେ ତରଭା ଡାକ୍ତରଖାନାକୁ ନେଇଥିଲେ । ଏହାପରେ ବଲାଙ୍ଗୀର ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ତେବେ ଘଟ-ଣାସ୍ଥଳରେ ପଇନ୍ତଲା ପୋ-ଲିସ ପହଞ୍ଚି ତ-ଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *