ପୂଜାର ଦୁଃଖ ଦେଖି ଦୌଡ଼ି ଆସିଲେ ସମସ୍ତେ । ରୋଗୀଣା ମା’ ପାଖରେ ବସି କାନ୍ଦୁଥିଲା ପୂଜା । ଦୁଃଖ ସହି ନପାରି ଲୋକେ କଲେ ସାହାଯ୍ୟ ।
ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଏକ ଦୁଃଖଦ ଘଟଣା ଅନେକଙ୍କ ଆଖିରେ ଲୁହ ଆଣିପାରେ । ଏଇ ଯେମିତି ମା’ ଝିଅର ଦୁଃଖ ଭରା ଘଟଣା । ଲୋକଙ୍କ ପାଖରୁ ମାଗି ଆଣି ରୋଗୀଣା ମା’କୁ ଝିଅ ଖାଇବାକୁ ଦେଉଥିଲା । …
Read More