ପୁଣିଥରେ ସିଲ ହେଲା କାର-ଖାନା ! ଭେଣ୍ଡିଂ ଜୋନକୁ ବିଏମସି ବନ୍ଦ କରିବା ପରେ ଏବେ କଣ କରିବେ ଦୁଇ ଭାଉଜ ?
ଗତ କିଛିଦିନ ହେବ ରାଜଧାନୀରେ କାର-ଖାନାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଦୁଇ ଜାଆ ଜେବେଠାରୁ କାର-ଖାନା ଖୋଲି ୭୦ ଟଙ୍କାରେ ଲୋକଙ୍କୁ ଖାଇବା ପରଶିଛନ୍ତି , ସେବେଠାରୁ ସେମାନେ ଲୋକପ୍ରିୟ ହେବା ସହିତ ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଥିଲା …
Read More