ବୁଧବାର ଦିନ ଗୋଟେ ଟଙ୍କା ସହିତ କିଛି ଚାଉଳ ରଖି ଦିଅନ୍ତୁ ଏହି ସ୍ଥାନରେ ଆପଣଙ୍କ ସାତ ପୁରୁଷ ବି କରିବେ ପଇସା ଉପରେ ରାଜ।

ବନ୍ଧୁମାନେ ପୂଜା ପାଠ ବେଳେ ଆମେ ପ୍ରଥମେ ଗଣେଶଙ୍କ ବନ୍ଦନା କରିଥାଉ। ବୁଦ୍ଧି,ଧନ, ଐଶ୍ୱର୍ଯ୍ୟର ଦେବତା ସେ ଅଟନ୍ତି। ତାଙ୍କୁ ଯଦି ଆପଣ ପ୍ରସନ୍ନ କରନ୍ତି ତେବେ ଆପଣଙ୍କ ଯେତେ ବି ଗ୍ରହ ଅଛି ସେସବୁ ଦୋଷ କଟିଯାଏ। ଜୀବନରେ କିଛି ବି ସମସ୍ୟା ହେଉ ବିବାହ, ଚାକିରି, ପାଠପଢା, କ୍ଳେଶ ଅବା କାର୍ଯ୍ୟରେ ବାଧା ହେଉ ସମସ୍ତ ପ୍ରକାର ସମସ୍ୟାର ସମାଧାନ ତାଙ୍କ ପାଖରେ ଥାଏ। ବାସ ଗୋଟେ ଥର ଗଣେଶଙ୍କ ଚରଣ ତଳେ ଆସି ଜାଆନ୍ତୁ। ତାଙ୍କୁ ସୁଖ ଶାନ୍ତିର ଦେବତା ବୋଲି ସମସ୍ତେ ମାନନ୍ତି। ଏହା ସହ ସେ ଭଲ ବୁଦ୍ଧି ମଧ୍ୟ ଦେଇ ଥାଆନ୍ତି।

ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ତାହା ଆପଣ ବୁଧବାରକୁ କରନ୍ତୁ ନଚେତ୍ ଚତୁର୍ଥୀ ଦିନ କରନ୍ତୁ। ଏପରି କଲେ ଜୀବନରେ ଖୁସି, ସୁଖ,ଶାନ୍ତି ଆସିଥାଏ। ଆପଣଙ୍କୁ ଏତିକି କରିବାର ଅଛି କି ଗୋଟେ କଦଳୀ ପତ୍ର ନେଇ ଆସନ୍ତୁ ଯାହା ଅତି ସୁବିଧାରେ ମିଳିଯିବ। ଗଣେଶଙ୍କ ପାଇଁ ଦୁବ ସହିତ ସେହି ପତ୍ରକୁ ଧୋଇ ରଖି ଦିଅନ୍ତୁ।

ଏହି ପତ୍ର ଉପରେ ଆପଣଙ୍କୁ ଚାଉଳ ରଖିବାର ଅଛି ଏବଂ ଏହା ଉପରେ ମୋଦକ ରଖି ଦିଅନ୍ତୁ। ଗଣେଶ ଭଗବାନ ଏଥିରେ ହିଁ ସନ୍ତୁଷ୍ଟ। ଆଉ ଏକ ଟଙ୍କା ରଖିବାର ଅଛି ସେ ୫ ହେଉ ବା ୧୦ ହେଉ। ଏବେ ଏକ ଘିଅ ଦୀପ ଜଳେଇ ଦିଅନ୍ତୁ ଓ ଗଣେଶଙ୍କ ମନ୍ତ୍ର ଓମ୍ ଗନ୍ ଗଣପତୟେ ନମଃ। ଯଦି ବେଲ ପତ୍ର ଅଛି ତେବେ ଗଣେଶଙ୍କୁ ବେଲପତ୍ର ଅର୍ପଣ କରନ୍ତୁ। ଦୁବ ଘାସ,ମୋଡକ ଆଦି ଅର୍ପଣ କରନ୍ତୁ।

ଲବଙ୍ଗ,ସୂପାରି ଆଦି ମଧ୍ୟ ଅର୍ପଣ କରି ପାରିବେ। ସୂପାରିରେ ଲାଲ ଧାଗା ବାନ୍ଧି ଅର୍ପଣ କରି ପାରିବେ। ଯାହାବି ସେ ଧାରଣ କରନ୍ତି ତାଙ୍କୁ ତାହା ଅର୍ପଣ କରନ୍ତୁ ଓ ତାଙ୍କ ମନ୍ତ୍ର ଓମ୍ ଗନ ଗଣ ପତୟେ ନମଃ ଜପ କରନ୍ତୁ। ଏହାପରେ ଆରତୀ କରନ୍ତୁ ଏବଂ ସମସ୍ତଙ୍କ ମଥାରେ ସିନ୍ଦୂର, ହଳଦୀ ଓ କେଶର ତିଳକ ଲଗାନ୍ତୁ।

ଏବେ ସେହି ଚାଉଳକୁ ନେଇ ଖିରି ବନାନ୍ତୁ। ଗୁଡ଼ ଏବଂ ବାକି ଭୋଗ ସବୁ ଆପଣ ପ୍ରସାଦ ରୂପରେ ଗ୍ରହଣ କରିପାରିବେ। ସେହି ଟଙ୍କାକୁ ଲାଲ କପଡ଼ାରେ ବାନ୍ଧି ନିଜର ତିଯୋରିରେ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା ପୁରା ପରିବାରର ଭାଗ୍ୟ ଉଦୟ ହେବ ଏବଂ ଘରେ ଥିବା ଗରିବୀ ଆପଣ ସମ୍ପୂର୍ଣ୍ଣ ଦୂରେଇ ଯିବ। ଏହା ଦ୍ଵାରା ସମସ୍ତ ସଙ୍କଟ ଦୂରେଇ ଯିବ।

Leave a Reply

Your email address will not be published. Required fields are marked *