ମୁଁ ନିଦରେ ଶୋଇଥିବା ବେଳେ ପ୍ରଥମେ ମୋ ଜଙ୍ଘରେ ହାତ ମା-ରିଲା ଆଉ ତା ପରେ …… :-

ମହିଳାଙ୍କ ସହିତ ଅସ-ଦାଚରଣ ଯେଉଁଠି ବି ହୋଇପାରେ । ଜନଗହଳି ପୂର୍ଣ୍ଣ ସ୍ଥାନରେ ମଧ୍ୟ ଆଜିକାଲି ଏପରି ଘ-ଟଣା ଘଟି ଯାଉଛି । ତଥାପି ପ୍ରଶାସନ କେତେ ଆକ୍ଟିଭ ତାହା ଜଣା ପଡୁନାହିଁ । ଏମିତିକି ବିମାନରେ ଯାଉଥିବା ସମୟରେ , ଯେଉଁଠି ପୁରା ପ୍ରଟେକ୍ସନରେ ଅନ୍ୟ ଯାତ୍ରୀବି ଯାଉଛନ୍ତି , ସେଠାରେବି ଜଣଙ୍କ ସହିତ ଅସ-ଦାଚରଣ ହେଉଛି । ଯେପରି ଆମେରିକାର ଜଣେ ଶିଶୁ ସୁର-କ୍ଷା କର୍ମୀଙ୍କ ସହିତ ଠିକ ଏହିପରି ଘ-ଟଣା ଘଟିଛି । ଆଉ ତାହାକୁ ବର୍ଣ୍ଣନା କରିବା ବେଳେ ନିଜ ଜୀବନର ଅନେକ ପଛରେ ଛାଡ଼ି ଆସିଥିବା ଆଉ ଆମ ଘଟ-ଣାକୁ ସେ ମନେ ପକାଇଛନ୍ତି ।

ଆମେରିକାର ଜଣେ ସାମ୍ବାଦିକା ତଥା ସମାଜସେବୀ ଏଲିଜାବେଥ ସ୍ମାର୍ଟଙ୍କ କଥା । ଶିଶୁ ସୁର-କ୍ଷା ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ସେ ନିଜ ସହ ଘଟିଥିବା କିଛି ଅପ୍ରୀ-ତିକର ଘଟ-ଣାକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ଯେଉଁଥିରେ ସେ ନିଜ ସହ ହୋଇଥିବା ଅସ-ଦାଚରଣ କିପରି ନିଜର ଆଉ ଏକ କଳା ଅତୀତକୁ ମନେ ପକାଇ ଦେଇଛି ତାହା କହିଛନ୍ତି । କହିବାକୁ ଗଲେ ଏଲିଜାବେଥ ଜଣେ ୩୨ ବର୍ଷୀୟା ମହିଳା । ଯିଏକି ବିବାହିତା ମଧ୍ୟ ଅଟନ୍ତି । ତାଙ୍କର ତିନି ପିଲା ମଧ୍ୟ ଅଛନ୍ତି । ସ୍ୱାମୀ ଏବଂ ତିନି ପିଲାଙ୍କ ସଂସାରରେ ବେଶ ଖୁସିରେ ରହୁଥିଲେ ଏଲିଜବେଥ ।

ନିଜ ପାରିବାରିକ ଜୀବନ ଏବଂ ପ୍ରଫେସନଲ ଜୀବନରେ ତାଙ୍କ ସହ କିଛି ଏପରି ଘ-ଟଣା ଘ-ଟିଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଘଟ-ଣା ଅନୁଯାୟୀ ଗତବର୍ଷ ଏଲିଜାବେଥ ଡେଲ୍ଟା ଏୟାରଲାଇନ୍ସର ଏକ ବିମାନରେ ଯାତ୍ରା କରୁଥିବା ବେଳେ ତାଙ୍କୁ ନିଦ ଲାଗି ଯାଇଥିଲା । ଆଉ ଏତିକି ବେଳେ ତାଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତି ତାଙ୍କ ଜଙ୍ଘକ୍ୱୟ ହାତରେ ଆଉଁସିବାକୁ ଆରମ୍ଭ କରିଥିଲା । କିଛି ସମୟ ପର୍ଯ୍ୟନ୍ତ ସେ କିଛିବି ଜାଣି ପାରି ନଥିଲେ ମାତ୍ର ଅଳ୍ପ ସମୟ ପରେ ତାଙ୍କ ନିଦ ଭା-ଙ୍ଗି ଯାଇଥିଲା । ସେତେବେଳେ ଲୋକଟି ତାଙ୍କ ପୋଷାକ ଭିତରକୁ ହାତ ପୁରେଇବାକୁ ଉଦ୍ୟମ କରୁଥିଲା । କାରଣ ସେ ଲୋକକୁ ଏହା ଲାଗୁଥିଲା ଯେ ଏଲିଜାବେଥଙ୍କୁ ଏସବୁ ଭଲ ଲାଗୁଛି ଏବଂ ସେ ଜାଣିଶୁଣି ଏପରି ଶୋଇବାର ନାଟକ କରୁଛନ୍ତି । ତେଣୁ ତାର ସାହସ ବଢ଼ି ଯାଇଥିଲା ।

କିନ୍ତୁ ଏଲିଜାବେଥଙ୍କର ନିଦ ଭା-ଙ୍ଗିବା କ୍ଷଣି ତାଙ୍କ ସହ ଏପରି ଅସ-ଦାଚ-ରଣ କରୁଥିବା ଲୋକକୁ ସେ ଆଖି କ-ଟକ-ଟ କରି ଚାହିଁଥିଲେ । ମାତ୍ର ଲୋକଟି ତାଙ୍କ ସମ୍ବେଦ-ନଶୀଳ ଅଙ୍ଗକୁ ଛୁଇଁବା ସହିତ ତାଙ୍କୁ ଚୁ-ମ୍ବ-ନ ଦେବାକୁ ଉଦ୍ୟମ କରୁଥିଲା । ଏହାଦେଖି ଏଲିଜାବେଥ ସମ୍ଭାଳି ପାରି ନଥିଲେ । ତେଣୁ ସେ ଚି-ତ୍କା-ର କରି ସବୁ ଘ-ଟଣା ବିଷୟରେ ବିମାନ କର୍ମଚାରୀଙ୍କୁ ଜଣାଇଥିଲେ ଏବଂ ପରେ ସେହି ବର୍ବର ଲୋକକୁ ପୋଲି-ସରେ ଦେଇଥିଲେ । ତେଣୁ ଏହି ଘ-ଟ-ଣା ବିଷୟରେ ବର୍ଣନା କରିବା ବେଳେ ଏଲିଜାବେଥଙ୍କର ଆଉ ଏକ ପିଲାଦିନର ସ୍ମୃତି ତାଜା ହୋଇ ଯାଇଥିଲା । ଯାହାକି ବେଶ ଲୋମ ଟା-ଙ୍କୁ-ରା ଥିଲା ।

Leave a Reply

Your email address will not be published. Required fields are marked *