ବେଦୀରେ ବସିବା ଆଗରୁ ଚାଲିଗଲା ବରର ଜୀବନ , କା-ନ୍ଦି କା-ନ୍ଦି ବେହାଲ ହେଲେ ମାଆ

ହୋଲିର ପର୍ବ ଆସିଥିଲା କିନ୍ତୁ ଅନେକ ପରିବାରକୁ ଦୁଃ-ଖ ଦେଇ ଚାଲିଗଲା । କାହାକୁ କାହା ଠାରୁ ଛଡ଼ାଇ ନେଇ ଚାଲିଗଲା , ସେ କଥା କହି ହେବ ନାହିଁ । ମାଆ ଠାରୁ ପୁଅ ତ ଭାଇ ଠାରୁ ଭଉଣୀ ଆଉ ପୁଣି କାହାର ସ୍ଵାମୀ । ଅନେକ ଲୋକ ହୋଲି ଖେଳି ସାରି ପାଣିରେ ବୁଡି ମରିଯିବାର ଘ-ଟଣା ଶୁଣିବାକୁ ମିଳିଥିବ । ହୋଲି ସିନା ଚାଲି ଯାଇଛି କିନ୍ତୁ ଏପରି ଅନେକ ଘ-ଟଣା ବିଷୟରେ ଶୁଣିବାକୁ ମିଳିଛି , ଯାହା ଶୁଣିବା ପରେ ଆଖିରୁ ଲୁହ ଆସିଯିବ ।

କି ପର୍ବ ଆସିଲା ଯେ , ସମସ୍ତଙ୍କ ଠାରୁ ନିଜର ଲୋକଙ୍କୁ ଅଲଗା କରି ଦେଇ ଚାଲିଗଲା । ବାସ୍ ଏପରି ପରିସ୍ଥିତିରେ କେବଳ ଆଖିରୁ ଲୁ-ହ ଝରାଇବା ଛଡ଼ା ଆଉ କିଛି ଉପାୟ ନାହିଁ । ଦୁଇ ଦିନ ହୋଲିକୁ ବିତି ଯାଇଛି , ଆଉ ଏବେ ଏବେ ଅନେକ ଖବର ସାମ୍ନାକୁ ଆସିବାରେ ଲାଗିଛି।

ଏମିତି ଅନେକ ଖବର ବିଷୟରେ ଜାଣିବାକୁ ମିଳୁଛି , ଯାହା ରଙ୍ଗର ପର୍ବ ହୋଲି ଦିନ ଘଟି ଯାଇଛି । ବର୍ଷକରେ ଥରେ ହୋଲି ଆସିଥିଲା କିନ୍ତୁ ସମସ୍ତଙ୍କ ମନରେ ଦୁଃ-ଖ ଦେଇ ଚାଲିଗଲା । ଏହି ଦିନ କିଏ ହୋଲି ଖେଳି ସାରି ଗାଧୋଇବା ପାଇଁ ନଦୀ ଯାଇଥିବା ବେଳେ ବୁଡି ମ-ରିଗଲା ତ ଆଉ କାହାର କେମିତି ଜୀବନ ଚାଲିଗଲା ।

ତେବେ ସରକାର ହୋଲି ସମ୍ବନ୍ଧିତ ଯେତେ ଗାଇଡ଼ଲାଇନ ଜାରି କଲେ ମଧ୍ୟ କିଛି ସୁଫଳ ହୋଇ ପାରୁ ନାହିଁ । ଅନେକ ବର୍ଷ ଏହି ହୋଲି ଅବସରରେ ଅନେକ ଲୋକ ପାଣିରେ ବୁଡି ମ-ରୁଥିବା ସତ୍ତ୍ଵେ ମଧ୍ୟ ଲୋକେ ସତ-ର୍କ ହେଉ ନାହାନ୍ତି । ତେବେ ଏହାରି ମଧ୍ୟରେ ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ ,ଯାହା ଶୁଣିବା ପରେ ଆପଣଙ୍କ ଆଖିରୁ ଲୁ-ହ ଆସିଯିବ ।

ଅଧାରେ ରହିଗଲା ବାହାଘର ଆଉ ମଙ୍ଗୁଳା ରହିଗଲା କନ୍ୟା । ବେଦୀରେ ବସି ବିବାହ କରିବା ପୂର୍ବରୁ ଚାଲିଗଲା ବରର ଜୀବନ । ବର୍ଷକରେ ଥରେ ହୋଲି ଆସିଥିଲା ଆଉ ହୋଲି ସହିତ ଆସିଥିଲା ଏକ ଖୁସି ଖବର । ଭେଣ୍ଡିଆ ପୁଅର ବିବାହ କରାଇବା ପାଇଁ ପରିବାର ଲୋକ ଖୋଜି ଆଣିଥିଲେ କନିଆ । ଆଉ ମାତ୍ର ଗୋଟିଏ ଦିନ ପରେ ଗାଆଁ ମନ୍ଦିରରେ ପଡ଼ି ଥାନ୍ତା ହାତ ଗଣ୍ଠି କିନ୍ତୁ କିଛି ବି ହୋଇପାରିଲା ନାହିଁ ।

ଅଧାରେ ଚାଲିଗଲା ପୁଅର ଜୀବନ । ଆଖି ବୁଜି ଦେଲେ ବର । ତେବେ ଏପରି ଏକ ଅଭା-ବନୀୟ ଘ-ଟଣା ଅନୁଗୁଳ ବ୍ଲକ ଜଗନ୍ନାଥପୁର ଗାଆଁରେ ଘଟି ଯାଇଛି । ନିଜ ସାଙ୍ଗ ସାଥୀ ମାନଙ୍କ ସହିତ ମଜା ମସ୍ତି କରି ହୋଲି ଖେଳିବାରେ ମାତି ଯାଇଥିଲେ ନିଶା ବେହେରା । ଆଉ ହୋଲି ଖେଳି ସାରି ନଦୀ ଯାଇଥିଲେ ଗାଧୋଇବା ପାଇଁ ।

କିନ୍ତୁ ଏହା ପରେ ଆଉ କେବେ ଫେରି ନଥିଲେ । ନଦୀ ପାଣିରେ ବୁଡି ଯାଇ ଜୀବନ ଯାଇଥିଲା ନିଶା ବେହେରାଙ୍କର । ଆଉ ମାତ୍ର ଗୋଟିଏ ଦିନ ପରେ ହାତରୁ ଦୁଇ ହାତ ହୋଇଥାନ୍ତେ ନିଶା । କିନ୍ତୁ କିଛି ବି ହୋଇପାରିଲା ନାହିଁ । ପରିବାରର ଖୁସି ଅଧାରେ ରହିଗଲା । ବାସ୍ ପୁଅର ସୁନା ସଂସାର ଗଢ଼ିବାର ସବୁ ସ୍ବପ୍ନ ଭା-ଙ୍ଗି ଚୁରମାର୍ ହୋଇଗଲା ।

ତେବେ ବର୍ତ୍ତମାନ ନଦୀ ମଧ୍ୟରୁ ନି-ଶା ବେହେରାଙ୍କ ମୃ-ତ ଦେହ ଉ-ଦ୍ଧାର କରା ଯାଇଥିଲା । ଆଉ ଏହାପରେ ଶ-ବ ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଦିଆ ଯାଇଛି । ତେବେ ବର୍ତ୍ତମାନ ସମୟରେ ସାରା ଗାଁରେ ଶୋ-କର ଛା-ୟା ଖେଳି ଯାଇଛି । ସମସ୍ତେ ମୁଣ୍ଡ ବାଡେଇ ବାଡେଇ କାନ୍ଦି-ବାରେ ଲାଗିଛନ୍ତି । ଆଉ କେବେ ବି ପୁଅ ଫେରିବ ନାହିଁ ବୋଲି ଭାବି ଦେଇ ମାଆ ଆଉ ନିଜକୁ ସମ୍ଭାଳି ପାରୁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *