ଦିନ ଥିଲା ନିଜ ପିଲା ପାଇଁ ଦେହକୁ ବିକି ଦେଇଥିଲେ ମହିଳା , ଆଜି ବଦ-ନାମ ଗଳିର ଝିଅ ଭାବରେ ପରିଚିତ

ପେଟ ପାଇଁ ଏ ଦୁନିଆଁରେ ସବୁ ନାଟ । ପେଟ ପାଇଁ ମଣିଷ ହିଁ ମଣିଷର ଶତ୍ରୁ ପାଲଟି ଯାଇଥାଏ । ପୁଣି ଏ ପେଟ ପାଇଁ କିଏ କାହାକୁ ହ-ତ୍ୟା କରି ଦେଇଥାଏ ଆଉ ପୁଣି କେଉଁଠି ନିଜର ହିଁ ପର ହୋଇ ଯାଇଥାଏ । ତେବେ ଆଉ କେଉଁଠି କିଏ ଏପରି ଏକ ବାଟରେ ପାଦ ରଖି ଦେଇଥାଏ କି , ସେ ବାଟରେ ପଶିଯିବା ପରେ ତାକୁ ବଦ-ନାମ ଗଳିର ଝିଅ ବୋଲି କୁହାଯାଏ । ସମସ୍ତେ ତାକୁ ବେ-ଶ୍ୟା ବୋଲି କହିଥାନ୍ତି । ତେବେ ଏହି ବାଟରେ କିଏ ନିଜ ଇଚ୍ଛାରେ ପାଦ ରଖି ନ ଥାଏ , ତାର ସମୟ ଆଉ ତାର ପରିସ୍ଥିତି ତାକୁ ବାଧ୍ୟ କରି ଦେଇଥାଏ ଏହି ବାଟରେ ଯିବା ପାଇଁ ।

ତେବେ ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କ ଜୀବନ ବହୁତ ଦୁଃ-ଖମ-ୟ ଥିଲା । ଦୁଃ-ଖକୁ ସହି ନ ପାରି ଆଉ ନିଜ ପିଲାକୁ ବଡ ମଣିଷ କରିବାର ସ୍ବପ୍ନ ନେଇ ସେ ଏଇ ବେ-ଶ୍ୟା ସାଜିବା ବାଟରେ ପାଦ ଥାପି ଦେଇଥିଲେ । ଆଉ କେବେ ପଛକୁ ଫେରି ଅନାଇ ନଥିଲେ । ନିଜ ପିଲା ମୁହଁକୁ ଚାହିଁ ଆଉ ନିଜ ପିଲାକୁ ଦୁଇ ମିଠା ଖାଇବା ଯୋଗାଇ ଦେବା ପାଇଁ ସେ ଏହି ବୃତ୍ତି କରିଥିଲେ । ତେବେ ମହିଳା ଜଣକ କାନ୍ଦି କାନ୍ଦି ନିଜ ଜୀବନର ଦୁଃ-ଖ ଏବଂ କ-ଷ୍ଟକୁ ଉଲ୍ଲେଖ କରିଛନ୍ତି । ତାଙ୍କ କହିବା ଅନୁଯାୟୀ , ସ୍ଵାମୀ ତାଙ୍କୁ ମା-ରପି-ଟ୍ କରି ଘରୁ ବାହାର କରି ଦେଇଥିଲେ ।

ଏହାପରେ ସେ ନିଜ ପିଲାର ପେଟ ପୋଷିବା ପାଇଁ ଆଉ ତାକୁ ପାଳିବା ପାଇଁ ଭୁବନେଶ୍ଵରରେ କାମ କରିବା ଆରମ୍ଭ କରିଥିଲେ । ଦିନ ଯାକ ଲୋକଙ୍କ ଘରେ ବୁଲି ବୁଲି କାମ କରୁଥିଲେ ଆଉ ଏହାପରେ ରାତିରେ ଯାହା ପାଞ୍ଚ ଦଶ ଟଙ୍କା ପାଉଥିଲେ , ସେଥିରେ ପିଲାର ପେଟ ପୋଷିବାରେ ଲାଗିଥିଲେ । କିନ୍ତୁ ଏହା ତାଙ୍କୁ କମ୍ ପଡ଼ି ଯାଉଥିଲା । ତେବେ ଏତିକି ସମୟ ମଧ୍ୟରେ ତାଙ୍କର ଦେଖା ଜଣେ ବ୍ୟାଙ୍କ୍ ମ୍ୟାନେଜରଙ୍କ ସହିତ ହୋଇଥିଲା । ସେ ତାଙ୍କୁ ୨୦୦ ଟଙ୍କା ମାଗିଥିଲେ । ତେବେ ଏହା ବଦଳରେ ବାବୁ ଜଣକ ତାଙ୍କ ପାଖରେ ଶୋଇବା ପାଇଁ କହିଥିଲେ । ଯାହା ପରେ ମହିଳା ମନା କରି ଦେବାରୁ ବାବୁ ଜଣକ ତାଙ୍କ ହାତରୁ ୨୦୦ ଟଙ୍କିଆ ନୋଟ ଛଡ଼ାଇ ନେଇଥିଲେ ।

ଆଉ ଏହି ସମୟ ହିଁ ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଆଣିଥିଲା । ସେ ଏ ବିଷୟରେ ବହୁତ ଭାବିଥିଲେ ଆଉ ଶେଷରେ ତାଙ୍କ କଥାରେ ରାଜି ହୋଇ ଯାଇଥିଲେ । ଆଉ ଏହାପରେ ବାବୁ ଜଣକ ତାଙ୍କ ଶରୀରକୁ ଶୋଷଣ କରି ତାଙ୍କ ହାତକୁ ୨୦୦ ଟଙ୍କା ବଢାଇ ଦେଇଥିଲେ । ଏହାପରେ ଆଉ ପଛକୁ ଫେରି ଚାହିଁ ନଥିଲେ ମହିଳା । ନିଜ ପିଲାର ଭବିଷ୍ୟତ ଗଢ଼ିବା ପାଇଁ ସେ ଏହି ବେ-ଶ୍ୟା ବୃତ୍ତି କରିବା ଆରମ୍ଭ କରିଥିଲେ ଆଉ ଏହାକୁ ନିଜ ଜୀବନ କରି ଦେଇଥିଲେ । ନିଜ ଜୀବନରେ ଏତେ ଦୁଃ-ଖ କଷ୍ଟମୟ କଥା କହି ମହିଳା ଜଣକ ନିଜ ଆଖିରୁ ଧାର ଧାର ଲୁ-ହ ଝରାଇ ପକାଇ ଥିଲେ । ଏହାପରେ କହିଥିଲେ କେହି ନିଜ ଇଚ୍ଛାରେ ଏହି ବାଟକୁ ଆସି ନଥାଏ । ସମୟ ଏବଂ ପରିସ୍ଥିତି ତାକୁ ବାଧ୍ୟ କରିଥାଏ ଏପରି କରିବା ପାଇଁ ।

Leave a Reply

Your email address will not be published. Required fields are marked *