କାଗଜରେ ଲେଖି କରନ୍ତୁ ଏହି କାମ- ସବୁ ଇଚ୍ଛା ଶୀଘ୍ର ପୁରଣ ହେବ।ଓଡ଼ିଆ ବାୟାଗୀତ ଟିପ୍ସ।

ବନ୍ଧୁମାନେ ଆମେ ଆମ ଜୀବନରେ ସୁଖ ଏବଂ ସମୃଦ୍ଧି ସହିତ ବହୁ ଟଙ୍କା ରୋଜଗାର କରିବା ପାଇଁ ସର୍ବଦା ଲାଗିଥାଉ। ଏଥିପାଇଁ ଆମେ ବହୁ ଶାସ୍ତ୍ର ମତ ମଧ୍ୟ ଆପଣେଇ ଥାଉ।ନିଜ ଜୀବନରେ ଯେତେ ସବୁ ଖରାପ ସମୟ, ଅଶାନ୍ତି ଅବା ଦୁଃଖ ରହିଥାଏ ତାକୁ ଦୂର କରିବା ପାଇଁ ଆମେ ସବୁବେଳେ ଚେଷ୍ଟା କରିଥାଉ।ଆଜି ଆମେ ଆପଣଙ୍କୁ ଏହି ସବୁ ସମସ୍ୟାରୁ ବାହାରିବା ପାଇଁ କିଛି ଉପାୟ ମାନ ଜଣାଇବୁ ଯାହା ନିଜ ଜୀବନରେ ପ୍ରୟୋଗ କରିବା ଦ୍ୱାରା ଘରୁ କ୍ଳେଶ ବା ଜୀବନରେ ସମସ୍ତ ସମସ୍ୟା ମାନ ଦୂରେଇ ଯାଇଥାଏ।ଆସନ୍ତୁ ଏହି ଉପାୟମାନ କଣ ଜାଣିବା।

ସର୍ବ ପ୍ରଥମେ ଆପଣ ଘରେ ହନୁମାନ ଚାଳିଶା ଶାନ୍ତିପୂର୍ଣ୍ଣ ଭାବରେ ପାଠ କରନ୍ତୁ।ଏହା ଆମକୁ ନାନା ପ୍ରକାର ବାଧା ବିଘ୍ନ ଠାରୁ ଦୂରେଇ ରଖିବା ସହିତ ଜୀବନରେ ଆସୁଥିବା ସମସ୍ୟାମାନ ଦୂରେଇ ଦେଇଥାଏ।ଏହା ବ୍ୟତୀତ ହନୁମାନଙ୍କ କୃପା ଲାଭ ମଧ୍ୟ ହୁଏ।ପଶୁ,ପକ୍ଷୀ,ଗାଈ,ଚଢ଼େଇ ଆଦିଙ୍କୁ ଭୋଜନ କରିବାକୁ ଦିଅନ୍ତୁ।ଏମାନଙ୍କ ପାଇଁ ଅର୍ଣ୍ଣ ଅବା ଜଳର ବ୍ୟବସ୍ଥା କଲେ ଏମାନଙ୍କ କୃପା ଲାଭ ହୋଇଥାଏ ଓ ବହୁତ୍ ବଡ଼ ପୂର୍ଣ୍ୟ ମଧ୍ୟ ମିଳିଥାଏ।

ଏକ ନଡ଼ିଆ ଆଣନ୍ତୁ ଏବଂ ଏହାକୁ ନିଜ ଚାରି ପାଖରେ ୨୧ ଥର ବୁଲାନ୍ତୁ। ଏହା ପରେ ଏକ ମନ୍ଦିର ଜାଗାରେ ଏହାକୁ ଦାନ ଦେଇ ପୋଡ଼ି ଦିଅନ୍ତୁ।ପ୍ରତି ମଙ୍ଗଳବାର ଅବା ଶନିବାର ଏହିପରି କରନ୍ତୁ ଦେଖିବେ ପରିବାରର ଯେଉଁ ଲୋକ ଉପରେ ସଙ୍କଟ ଚାଲିଛି ତାହା ଉପରେ ସେପରି ନଡ଼ିଆ ବୁଲେଇ ପାରିବେ।

ହୋମ ଯଜ୍ଞରେ କିଛି ଟଙ୍କା ଫୋପାଡି ଆସନ୍ତୁ ଏବଂ ଫୋପାଡିବା ସମୟରେ ପଛକୁ ବିଲକୁଲ ମଧ୍ୟ ଚାହାନ୍ତୁ ନାହିଁ।ଏହି ଉପାୟରେ ହଠାତ୍ ଆସିଥିବା ବାଧା ଦୂର ହୋଇଯିବ ଏବଂ ଦେବା ଦେବୀଙ୍କ ସହ ଯୋଗ ମଧ୍ୟ ମିଳିବ।ମାଛ ମାନଙ୍କୁ ଖାଇବାକୁ ଦିଅନ୍ତୁ।ଛୋଟ କାଗଜରେ ଅଧିକ ସଂଖ୍ୟାରେ ରାମ ନାମ ଲେଖନ୍ତୁ। ତାହା ପରେ ଛୋଟ ଛୋଟ ପିସ୍ କରି ଏହାକୁ ଛୋଟ ଛୋଟ ଅଟା ଗୁଳାରେ ପକାଇ ତାକୁ ନଦୀ ଅବା ପୋଖରୀରେ ଫୋପାଡି ଆସନ୍ତୁ।ଏହା ସହିତ ଅଟା ସହିତ ବନା ଯାଇଥିବା ଖାଦ୍ୟକୁ ଖାଇବାକୁ ଦିଅନ୍ତୁ

ପ୍ରତିଦିନ ପଶୁ,ପକ୍ଷୀ ମାନଙ୍କୁ ଖାଇବାକୁ ଦେବା ଦ୍ଵାରା ପିତୃ ପୁରୁଷ ମାନେ ତୃପ୍ତ ହୁଅନ୍ତି।ପ୍ରତିଦିନ ଚଢ଼େଇ ମାନଙ୍କୁ ଖାଇବାକୁ ଦେବା ଦ୍ଵାରା ସଙ୍କଟରୁ ମୁକ୍ତି ମିଳିଥାଏ।ପ୍ରତିଦିନ ମଧ୍ୟ କୁକୁରକୁ ରୁଟି ଅବା ବିସ୍କୁଟ ଦେଲେ ଆକସ୍ମିକ ସମସ୍ୟା ଦୂର ହୋଇଥାଏ।ଗାଈକୁ ରୁଟି ଖାଇବାକୁ ଦେବା ଦ୍ଵାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।କୌଣସି ଏକ ବାସନ ଦୋକାନକୁ ଯାଇ କନ୍ସା ବାସନ ଗୋଟିଏ ଆଣନ୍ତୁ।ସେହି ପା ସୋରିଷ ତେଲ ରଖନ୍ତୁ।ସେହି ତେଲକୁ କୌଣସି ବ୍ୟକ୍ତି ମାଗିଲେ ତାକୁ ଦେଇଦିଅନ୍ତୁ।ନଚେତ୍ ସେହି ତେଲକୁ ମନ୍ଦିର ଯାଇ ରଖି ଆସନ୍ତୁ।ଏହି ପରି ଭାବରେ ୫ ସପ୍ତାହ କରନ୍ତୁ।ଅମାବାସ୍ୟା ଦିନ ଅଅଁଳା ଗଛ ତଳେ ସୋରିଷ ତେଲର ଦୀପ ଟିଏ ନିଶ୍ଚୟ ଲଗାନ୍ତୁ।ଏହି ପରି କଲେ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ।ଆପଣ ଏହି ଛୋଟିଆ ଉପାୟକୁ ଆପଣେଇ ନିଜ ଜୀବନରୁ ମଧ୍ୟ ସମସ୍ୟା ଦୂର କରନ୍ତୁ।

Leave a Reply

Your email address will not be published. Required fields are marked *