କଙ୍କଡା ଧରିବା ପାଇଁ ଘରୁ ବାହାରିଲେ, ଜଙ୍ଗଲରେ ଖାଇଦେଲା ମହାବଳ ବାଘ
ପଶ୍ଚିମବଙ୍ଗ ଚବିଶପରଗଣା ଜିଲ୍ଲା କୁଲତାଳି ବ୍ଲକର କଣ୍ଟାମାରି ଗାଆଁର ଲୋକମାନେ ମାଛ, କଙ୍କଡା ପାଇଁ ସୁନ୍ଦରବନ ନଦୀକୁ ସବୁବେଳେ ଯାଆନ୍ତି। ଶନିବାର ଦିନ କଣ୍ଟାମାରି ଗାଆଁର ସାତଜଣ ପିଲା କଙ୍କଡା ଧରିବାକୁ ସୁନ୍ଦରବନ ନଦୀକୁ ଗଲେ। କଙ୍କଡା ଧରିବା ପାଇଁ ସେମାନେ …
Read More