
ଋଷର ଟ୍ୟାଙ୍କଗୁଡ଼ିକୁ ଅଟକାଇବା ପାଇଁ ବ୍ରିଜ ସହିତ ନିଜକୁ ଉଡାଇଦେଲେ ଏହି ୟୁକ୍ରେନ ସୈନିକ ।
ଋଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧରେ ଅନେକ ସୈନିକ ପ୍ରାଣ ହରାଇଛନ୍ତି । ଏହି ସମୟରେ ୟୁକ୍ରେନର ଜଣେ ସୈନିକଙ୍କ ସାହସିକତା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ବାସ୍ତବରେ ଋଷର ଦଙ୍ଗା କୁ ରୋକିବା ପାଇଁ ସୈନିକ …
Read More