OYO ହେଲା କାଳ ପ୍ରେମିକାର ଓଢଣୀରେ ଝୁଲୁଛି ପ୍ରେମିକ ।

OYO ରୁମରୁ ଯୁବକଙ୍କ ଝୁ-ଲନ୍ତା ମୃ-ତଦେ-ହ ଉ-ଦ୍ଧାର ହୋଇଛି । ଏହି ମୃ-ତ ଦେହ ଉ-ଦ୍ଧାର ହେବା ପରେ ସାରା ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଛି । ନିକଟରେ ଆଜେକ୍ସଙ୍କ ମୃ-ତ୍ୟୁ ଆଉ ଏବେ ଏହି ଯୁବକଙ୍କ ମୃ-ତ୍ୟୁ ପରେ ସାରା ରାଜଧାନୀରେ ଚର୍ଚ୍ଚା ହେଉଛି କିପରି ଘ-ଟିଲା ଏପରି ଘ-ଟଣା । ହଁ ବନ୍ଧୁଗଣ ଖଣ୍ଡଗିରି ଥା-ନା ଜାଗମରା ଅଞ୍ଚଳର ଏକ ହୋଟେଲ୍‌ ରୁମ୍‌ରୁ ଉ-ଦ୍ଧାର ହୋଇଛି ଯୁବକଙ୍କ ମୃ-ତ ଦେହ । ଗତକାଲି ୩ ଜଣ ସାଙ୍ଗମାନଙ୍କ ସହ ମିଶି ବାର୍ଥ ଡେ ପାର୍ଟି କରିଥିଲେ ଯୁବକ ଜଣଙ୍କ ।

ପାର୍ଟିରେ ଯୁବକଙ୍କ ବାନ୍ଧବୀ ଓ ଅନ୍ୟ ୨ ବନ୍ଧୁ ଉପସ୍ଥିତ ଥିବା ଆଲୋଚନା ହେଉଛି । ତେବେ ମୃ-ତ ଯୁବକଙ୍କ ନାମ ଦୁର୍ଗା ପ୍ରସାଦ ମିଶ୍ର । ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କିପରି ଯୁବତୀଙ୍କ ଓଢନୀରେ ଝୁଲି ପଡିଲେ ଯୁବକ । ସେପଟେ ଘ-ଟଣା ସ୍ଥଳରେ ଖଣ୍ଡଗିରି ପୋ-ଲିସ ପହଞ୍ଚି ଘଟ-ଣାର ଛାନଭିନ କରୁଥିବା ବେଳେ ପରିବାର ପକ୍ଷରୁ ଏହାକୁ ଏକ ଯୋଜନା ବଦ୍ଧ ହ-ତ୍ୟା ବୋଲି କହି ଅଭି-ଯୋଗ ଆଣିଥିବା କୁହା ଯାଉଛି ।

ତେବେ ପୋ-ଲିସ ଯୁବକଙ୍କ ବନ୍ଧୁ ଓ ବାନ୍ଧବୀଙ୍କୁ ପଚ-ରା ଉ-ଚୁରା କରୁଥିବା ବେଳେ ଯୁବକଙ୍କ ମୃ-ତ୍ୟୁ ହ-ତ୍ୟା ନା ଆ-ତ୍ମହ-ତ୍ୟା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ସେପଟେ ଯୁବକଙ୍କ ମା ବାହୁନି ବାହୁନି କାନ୍ଦୁଛନ୍ତି ଆଉ କହୁଛନ୍ତି ମୋ ବାଘ ଭଳି ପୁଅକୁ କିଏ ମା-ରିଲା । ମୋ ବାଘ ଭଳି ପୁଅକୁ କିଏ ମା-ରିବାକୁ ସାହସ କରି ପାରିଲା । ମୋ ପୁଅ ବାଘ ସେ ଆଦୌ ଆ-ତ୍ମହ-ତ୍ୟା କରି ନଥିବ ତାକୁ ନିହାତି ଭାବେ ମା-ରି ଦିଆଯାଇଛି ।

ମୋ ପୁଅ ଜନ୍ମ ଦିନ ପାର୍ଟି ପାଇଁ OYO କୁ ଯାଇଥିଲା ହେଲେ ତାକୁ କାହିଁକି କିଏ ମା-ରିଲା ତାହା ଆମ ମୁଣ୍ଡରେ ପସୁନି । ଯୁବକଙ୍କ ମା ଏପରି ଅଭି-ଯୋଗ ଆଣି ଭୋ ଭୋ ହୋଇ କା-ନ୍ଦୁଥିବା ବେଳେ ମା କହୁଛନ୍ତି ମୋ ପୁଅର ବିଶ୍ୱାସରେ ବନ୍ଧୁ ବି-ଷ ଦେଇଛି । କାରଣ ହସ ଖୁସିରେ ସମୟ କା-ଟିବା ପାଇଁ ଘରୁ ବାହାରକୁ ଆସିଥିଲେ । ଆଉ ତା ପରେ ଜନ୍ମ ଦିନ ପାଳନ ପାଇଁ ସାଙ୍ଗ ମାନଙ୍କ ପାଖକୁ ଯାଇଥିଲେ । ହେଲେ ଏହା ପରେ କଣ ହେଲା ମୋ ପୁଅ ଆଉ ନାହିଁ । ଏମିତି କହି ମୃ-ତ ଯୁବକଙ୍କ ମା କା-ନ୍ଦୁଛନ୍ତି ।

ଏହି ଘଟ-ଣାକୁ ନେଇ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳି ଯାଇଛି ।ଯୁବକଙ୍କ ଘର ନିଆଳି ଅଞ୍ଚଳରେ ହୋଇଥିବା ବେଳେ ଗତକାଲି ତିନି ଜଣ ସାଙ୍ଗଙ୍କ ସହ ଯୁବକ ଜନ୍ମ ଦିନ ପାଳନ ପାଇଁ ଘରୁ ବାହାରି ଆସିଥିଲେ ଆଉ ସେତିକି ବେଳେ ଯୁବକଙ୍କ ବନ୍ଧୁ ଓ ବାନ୍ଧବୀ ମାନେ ମଧ୍ୟ ଉପସ୍ଥିତ ଥିଲେ ପାର୍ଟିବି ଠିକ ଠାକ ଚାଲିଥିଲା । ହେଲେ ପାର୍ଟିରେ କଣ ହେଲା କେଜାଣି ପାର୍ଟି ସରିବା ପୂର୍ବରୁ ଜୁବକଙ୍କ ମୃ-ତ ଦେହ ଦେଖିବାକୁ ମିଳିଥିଲା ।

ଆଉ ସେହି ସମୟରେ ଯୁବକଙ୍କ ହାତରେ ଓ ବେକରେ କୁଆଡେ କ୍ଷ-ତ ଚିହ୍ନ ଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଯଦି ଯୁବକ ଜଣଙ୍କ ଆ-ତ୍ମହ-ତ୍ୟା କରିଛନ୍ତି ତେବେ ତାଙ୍କ ଦେହରେ କ୍ଷ-ତ ଚିହ୍ନ କିପରି ରହିଲା ତାହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ସେପଟେ ଦୁର୍ଗାସିସଙ୍କ ମୃ-ତ୍ୟୁ ପରେ ପରିବାର ଲୋକେ ଏକ ଦମ ଭାବେ ଭାଙ୍ଗି ପଡିଛନ୍ତି ।

ତେବେ ନିକଟରେ ଡିଜେ ଆଜେକ୍ସ ଆଉ ଏବେ ଦୁର୍ଗାସିସଙ୍କ ମୃ-ତ୍ୟୁ ରାଜଧାନୀରେ ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଦୁହିଁଙ୍କ ମୃ-ତ୍ୟୁ ପଛରେ ପ୍ରେମିକାଙ୍କ ନାମ ଆସୁଥିବାରୁ ଏବେ ଘ-ଟଣା କିଛି ଭିନ୍ନ ମୋଡ଼ ନେଉଛି । ତେବେ ଦୁର୍ଗାସିସଙ୍କ ମୃ-ତ୍ୟୁ ପଛରେ କଣ ରହିଛି ରହ-ସ୍ୟ ତାହା ତ ପୋଲି-ସର ତ-ଦନ୍ତ ପରେ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *