ମିଡ଼ିଆ ସାମ୍ନାରେ ଭୋ ଭୋ ହୋଇ କାନ୍ଦି କାନ୍ଦି କହିଲେ ରାଜବୀର ଙ୍କ ମା ” ମୋ ଅଙ୍ଗ ବିକ୍ରି କରି ଚିକିତ୍ସା ହୋଇ ପାରିଥିଲେ ମୋ ପୁଅର ଚିକିତ୍ସା ନିଶ୍ଚିତ କରାଇଥାନ୍ତି ” :- ଦେଖନ୍ତୁ ଭିଡିଓ
ବର୍ତ୍ତମାନ ସୁଦ୍ଧା ରାଜବୀର ଙ୍କ ଚିକିତ୍ସା ପାଇଁ ଅନେକ ଲୋକ ଫଣ୍ଡିଂ କରି ସାରିଛନ୍ତି । କିନ୍ତୁ ନିକଟରେ ଭାଇରଲ ହୋଇଥିବା କିଛି ଭିଡ଼ିଓ କାରଣରୁ ଲୋକେ ରାଜବୀର ଙ୍କ ମା ଙ୍କୁ ରାଜବୀରଙ୍କ ଅସୁସ୍ଥ ଥିବାର ସବୁ ପ୍ରମାଣ ମାଗିଛନ୍ତି …
Read More