ମଥାରେ ସିନ୍ଦୂର ଦେଇ ରଖିଲେ ଶାରୀ-ରିକ ସ-ମ୍ପର୍କ , ଆଉ ତାପରେ ସ୍ତ୍ରୀକୁ ଛାଡି ଚ-ମ୍ପଟ ମା-ରିଲେ

ଆଜିର ଦୁନିଆଁରେ ଶାରୀ-ରିକ ସ-ମ୍ପର୍କ ରଖିବା ଏକ ସାଧାରଣ କଥା ପାଲଟି ଗଲାଣି । ଆଉ ବିଶେଷ କରି ବିବାହ ପୂର୍ବରୁ ଏହି କଥା ଆଜିକାର ଦୁନିଆଁରେ ଚାଲିଅଛି । ତେବେ କେବଳ ସମାଜର ନୀତି ନିୟମକୁ ଦେଖିବା ପରେ ଲୋକେ ବାସ୍ ନାମକୁ ବିବାହ କରି ନେଉଛନ୍ତି ଆଉ ତାହା ପୁଣି ମନ୍ଦିରରେ । ଲୋକେ ଗୋଟିଏ କଥା କହିବାରେ ଲାଗିଛନ୍ତି କି , ଆମେ ଏବେ ବିବାହ କରି ନେଇଛୁ ମାନେ ଆମେ ସ୍ଵାମୀ ସ୍ତ୍ରୀ ହୋଇଗଲୁ । ତେବେ ଏପରି ପରିସ୍ଥିତିରେ ଏହାର ସମାଧାନ ହେବାର କିଛି ବି ବାଟ ନାହିଁ । ସମାଜର ଅଧା ପୁଅ ଝିଅ ଏପରି କାମ କରିବାରେ ଲାଗିଛନ୍ତି ।

ତେବେ ପୁଣିଥରେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୁସୁରି ଥା-ନା ଅନ୍ତର୍ଗତ ବୟାଙ୍ଗଡିହି ପଞ୍ଚାୟତ ଗୋଠଣା ଗ୍ରାମରେ । ତେବେ ସୂଚନା ଅନୁଯାୟୀ , ଏହି ଗ୍ରାମର ସୌମ୍ୟରଞ୍ଜନ ନାୟକ ନାମକ ଜଣେ ବ୍ୟକ୍ତି ନିକଟ ଗ୍ରାମର ସୁନିତା ସେଠୀଙ୍କୁ ଭଲ ପାଉଥିଲେ । ଦେଢ଼ ବର୍ଷ ହେଲା ଏପରି ଚାଲିଥିଲା । ଆଉ ସୁନୀତାଙ୍କୁ ସୌମ୍ୟ କହିଥିଲେ କି , ଚାଲ ଆମ ବିବାହ କରିନେବା । କାହିଁକି ନା ସୁନୀତା ଛୋଟ ଜାତିର ହୋଇ ଥିବାରୁ ସୌମ୍ୟଙ୍କ ପରିବାର ତାଙ୍କୁ ଗ୍ରହଣ କରିବେ ନାହିଁ । ତେଣୁ ସେମାନେ ବାହାରେ ରହିବେ ବୋଲି ନିଷ୍ପତ୍ତି ମଧ୍ୟ ନେଇ ଯାଇଥିଲେ ।

ତେବେ ଶେଷରେ ସେହା ହିଁ ହୋଇଥିଲା । ସୌମ୍ୟ ସୁନୀତାଙ୍କୁ ଏକ ମନ୍ଦିରରେ ବିବାହ କରି ନେଇଥିଲେ । ଆଉ ସେପଟେ ଗୋଟିଏ ଦିନ ଜଣେ ସାଙ୍ଗ ଘରେ ରହିଥିଲେ । ତେବେ ସୁନୀତାଙ୍କ କହିବା ଅନୁଯାୟୀ , ସାଙ୍ଗ ଘରେ ରହିବା ସମୟରେ ସେମାନଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ଗଢ଼ି ଉଠିଥିଲା । ଆଉ ତାପରେ ସୌମ୍ୟ ତାଙ୍କୁ ନେଇ ହାଇଦ୍ରାବାଦ ପଳାଇ ଯାଇଥିଲେ । ଆଉ ସେଠାରେ ବାରମ୍ବାର ସେମାନଙ୍କ ମଧ୍ୟରେ ରହିଥିଲା ସ-ମ୍ପର୍କ । ତେବେ ହଠାତ୍ ସୌମ୍ୟ କହିଥିଲେ କି , ମୁଁ ଆଉ ତୋ ସହିତ ରହିପାରିବି ନାହିଁ । କାହିଁକି ନା ଆମ ଘରେ ତୋତେ ଗ୍ରହଣ କରୁ ନାହାନ୍ତି । ତେଣୁ ତାଙ୍କୁ ଛାଡି ଦେବା କଥା କହିଥିଲେ । ଆଉ ତାଙ୍କୁ ଛାଡି ଦେଇ ଚ-ମ୍ପଟ ମା-ରିଥିଲେ ।

ତେବେ ବର୍ତ୍ତମାନ ସମୟରେ ସୁନୀତା ଆଉ କିଛି ଉପାୟ ନ ପାଇ ଯାଇ ସୌମ୍ୟ ରଞ୍ଜନଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି । ଆଉ କହୁଛନ୍ତି ଯେଉଁ ପର୍ଯ୍ୟନ୍ତ ମୋ ସ୍ବାମୀଙ୍କୁ ନ ପାଇଛି , ସେ ପର୍ଯ୍ୟନ୍ତ ଏଠାରୁ ଯିବି ନାହିଁ । ତେବେ ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି କି , ସୌମ୍ୟରଞ୍ଜନଙ୍କ ପୁରା ପରିବାର କୁଆଡେ ଗା-ଏବ ହୋଇ ଯାଇଛନ୍ତି ଆଉ ଘରେ ତାଙ୍କର ତାଲା ଝୁଲିଛି । ତେବେ ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ସୁନୀତାଙ୍କୁ ପଚ-ରାଉ-ଚରା କରିବା ସହିତ ଯଥାଶୀଘ୍ର ସମ୍ଭବ ସୌମ୍ୟଙ୍କ ପରିବାର ଲୋକଙ୍କୁ ଖୋଜିବା ପାଇଁ ଚେଷ୍ଟା କରୁଛି । ଆଉ ସୁନୀତାଙ୍କୁ ନ୍ୟା-ୟ ଦେବା ପାଇଁ ଚେଷ୍ଟା ଚଳାଇଛି ।

Leave a Reply

Your email address will not be published. Required fields are marked *