ନିର୍ଦୟୀ ମାଆ:- ପାଞ୍ଚ ଟଙ୍କା ଝିଅ ମାଗିବାରୁ ଚେ-ଙ୍କ ଦେଲା ସାବତ ମାଆ, ଦେଖନ୍ତୁ ତା’ପରେ କଣ ଘଟିଲା।

ଦୁନିଆରେ ପିଲା ମାନଙ୍କୁ ମାଆଠାରୁ ଅଧିକ ଆଉ କେହି ଭଲ ପାଇ ପାରୁବେ ନାହିଁ। ଗୋଟେ ମାଆ ନିଜ ସନ୍ତାନକୁ ୧୦ ମାସ ଗ-ର୍ଭରେ ଧରି କେତେ କଷ୍ଟ ଯ-ନ୍ତ୍ର-ଣା ସହି ଜନ୍ମ କରିଥାଏ ତାହା ଆଉ କେହି ବୁଝି ପାରିବେ ନାହିଁ। ହେଲେ ଯେତେବେଳେ ନିଜ ଛୁଆର ଖରାପ ଅବସ୍ଥା ନିଜ ଆଖିରେ ଦେଖେ ସେତେବେଳେ ସେ ଆତ୍ମହରା ହୋଇପଡେ। ମାଆ ସର୍ବଦା ନିଜ ପିଲାର ମଙ୍ଗଳ ଚାହିଁଥାଏ। ନିଜେ ଦୁଃ-ଖ କଷ୍ଟରେ ରହିଥିଲେ ମଧ୍ୟ ପିଲାର ସୁଖ ଚାହିଁ ଥାଏ।

ଆଜିର ମାନବ ସମାଜରେ ବାପା ମାଆ ହେଉଛନ୍ତି ଚଳନ୍ତି ଠାକୁର। ହେଲେ କିଛି କୁଳା-ଙ୍ଗର ସନ୍ତାନ ଚଳନ୍ତି ପ୍ରତିମୂର୍ତ୍ତି କୁ ଗୋଡ଼ରେ ଏଡେଇ ଦେଇ ନିଜ ସ୍ୱାର୍ଥ ସାଧନାରେ ଲିପ୍ତ ରହୁଛନ୍ତି। ଯାହାଙ୍କ ପାଇଁ ଆମେ ଆଜି ଆଜି ଦୁନିଆ ଦେଖୁଛେ ଯଦି ଆମେ ତାଙ୍କର ବୃଦ୍ଧ ବୟସରେ ଯତ୍ନ ନ ନେବା ତେବେ ଏହାର ପରିମାଣ ପରବର୍ତ୍ତୀ ସମୟରେ ଅତି ଭୟଙ୍କର ହୋଇଥାଏ। ଶାସ୍ତ୍ର ରେ ଲେଖା ହୋଇଛି ପିତା ସ୍ଵର୍ଗ, ପିତା ପରମେଶ୍ଵର, ପିତା ହିଁ ପରମ ଧର୍ମ, ପିତାରେ ହିଁ ପରମ ସୁଖ। ହେଲେ ଆଜି ଆମେ ଆପଣଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଛୁ ସେ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିବେ।

ସାବତ ମାଆର ନି-ର୍ଦ-ୟୀ ରୂପ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଝିଅ ବିସ୍କୁଟ ଖାଇବା ପାଇଁ ପାଞ୍ଚ ଟଙ୍କା ମାଗିବାରୁ ମମତା ହାନି ମାଆ ଝିଅ ହାତରେ ଚେଙ୍କ ଦେଇଦେଲା। ତେବେ ମାଆ ଚକୁଳି କରିବା ସମୟରେ ସେ ବ୍ୟବହାର କରୁଥିବା ଲୁହା ଖଡିକାରେ ଝିଅ ହାତରେ, ଗାଲରେ ଓ ପିଠିକୁ ଚେ-ଙ୍କି ଦେଇଛି। ତେବେ ଏଭଳି ଅଭା-ବନୀ-ୟ ଘ-ଟଣା ବ୍ରହ୍ମପୁର ବଜାର ଥା-ନା ଅନ୍ତର୍ଗତ ଲକ୍ଷ୍ମୀ ନୃଶିହ ନାଥ ଅଞ୍ଚଳରେ ଘ-ଟିଛି।

ଗତ ଶୁକ୍ରବାର ଦିନ ସାବତ ମାଆ ରୋଷେଇ ଘରେ ଚକୁଳି କରୁଥିଲା। ତେବେ ସେତିକି ବେଳେ ୮ ବର୍ଷର ଝିଅ ଗୁଡୁଲି ବିସ୍କୁଟ ଖାଇବା ପାଇଁ ମାଆ ପାଖକୁ ଚାଲି ଆସିଲା ଏବଂ ସେଠାରେ ସେ ମାଆକୁ ପାଞ୍ଚ ଟଙ୍କା ମାଗିବାକୁ ଲାଗିଲା। କିନ୍ତୁ ମାଆ କ୍ରୋ-ଧିତ ହୋଇ ଚକୁଳି କରୁଥିବା ଲୁହା ଖଡିକାରେ ଝିଅ ଗୁଡୁଲି ପିଠିରେ, ଗାଲରେ ଓ ହାତରେ ଚେ-ଙ୍କ ଦେଇଥିଲା। କେବଳ ସେତିକି ନୁହେଁ ସେ ଏହାକୁ ଲୁ-ଚେ-ଇ ରଖିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ସତ କେବେ ଲୁ-ଚି ରୁହେନି।

ମାଆ ନିଜର କାରନାମା କୁ ଲୁଚେ-ଇବା ପାଇଁ ଝିଅକୁ ଟ୍ୟୁସନ୍ ପଠେଇବାକୁ ମଧ୍ୟ ଛାଡି ନଥିଲା। କିନ୍ତୁ ଗାଁ ଲୋକ ଜାଣିବା ପରେ ସେ ସାଙ୍ଗେ ସାଙ୍ଗେ ପୋ-ଲି-ସକୁ ଜଣେଇ ଥିଲେ ଏବଂ ପୋ-ଲି-ସ ଆସି ଘଟ-ଣାସ୍ଥ-ଳରୁ ଝିଅକୁ ସାବତ ମାଆ କବଳରୁ ଉ-ଦ୍ଧାର କରି cwc କୁ ପଠେଇ ଦେଇ ମାଆକୁ ଥା-ନାରେ ଅଟକ ରଖି ପଚ-ରାଉ-ଚରା କରୁଛି।

Leave a Reply

Your email address will not be published. Required fields are marked *