
ନିଶାରେ ଟଳ ଟଳ ହ୍ୟାଣ୍ଡଲ ଛାଡ଼ି ଡ୍ରାଇଭର ଚଳାଇଲା ବସ୍ , ଡରିକି କାନ୍ଦିଲେ ଯାତ୍ରୀ, ଅଳ୍ପକେ ବର୍ତ୍ତିଲେ ୨୦ ଜଣ ଯାତ୍ରୀ
ଅନେକ ସମୟରେ ଦେଖିବାକୁ ମିଳିଥାଏ କି , ଡ୍ରାଇଭର ମାନେ ପୁରାପୁରି ଭାବରେ ନିଶାଶକ୍ତ ହୋଇ ଗାଡ଼ି ଚଳାଇବା ପାଇଁ ଲାଗିଥାନ୍ତି । କାହାକୁ କିଛି ଖାତିର ନ କରି କି ଜୀବନ ପ୍ରତି ରହିଥିବା ବିପଦ କଥା ଖାତିର ନ …
Read More