ଭାଉଜ ପ୍ରେମରେ ପଡିଗଲା ଦିଅର, ଭାଇ ସମ୍ମୁଖରେ ଭାଉଜକୁ ବାହା ହେଲା ଦିଅର, ମା ଛୁଆଙ୍କୁ କହିଲେ “ଦାଦା ହିଁ ଆଜି ଠାରୁ ବାପା”
କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। କିନ୍ତୁ ଏହି ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। …
Read More