
ଓଟି ଭିତରେ ପଶି ରୋଗୀଙ୍କୁ ଅପରେସନ କଲେ ନିଜେ ମୁଖ୍ୟମନ୍ତ୍ରୀ
ରୋଗୀଙ୍କୁ ଅପରେସନ କଲେ ମୁଖ୍ୟମନ୍ତ୍ରୀ। ଅପରେସନ ଥିଏଟରରେ ନିଜେ କଇଁଚି ଧରିଲେ। ଅପରେସନ ସକ୍ସେସ କରି ଓଟିରୁ ବାହାରିଲେ। ଆଜ୍ଞା ହଁ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ମଙ୍ଗଳବାର ଦିନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବୃତ୍ତି ଅନୁଯାୟୀ ଡାକ୍ତର ଥିବା ମାଣିକ …
Read More