ସାଙ୍ଗ ହୋଇ ଆତ୍ମହତ୍ୟା କଲେ ଦୁଇ ସାଙ୍ଗ ।

ଆପଣ ପ୍ରେମ,ଧୋକା ଏବଂ ବନ୍ଧୁତ୍ୱର ପରିପୂର୍ଣ୍ଣ ଯନ୍ତ୍ରଣାଦାୟକ ଖବର ପୂର୍ବରୁ କ୍ୱଚିତ୍ ଶୁଣିଥିବେ କିନ୍ତୁ ଏହି ଖବରଟି ଆପଣଙ୍କୁ ଥରାଇ ଦେବ । କିପରି ଥିଲା ସେହି ଦୁଇ ଜଣ ଯୁବକଙ୍କର ବନ୍ଧୁତା, ଯେଉଁଥିରେ ଦୁହେଁ କିଛି ସମୟ ପାଇଁ ମଧ୍ୟ …

Read More

କାର ଶୋରୁମରେ ହେଲା କୃଷକଙ୍କର ଅସମ୍ମାନ ତ ୩୦ ମିନିଟରେ ୧୦ଲକ୍ଷ ଟଙ୍କା ଆଣି ଦେଲେ ଏମିତି ମୁହଁ ଭାଙ୍ଗି ଦେବା ଭଳି ଜବାବ

ଏହି ଧରିତ୍ରୀ ଉପରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଶିଷ୍ଠତା ଏବଂ ସମ୍ମାନର ଅଧିକାର ରହିଥାଏ, ତାଙ୍କର ଯେକୌଣସି ବର୍ଗ କିମ୍ବା ଜାତି ହେଉ ନାଁ କାହିଁକି। କିନ୍ତୁ କିଛି ଲୋକ ଏମିତି ଅଛନ୍ତି, ଯେଉଁମାନେ ନିଜକୁ ବାହାରେ ଦେଖାଇବା ପାଇଁ ହିଁ ରୁଚି …

Read More

ଜାଣନ୍ତୁ MPର ମିଷ୍ଟର ‘୨୬ ଜାନୁୟାରୀ’ଙ୍କ ବିଷୟରେ, ନାମ ପଛରେ ରହିଛି ରୋଚକ କାହାଣୀ..

କୁହାଯାଏ, ନାମରେ କ’ଣ ଅଛି। ଆଜ୍ଞା ହଁ ନାମ ହିଁ ତ ସବୁକିଛି ଅଟେ। ଏଥିପାଇଁ ତ ମାଆ-ବାପା ମଧ୍ୟ ଛୁଆର ଜନ୍ମ ପରେ ଭାବିଚିନ୍ତି ନାମ ରଖିଥାନ୍ତି। ସେଠାରେ, କିଛି ଲୋକ ଏମିତି ମଧ୍ୟ ଅଛନ୍ତି, ଯେଉଁମାନଙ୍କ ନାମ ଶୁଣିଲେ …

Read More

ବୈଜ୍ଞାନିକମାନଙ୍କ ଦାବି: ଆଖିରୁ ଜଣାପଡ଼ିବ ମନୁଷ୍ୟର ଜୀବନ କେତେ ବାକି ଅଛି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର:-

ମନୁଷ୍ୟ କେତେ ବର୍ଷ ବଞ୍ଚିବ ତାହାର ସୂଚନା ଆଖିରୁ ମିଳି ପାରିବ । ସହଜ ଭାଷାରେ କୁହାଗଲେ, ଆଖି ସ୍କାନ୍ କରି ମୃତ୍ୟୁର ରିସ୍କ୍ ଗଣନା କରାଯାଇପାରେ । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ସେଣ୍ଟର ଫର ଆଇ ରିସର୍ଚ୍ଚର ଅନୁସନ୍ଧାନକାରୀମାନେ ସେମାନେ କରିଥିବା …

Read More

ଆପଣଙ୍କର ଏହି ଅଭ୍ୟାସ ନେଇ ଯାଇପାରେ ମୃତ୍ୟୁ ପାଖାପାଖି, ତୁରନ୍ତ ସୁଧାରି ନିଅନ୍ତୁ

ୟୁରୋପୀୟନ ଜର୍ନଲ ଅଫ ପ୍ରିଭେଣ୍ଟିଭ କାର୍ଡିୟୋଲଜୀ ଦ୍ଵାରା ବୁଧବାର ପ୍ରକାଶିତ ଗୋଟିଏ ଅଧ୍ୟୟନରେ ଏହିକଥା ସାମ୍ନାକୁ ଆସିଛି।ଶୋଧ ଅନୁସାରେ, ଆମେରିକା ଏବଂ ଜାପାନର ୪୦ ଏବଂ ତାଠାରୁ ଅଧିକ ବୟସର ୧,୩୧,୪୨୧ ଲୋକଙ୍କର ଟିଭି ଦେଖିବାର ତରିକା ଏବଂ ସମୟର ମୂଲ୍ୟାଙ୍କନ …

Read More

‘ ପୁଷ୍ପା ‘ ଫିଲ୍ମ ଷ୍ଟାଇଲ ରେ ହତ୍ୟାକାଣ୍ଡ ଘଟାଇଲେ ଦିଲ୍ଲୀର ତିନି ନାବାଳକ , ରେକର୍ଡ଼ କରିଲେ ହତ୍ୟାର ଭିଡ଼ିଓ :-

ସମାଜରେ ହିଂସା କାଣ୍ଡ ଶେଷ ହୋଇଯାଉ ବୋଲି ଅନେକ ଲୋକ ଇଚ୍ଛା ପ୍ରକାଶ କରିଥାନ୍ତି । କିନ୍ତୁ କେବିବି ସେଥିପ୍ରତି ଉଦ୍ୟମ କରନ୍ତି ନାହିଁ । କିନ୍ତୁ ଆପଣ ମାନେ ଦେଖନ୍ତୁ ନା କିପରି ଭାବରେ ବର୍ତ୍ତମାନ ହତ୍ୟାକାଣ୍ଡ ବଢ଼ି ଚାଲିଛି …

Read More

ଏହି ବର୍ଷ ହେବ ତୃତୀୟ ବିଶ୍ୱଯୁଦ୍ଧ ତାହା ପୁଣି ୧୩ ଟି ଦେଶ ମଧ୍ୟରେ , ମାଳିକା ରଚନା ହେବାକୁ ଯାଉଛି ସତ , ଜାଣି ନିଅନ୍ତୁ କଣ ହେବ ପରିସ୍ଥିତି :-

ଆମ ମହାପୁରୁଷ ମାନେ ଅନେକ ବର୍ଷ ପୂର୍ବରୁ ରଚନା କରି ଯାଇଥିବା ମାଳିକା ବର୍ଣ୍ଣିତ ଘଟଣା ଧୀରେ ଧୀରେ ସତ ହେବାରେ ଲାଗିଛି । ଲୋକେ ନିଜେ ଏହାକୁ ହୃଦୟଙ୍ଗମ କରିଛନ୍ତି । ପୂର୍ବରୁ ଅନେକ ଘଟଣା ଏପରି ଘଟି ଯାଇଛି …

Read More

Largest Potato : ବିଶ୍ୱର ସବୁଠାରୁ ବଡ ଆଳୁର DNA ଟେଷ୍ଟ ହେବ , ବାସ୍ତବତା ଜାଣିବା ପାଇଁ :-

ନ୍ୟୁଜିଲ୍ୟାଣ୍ଡ ହେମିଲଟନ ନିକଟରେ ରହୁଥିବା କୋଲିନ ଏବଂ ଡୋନା କ୍ରେଗ-ବ୍ରାଉନ ଗତ ବର୍ଷ ଅଗଷ୍ଟରେ ସେମାନଙ୍କ ଚାଷ ଜମିରେ ଏକ ବିରାଟ ଆଳୁ ଅମଳ କରିଥିଲେ। ଏହା ତାଙ୍କ ଘର ପଛରେ ଥିବା ପରିବା ଫାର୍ମରୁ ବାହାରିଥିଲା । ଦୁହେଁ ଆଳୁର …

Read More

Omicron Variant Symptoms:- ଏହି ପ୍ରାରମ୍ଭିକ ଲକ୍ଷଣ କହିଥାଏ ଯେ ଆପଣଙ୍କୁ କରୋନାର ଓମିକ୍ରୋନ ଭ୍ୟାରିଏଣ୍ଟ ହେଇଛି ବୋଲି।

ବିଶ୍ୱ ଗତ ୨ ବର୍ଷ ଧରି କରୋନା ଭାଇରସ୍‌ର ବିଭିନ୍ନ ଭାରିଆଣ୍ଟ ସହିତ ଲଢ଼େଇ କରି ଆସୁଛି। ଏମିତି ପରିସ୍ଥିତିରେ ଏବେ ସମସ୍ତେ କରୋନା ଭାଇରସକୁ ନେଇ ଥକି ପଡ଼ିଲେଣି। ଲୋକମାନେ ଏହା ଚିନ୍ତା କରୁଛନ୍ତି ଯେ ଚୀନରୁ ବ୍ୟାପିଥିବା ଏହି …

Read More

ବିବାହ ପରେ ତିନି ଦିନ ଧରି ବନ୍ଦୀ ପରି ଜୀବନଯାପନ କରନ୍ତି ନୂତନ ଦମ୍ପତି । 72 ଘଣ୍ଟା ପାଇଁ ଶୌଚାଳୟକୁ ମଧ୍ୟ ଯିବା ବାରଣ ।

ବିବାହ କରିବା ପ୍ରତ୍ୟେକ ପୁଅ ଏବଂ ଝିଅ ଙ୍କର ସ୍ୱପ୍ନ । କିନ୍ତୁ ଏହି ସ୍ୱପ୍ନକୁ ପୂରଣ କରିବା ମାତ୍ରେ ତିନି ଦିନ ପର୍ଯ୍ୟନ୍ତ ସେମାନଙ୍କୁ ବାଥରୁମକୁ ଯିବା ନିଷେଧ କରାଯିବା, କୌଣସି ପୁଅ କିମ୍ବା ଝିଅ ଏହା ଜାଣିବା ପରେ …

Read More