ବୈବାହିକ ଜୀବନରେ ଅଦାର ଗୁରୁତ୍ୱପୂର୍ଣ୍ଣ ଭୂମିକା । ନିଶ୍ଚୟ ଜାଣି ରଖନ୍ତୁ :-

ଆମ ଦୈନନ୍ଦିନ ଜୀବନରେ ଖାଦ୍ୟ ପ୍ରସ୍ତୁତି ପାଇଁ ମସଲା ଆକାରରେ ଅନେକ ଜିନିଷର ଉପଯୋଗ କରିଥାଉ । ସେଥିମଧ୍ୟରୁ ପ୍ରାୟ ସବୁ ଜିନିଷର ଏକ ଔଷଧୀୟ ଗୁଣ ରହିଥାଏ ଯାହା ଶରୀର ପାଇଁ ବେଶ ଜରୁରୀ ହୋଇଥାଏ । ସେଥିମଧ୍ୟରୁ ଅଦା ଅନ୍ୟତମ । ଅନେକ ସମସ୍ୟା ପାଇଁ ଅଦାର ବ୍ୟବହାର ଆପଣ ମାନେ ନିଶ୍ଚୟ ଶୁଣିଥିବେ । ସେହିପରି ଆଜି ଆମେ ଆପଣଙ୍କୁ ଆଉ କିଛି ବ୍ୟବହାର ବିଷୟରେ କହିବୁ । ଯାହାକି ବୈବାହିକ ଜୀବନ ପାଇଁ ବେଶ ଲାଭଦାୟକ ଅଟେ । ତେଣୁ ଏହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ଶାରୀରିକ ସମ୍ବନ୍ଧ ପାଇଁ ଅଦା ଗୁରୁତ୍ୱପୂର୍ଣ୍ଣ ଅଟେ । ସେକ୍ସୁଆଲ ପାୱାର ବଢ଼ାଇବା ପାଇଁ ଏହା ସାହାଯ୍ୟ କରିଥାଏ । ଏହାବ୍ୟତୀତ ଅନ୍ୟାନ୍ୟ ରୋଗ ପାଇଁ ମଧ୍ୟ ଅଦା ବେଶ ଉପକାରୀ ପ୍ରମାଣିତ ହୋଇଥାଏ । ଅଦା ରସକୁ ଲୋକେ ଅନେକ ରୋଗ ପାଇଁ ବ୍ୟବହାର କରିଥାନ୍ତି । କୋଷ୍ଠକାଠିନ୍ୟ , ଓଜନ ହ୍ରାସ ଏବଂ କଲେଷ୍ଟେରଲ ଭଳି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଅଦାକୁ ଏକ ଭଲ ଉପଚାର ଭାବରେ ଗ୍ରହଣ କରାଯାଏ । ଆଉ ଯଦି ବାନ୍ତି ସମସ୍ୟା ଥାଏ ତେବେ ତାହା ମଧ୍ୟ ପ୍ରତିଦିନ ଅଦା ସେବନ ଦ୍ୱାରା ଠିକ ହୋଇଯାଏ

ବିଶେଷ କରି ଗର୍ଭବତୀ ମହିଳା ଏବଂ କେମୋ ଥେରାପି କରିଥିବା ବ୍ୟକ୍ତିଙ୍କ ପାଇଁ ଅଦା ବେଶ ଉପଯୋଗୀ ହୋଇଥାଏ । ଅଦା ରସ ପିଇବା ଦ୍ୱାରା ମାଂସପେଶୀ ଜନିତ ସମସ୍ୟା ଦୂରେଇ ଯାଇଥାଏ । ସାଧରଣତଃ ବୃଦ୍ଧ ଲୋକମାନଙ୍କ ଠାରେ ଏପରି ସମସ୍ୟା ସାଧାରଣ ହୋଇଥିବାରୁ ଅଦା ରସ ପିଇବାକୁ ପରାମର୍ଶ ଦିଆଯାଏ । ପ୍ରତିଦିନ ଅଦା ରସ ପିଇବା ଦ୍ୱାରା ଏପରି ସମସ୍ୟା ମଧ୍ୟ ଠିକ ହୋଇଯାଏ । ସାଧରଣତଃ କଲେଷ୍ଟରଲ ରୋଗୀ ଏକ ମାସ ପର୍ଯ୍ୟନ୍ତ ଅଦା ରସ ଖାଇଲେ କଲେଷ୍ଟରଲର ମାତ୍ରା ଧୀରେ ଧୀରେ ହ୍ରାସ ପାଏ । ଅଦାରେ ଯେଉଁ ଏଣ୍ଟିଇନ୍ଫ୍ଲାମେଟୋରୀ ଗୁଣ ମଣିଷ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି ପାଉଛି କରିଥାଏ ।

ଥଣ୍ଡା ସର୍ଦ୍ଦି ହୋଇଥିଲେ ମଧ୍ୟ ଅଦା ରସ ରାମବାଣ ସଦୃଶ୍ୟ କାମ କରିଥାଏ । ବୈବାହିକ ଜୀବନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ତ ଆପଣ ନିଶ୍ଚୟ ଜାଣିଥିବେ । ତେବେ ୯୦ ପ୍ରତିଶତ ରୋଗର ଉପଚାର ଭାବରେ ଅଦା ଆବଶ୍ୟକ ହେଉ ଥିବାରୁ ପ୍ରତିଦିନ ଅଦା ରସ ପିଇଲେ ଶରୀରର ଅନେକ ସମସ୍ୟା ଦୁରୀଭୂତ ହୋଇଥାଏ ।

Leave a Reply

Your email address will not be published. Required fields are marked *