ପ୍ରେମ ନିବେଦନ ଗ୍ରହଣ ନକରିବାରୁ , ଯୁବକ କଲା ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ର-ମଣ
ଜଣେ ବିବାହିତା ମହିଳାଙ୍କ ପ୍ରେମରେ ଉବୁଡୁବୁ ହେଉଥିଲେ ରସିକ ପ୍ରେମିକ । କିନ୍ତୁ ସେ ନିଜେ ଥିଲେ ଅବିବାହିତ । ବାରମ୍ବାର ପ୍ରେମ ନିବେଦନ କରୁଥିଲେ କିନ୍ତୁ ମହିଳା ଜଣକ କେବେ ମଧ୍ୟ ସେହି ପ୍ରେମ ନିବେଦନକୁ କରୁନଥିଲେ ଗ୍ରହଣ । …
Read More