ପ୍ରେମିକର ଟଙ୍କାକୁ ଭଲ ପାଉଥିଲା ପ୍ରେମିକା । କୋଷ୍ଠକାଠିନ୍ୟର ଔଷଧ ଦେଇ ପ୍ରେମିକକୁ ହତ୍ୟା କଲା ଗର୍ଲଫ୍ରେଣ୍ଡ ।
ପ୍ରେମରେ ଧୋକା ମିଳିବା କଥା ଆପଣମାନେ ନିଶ୍ଚୟ ଶୁଣିଥିବେ । କିନ୍ତୁ ପ୍ରେମରେ ଧୋକା ମିଳିବା ପରେ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟଣା କ୍ୱଚିତ୍ ଶୁଣିବାକୁ ମିଳିଥାଏ । ସ୍ପେନର ବୈଲେନ୍ସିଆରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ …
Read More